Daily Archives

September 10, 2019

କଟକରେ ନୂଆ ଟ୍ରାଫିକ ନିୟମ ନେଇ ସଚେତନତା : ଗୋଲାପ ଓ ଚକୋଲେଟ୍ ଦେଇ ଲୋକଙ୍କୁ ନିୟମ ମାନିବାକୁ ବୁଝାଉଛନ୍ତି ପୋଲିସ୍…

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ବୁଝାଇବାର ନୂଆ ଫର୍ମୁଲା । ଚକୋଲେଟ ଓ ଗୋଲାଫ ଫୁଲ ନିଅ, କିନ୍ତୁ ଟ୍ରାଫିକ୍ ନିୟମ ମାନ । ଭୁବନେଶ୍ୱର ପରେ କଟକରେ ଲୋକଙ୍କୁ ଟ୍ରାଫିକ ନିୟମ ନେଇ ଏପରି ସଚେତନ କରାଯାଉଛି । ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି ।…

ସଙ୍କଟରେ ବାବା ଲୋକନାଥଙ୍କ ପୀଠ : ସପ୍ତାହେ ହେବ ମନ୍ଦିର ପରିସର ଓ ଗମ୍ଭୀରାରେ ଜମିରହିଛି ପାଣି

କନକ ବ୍ୟୁରୋ : ଆଜିକୁ ୬  ଦିନ ହେଲା ଅଂଟାଏ ପାଣିରେ ବୁଡିରହିଛି ଲୋକନାଥ ମନ୍ଦିର । ସଙ୍କଟରେ ବାବା ଲୋକନାଥଙ୍କ ପୀଠ । ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ମାରୁଛି । ମନ୍ଦିର ପରିସରରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇରହିଛି । ଫଳରେ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିପାରୁନାହାନ୍ତି…

ମାଲକାନଗିିରିରେ ଚୋରା ଗାଡି କିଣି ଫସିଲେ ଚାଳକ : ୭ ଚୋରା ବାଇକ୍ ମାଲିକଙ୍କୁ ଗିରଫ କଲା ପୋଲିସ୍ 

କନକ ବ୍ୟୁରୋ : ଚୋରା ବାଇକ କିଣି ଫସିଲେ ଚାଳକ । ଚୋରା ବାଇକ କିଣିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ମାଲାକନଗିରି ଜିଲ୍ଲାରେ ବାଇକ ଚୋରି ର୍ୟାକେଟ ବର୍ଷ ବର୍ଷ ଧରି ସକ୍ରିୟଥିବା ବେଳେ ଚୋରର ସୁରାକ ପାଇ ପାରୁନଥିଲା ପୋଲିସ । ତେବେ ନିର୍ଦ୍ଧିଷ୍ଟ ଏକ ବାଇକ ଚୋରି…

କୋରାପୁଟ କଫିକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା : ଖୋଲିବ ରାଜ୍ୟର ପ୍ରଥମ ପ୍ରକ୍ରିୟାକରଣ କେନ୍ଦ୍ର, ଜିଲ୍ଲାର ୭ହଜାର ଏକର…

କନକ ବ୍ୟୁରୋ : କୋରାପୁଟ କଫି ଚାଷୀଙ୍କ ପାଇଁ ଖୁସି ଖବର । ବିଳମ୍ବରେ ହେଉ ପଛେ ଚେତିଛନ୍ତି ସରକାର । କୋରାପୁଟ କଫି କୁ ମିଳିବ ସ୍ୱତନ୍ତ ମାନ୍ୟତା । ଏଥିସହ କୋରାପୁଟରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ କଫି ପ୍ରକ୍ରିୟାକରଣ କେନ୍ଦ୍ର । ପରୀକ୍ଷାମୂଳକ ଭାବେ ସରିଛି କାମ । କେବଳ…

ଶାନ୍ତ କାଶ୍ମୀର, ଅଶାନ୍ତ ପାକିସ୍ତାନ : ଆତଙ୍କବାଦୀ ସଂଗଠନ ସହ ଆଇଏସଆଇର ଗୁପ୍ତ ବୈଠକ, ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା…

କନକ ବ୍ୟୁରୋ : ଭାରତ ପାଇଁ ବିପଦ ଆଇଏସଆଇ । ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ପଡ଼ୋଶୀ ଦେଶ ।  ଭାରତ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ଆଇଏସଆଇ । ଜୈଶ-ଏ-ମହମ୍ମଦ, ହିଜବୁଲ…

ଶ୍ରୀକ୍ଷେତ୍ରକୁ ଏମିତି ସମ୍ମାନ ! ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ । ମେଘନାଦ ପାଚେରୀ କଡରେ ପରିସ୍ରା କରୁଛନ୍ତି…

କନକ ବ୍ୟୁରୋ : ସ୍ୱଚ୍ଛ ଭାରତର ଆହ୍ୱାନ ଦିଆଯାଉଥିବାବେଳେ ରାସ୍ତାକଡ ଓ ପାଚେରୀ କଡରେ ପରିଶ୍ରା କରିବାର ଖରାପ ଅଭ୍ୟାସ ଏବେ ବି ଅଛି । ସ୍କୁଲ ପାଚେରୀ ହେଉ ବା କୌଣସି ଅଫିସ କାର୍ଯାଳୟର ପାଚେରୀ ନିରୋଳା ଦେଖି କିଛି ଲୋକ ଏସବୁ ଜାଗାକୁ ପରିଶ୍ରା କରିବାର ଜାଗା ବୋଲି ଭାବିନିଅନ୍ତି । ହେଲେ…