Daily Archives

September 8, 2019

ସଡକ ସୁରକ୍ଷା ସଚେତନତା କରିବାକୁ ଆସି ଫସିଲେ ବିଧାୟକ । ବେଆଇନ୍ ପାର୍କିଂ କରି ତଣ୍ଡ ଗଣିଲେ ଭୁବନେଶ୍ୱର ମଧ୍ୟ ବିଧାୟକ…

କନକ ବ୍ୟୁରୋ : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଫାଇନ୍ ଦେବାରୁ ବର୍ତ୍ତିନାହାନ୍ତି ବିଧାୟକ । ଟ୍ରାଫିକ୍ ନିୟମ ଭାଙ୍ଗି ବିଧାୟକଙ୍କୁ ତଣ୍ଡ ଗଣିବାକୁ ପଡିଛି । ଏଜି ଛକରେ ୫୦୦ ଟଙ୍କା ଜୋରିମାନା ଦେଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ…

ଆଉ ଫାଇନ୍ ନୁହେଁ, ସଚେତନ କରିବାକୁ ଅଧିକ ଜୋର ଦେଲା ପୋଲିସ । ରାସ୍ତାରେ ଟ୍ରାଫିକ୍ ନିୟମ ପାଳନ କରୁଥିବା ଲୋକଙ୍କୁ…

କନକ ବ୍ୟୁରୋ : ରାଜଧାନୀର ରାଜମହଲ ରଣକ୍ଷେତ୍ର ପାଲଟିବା ପରେ ଆଜି ଭୁବନେଶ୍ୱରେ କୋହଳ ହୋଇଛି ନୂଆ ଟ୍ରାଫିକ୍ ନିୟମ । ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଯାଂଚ କଡାକଡି ହୋଇଛି ସତ, ହେଲେ ଏଥିରେ ମନୋଭାବ ବଦଳାଇଛି କମିଶନରେଟ୍ ପୋଲିସ । ବିଭିନ୍ନ ସ୍ଥାନରେ ଯାଂଚ ବେଳେ ଫାଇନକୁ ଗୁରୁତ୍ୱ ନଦେଇ…

ଆକାଶରେ ଉଡ଼଼ିବେ ଆଦିବାସୀ ଝିଅ । ମାଲକାନଗିରିର ପ୍ରଥମ ପାଇଲଟ୍ ଅନୁପ୍ରିୟା ଲାକ୍ରା । କୋ-ପାଇଲଟ ଭାବେ ଉଡାଇଲେ ବିମାନ,…

କନକ ବ୍ୟୁରୋ : ଆକାଶରେ ଉଡ଼଼ିବେ ଆଦିବାସୀ ଝିଅ । ବିମାନ ଉଡ଼଼ାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ । ମାଲକାନାଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ଅନୁପ୍ରିୟା ଲାକ୍ରା । ମାଲକାନାଗିରି ସଦର ମହକୁମା ସ୍ଥିତ ଡ଼ିଏନକେ କଲୋନୀରେ ରହୁଛନ୍ତି ଅନୁପ୍ରିୟା ।…

ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍ ଉପରକୁ ଅଣ୍ଡା ମାଡ କଲେ ପାକିସ୍ତାନ ପ୍ରତିବାଦକାରୀ ! ଝାଡୁ ଧରି ସଫା କଲେ ଭାରତୀୟ…

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସେପ୍ଟେମ୍ବର ୩ ତାରିଖ ଦିନ ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍ ଉପରକୁ ଅଣ୍ଡା ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଫୋପାଡିବା ଫଳରେ ଅପରିଚ୍ଛନ୍ନ ହୋଇପଡ଼ିଥିବା ପରିସରକୁ ନିଜେ ମପ୍ ଧରି ଭାରତୀୟ ହାଇକମିସନର୍ ରୁଚି ଘନଶ୍ୟାମ ସଫା କରିଛନ୍ତି । ପ୍ରାୟ ୨୫୦୦…

ଚନ୍ଦ୍ରରେ ପାଣି ରହିଥିବା ଖବର ପ୍ରଥମ ଥର ପାଇଁ ଭାରତ ସମ୍ପୁର୍ଣ୍ଣ ବିଶ୍ୱକୁ ଦେଇଥିଲା , ଯାହା ପଛରେ ଥିଲା ଚନ୍ଦ୍ରଯାନ-୧…

ମିଶନ୍ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର୍ ସହ ଇସ୍ରୋର ସଂପର୍କ କଟିଯାଇଥିଲା । ଏହାସତ୍ତେ୍ୱ ଭାରତ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବ ପାଖରେ ପହଁଚି ଇତିହାସ ରଚିଥିଲା । ଏହାପୂର୍ବରୁ ଭାରତ ଚନ୍ଦ୍ରଯାନ-୧ ରେ କରିଥିବା ସୌଧରେ ଚନ୍ଦ୍ର ମାଟିରେ ପାଣି ଥିବା କଥା…

ଟ୍ରକ୍ ଡ୍ରାଇଭରଙ୍କୁ ବାଜିଲା ଟ୍ରାଫିକ୍ ଚାବୁକ ! ହଜାରେ କି ଦୁଇ ହଜାର ନୁହଁ ଏକାଥରେ ୮୬ ହଜାର ଟଙ୍କାର ତଣ୍ଡ ଗଣିଲେ…

ଦେଶରେ ସରକାର ନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ଆଉ ଟ୍ରାଫିକ୍ ପୋଲିସର ଏଭଳି କଠୋର ରୁପକୁ ସହ୍ୟ କରିପାରୁନାହାନ୍ତି ସାଧାରଣ ଜନତା । ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରକ, ବସ୍ ଏବଂ ବାଇକ୍ ଚାଳକ ସବୁ ଏବେ ଚିନ୍ତାରେ । ଏହି ଜରିମାନା…