Daily Archives

August 29, 2019

ଏମାର ମଠରୁ ମିଳିଲା ଭୂତଳ ଘର : ଉଚ୍ଛେଦ ବେଳେ ସାମନାକୁ ଆସିଲା ମାଟି ତଳେ ଥିବା ଘର, ରହିଛି କି ଗୁପ୍ତ ଧନ ?

କନକ ବ୍ୟୁରୋ : ଏମାର ମଠରୁ ମିଳିଲା ଭୂତଳ ଘର ।  ଉଚ୍ଛେଦ ବେଳେ ସାମନାକୁ ଆସିଲା ଏମାର ମଠ ଭିତରେ ମାଟି ତଳେ ଥିବା ଏକ ସୁଡ଼ଙ୍ଗ ଘର । ଯାହାକୁ ନେଇ ଏବେ ସସପେନ୍ସ ବଢିଛି । ଭୂତଳ ଘର ଭିତରେ କଣ ରହିଛି ତାକୁ ନେଇ ଆରମ୍ଭ ହୋଇଛି ବଡ ଚର୍ଚ୍ଚା ।  ଏହି ଭୂତଳ ଘରେ  କିଛି  ଗୁପ୍ତ ଧନ ରହିଥିବା ନେଇ…

ବକେୟା ବିଜୁଳି ବିଲ୍ ଦେବାକୁ ଅସମର୍ଥ ଇମ୍ରାନ୍ ଖାନ୍ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରୁ ବିଦ୍ୟୁତ ସଂଯୋଗ…

କନକ ବ୍ୟୁରୋ : ଦେବାଳିଆ ପାକିସ୍ତାନ କାଙ୍ଗାଳ ଇମ୍ରାନ୍ ଖାନ୍ । ପରମାଣୁ ଯୁଦ୍ଧର ଧମକ ଦେଉଥିବା ଇମ୍ରାନ୍ ଖାନଙ୍କ ପାଖରେ ବିଜୁଲି ବିଲ୍ ପଇଠ ପାଇଁ ଟଙ୍କା ନାହିଁ । ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଉଥିବା ପାକିସ୍ତାନ୍ ଘର କଥା ସମ୍ଭାଳିପାରୁନି ହେଲେ ପଡ଼ୋଶୀ ଚିନ୍ତା ଘାରିଛି । ଆର୍ଥିକ…

ବର୍ଷାପାଗକୁ , ଅସନା ପରିବେଶ ଆଣୁଛି ମ୍ୟାଲେରିଆ ଜ୍ୱର ! ଜାଣନ୍ତୁ ଏହି ସମୟରେ କ’ଣ ଖାଇବେ ଏବଂ କ’ଣ ନଖାଇବେ ।

ଡେଙ୍ଗୁ ଓ ଟାଇଫଏଡ ଭଳି ମ୍ୟାଲେରିଆ ମଧ୍ୟ ଏକ ସାଙ୍ଘାତିକ ଜ୍ୱର । ଏହି ଜ୍ୱର ହେଲେ ମଣିଷ ଥରିବାକୁ ଲାଗିଥାଏ । କେବଳ ସେତେକି ନୁହେଁ ମ୍ୟାଲେରିଆ ହେଲେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଯାଇଥାଏ । ବେଳେ ବେଳେ ଠିକ ଚିକିତ୍ସା ନହେଲେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ତେବେ ଯଦି ଆପଣ…

ଖାକି ବର୍ଦ୍ଦିର ଗର୍ବ : ବିଚ ରାସ୍ତାରେ ଯୁବକଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଲେ କନେଷ୍ଟବଳ

କନକ ବ୍ୟୁରୋ : ପୋଲିସ୍ ସମ୍ମୁଖରେ ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡମାରୁଛନ୍ତି ଆଉ ଜଣେ ପୋଲିସ କର୍ମଚାରୀ । ଏଭଳି ଭିଡିଓ ଏବେ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଫେସବୁକରୁ ଆରମ୍ଭ କରି ହ୍ୱାଟସପରୁ ହ୍ୱାଟସପକୁ ଘୁରିବୁଲୁଛି ଏହି ଭିଡିଓ । ଭାଇରାଲ…

ମିସ୍ ଇଣ୍ଡିଆ ଚାର୍ମିଂ ଫେସର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ : ରାଜେଶ ରଞ୍ଜନ ମହାନ୍ତିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ । 

ଦିଲ୍ଲୀ ଦରବାରରେ ମାଲକାନଗିରିର ୧୭ ବର୍ଷର ଯୁବକ ଅଭିଷେକ୍ ବାଗଚୀ ସର୍ବଭାରତୀୟ ସ୍ତରରେ ସମ୍ପନ୍ନ ଆଲି କ୍ଲବ ଟିନ୍ ଇଣ୍ଡିଆ ୨୦୧୯ ମଡେଲିଂ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବିଜେତା ହେବା ପରେ ଏବେ ପୁଣି ଜାତୀୟ ସ୍ତରରେ ଓଡିଶାକୁ ଗର୍ବାନ୍ୱିତ କରିଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ମିସ୍…

ରାଜହଂସରେ ଫସିଥିବା ବିଦେଶୀ ଜାହାଜରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ । ସାତ ପଡାରେ ପହଂଚିଲା ୧୫ ହଜାର ଲିଟର କ୍ଷମତା…

କନକ ବ୍ୟୁରୋ : ଚିଲିକା ରାଜହଂସ ଠାରେ ଫସିଥିବା ମାଲେସିଆ ଜାହାଜରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ତେଲ କଢାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଛୋଟ ବ୍ୟାରେଲ ଜାହାଜ ନିକଟକୁ ପଠା ଯାଇଛି । ଗତକାଲି ଜାହାଜରେ ପାଇପ ପକାଯାଇଥିବା ବେଳେ ଆଜି ସକାଳୁ ୧୫ ହଜାର ଲିଟର…