Daily Archives

July 24, 2019

ପ୍ରତିଦ୍ୱନ୍ଦ୍ୱୀ ବଦଳିଲେ, ନିର୍ବାଚନମଣ୍ଡଳୀ ବଦଳିଲା ହେଲେ ବଦଳିଲାନି ବିଜୟଙ୍କ ଭାଗ୍ୟ । ୧୯’ ବି ପୂରା କରିପାରିଲାନି…

କନକ ବ୍ୟୁରୋ : ବିଜୟଙ୍କ ବିଧାନସଭା ସ୍ୱପ୍ନ ଭାଙ୍ଗିଦେଲେ ସାବିତ୍ରୀ । ଆଉ ଏହାସହ ବିଜୟଙ୍କ ପାଇଁ ପୁଣିଥରେ ଅପହଞ୍ଚ ପାଲଟିଛି ବିଧାନସଭା । ଦୀର୍ଘ ୧୯ ବର୍ଷ ପରେ ବିଧାନସଭା ଫେରିବାକୁ ବିଜୟ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଧୂଳିସାତ କରିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଆଉ…

ଦୁଇ ଦଶନ୍ଧି ହୋଇଗଲା . . . ବିଧାନସଭା ଆସିପାରିଲେନି ବିଜୟ । ୧୭୦୦୦ରୁ ଅଧିକ ଭୋଟରେ ପାଟକୁରା ଅକ୍ତିଆର କଲା ବିଜେଡ଼ି

କନକ ବ୍ୟୁରୋ : ଭାଙ୍ଗିଗଲା ବିଜୟଙ୍କ ବିଧାନସଭା ଯିବା ସ୍ୱପ୍ନ । ବିଧାନସଭା ଯିବା ରାସ୍ତାରେ କଣ୍ଟା ହେଲେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ପାଟକୁରାରେ ଶୁଭିଲା ଶଙ୍ଖଧ୍ୱନୀ । ବିଜେଡ଼ିର ହେଲା ପାଟକୁରା । ନବୀନ ଅପ୍ରତିଦ୍ୱନ୍ଦ୍ୱୀ, ବିଜେଡି ଅପରାଜେୟ । ତାର ଆଉ ଏକ ପ୍ରମାଣ ଦେଲା…

ବଡ ବ୍ୟବଧାନରେ ଜିତିଲା ବିଜେଡି: ଗଡ ରକ୍ଷା କଲା, ପାଟକୁରାରେ ବିଜୟ ବାନା ଉଡାଇଲା । ୧୭, ୬୫୫ ଭୋଟରେ ସାବିତ୍ରୀ ଆଗୁଆ

କନକ ବ୍ୟୁରୋ: ପାଟକୁରାରେ ପୁଣି ଶୁଭିଲା ଶଙ୍ଖଧ୍ୱନି । ପାଟକୁରା ପବନରେ ଖେଳିଲା ଶଙ୍ଖର ବିଜୟ ଧ୍ୱନି । ବିଜେଡି ଗଡରେ ପୁଣି ବିଜୟ ବାନା ଉଡାଇଲା ବିଜେଡି । ବିଜୟଙ୍କ ସ୍ୱପ୍ନକୁ ଧୂଳିସାତ କରି ବିଜୟଟୀକା ପିନ୍ଧିଲେ ସାବିତ୍ରୀ । ସ୍ୱାଭିମାନ-ସମ୍ମାନ ଲଢେଇରେ ସାବିତ୍ରୀ ପାଇଲେ ସଫଳତା । ବିଜୟ…

ସ୍ୱାଭିମାନ କି ସମ୍ମାନର କଥା ନୁହେଁ, କର୍ମର ହେଲା ବିଜୟ। ପାଟକୁରାରେ ବାଜି ମାରିବା ପରେ ପ୍ରତିକ୍ରିୟା ରଖିଲେ…

କନକ ବ୍ୟୁରୋ: ଶେଷରେ ଶେଷ ହୋଇଛି ବହୁ ଚର୍ଚ୍ଚିତ ପାଟକୁରା ଲଢେଇ । ଗତ ୨୦ ତାରିଖରେ ପାଟକୁରା ବିଧାନସଭା ଆସନରେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କର ଆଜି ଆସିଛି ଫଳାଫଳ । ପ୍ରାୟ ୧୭ ହଜାର ୬ ଶହରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରାଙ୍କୁ ହରାଇ ବାଜି ମାରିଛନ୍ତି…

ବିଧାନସଭାରେ ଉଠିଲା କଲେଜ, ୟୁନିଭର୍ସିଟିରେ ମୋବାଇଲ ମନା କଥା । ସରକାର କି ପଦକ୍ଷେପ ନେଇଛନ୍ତି ଉତ୍ତର ଦେଲେ ମନ୍ତ୍ରୀ

କନକ ବ୍ୟୁରୋ: କଲେଜ କ୍ଲାସରୁମକୁ କେବେ ହେବ ମୋବାଇଲ ମନା ? ଶ୍ରେଣୀ ଗୃହରେ କେବେ ଠାରୁ ମୋବାଇ ବ୍ୟାନ ହେବ? ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଶ୍ରେଣୀ ଗୃହରେ ମୋବାଇଲ ମନା କେବେ ଠାରୁ ଲାଗୁ ହେବ ? ସରକାର ଦେଇଥିବା ଏ ପ୍ରସ୍ତାବ ଉପରେ କିଛି ପଦକ୍ଷେପ…

ଜେଲରୁ ମୁକୁଳିବା ଖୁସିରେ ଧ୍ୟାନରେ ବସିଲେ ସାରଥୀ। ସକାଳୁ ଖାଲି ପେଟରେ ଗାଧୋଇପାଧୋଇ କଲେ ସାଧନା

କନକ ବ୍ୟୁରୋ: ଧ୍ୟାନ ମୁଦ୍ରାରେ ମାନ୍ୟବର । ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ…