Daily Archives

July 21, 2019

ସୀମା ଟପିଲା ସ୍ୱାମୀର ବର୍ବରତା । ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ କଲା ହତ୍ୟା ।

କନକ ବ୍ୟୁରୋ: ସୀମା ଟପିଲା ସ୍ୱାମୀର ବର୍ବରତା ସ୍ତ୍ରୀକୁ ଅତି ନୃଶଂସ ଭାବେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସ୍ୱାୀମ । ପାରିବାରିକ କଳହ ହତ୍ୟାକାଣ୍ଡର ଶେଷ ପରିଣତି ହୋଇଛି ସ୍ତ୍ରୀର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ମାଲିଗୁଡ଼ା ଗାଁରେ ଶନିବାର ରାତି ୮ଟାରେ ଏହି…

ଜେଲରେ ଅଏସ କରୁଛନ୍ତି ପୂର୍ବତନ ମନ୍ତ୍ରୀଙ୍କ ପୁଅ ! ଫୋନରେ କଥା ହେଲେ, ଆଲୋଚନା କଲେ । କିଏ ଛାଡିଲା ଏତେ ଲୋକଙ୍କୁ,…

କନକ ବ୍ୟୁରୋ: ଜେଲ ଭିତରେ ଚାଲିଛି ମସ୍ତି । ଖୁଲମଖୁଲା ଗପୁଛନ୍ତି ବିଚାରଧୀନ କଏଦୀ । ଠୋ ଠୋ ହସୁଛନ୍ତି, ଥଟାମଜା କରୁଛନ୍ତି । ପାଖରେ ବସିଥିବା ପତ୍ନୀଙ୍କ ସମେତ ଅନେକ ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି କଏଦୀ । ଜେଲ ଭିତରେ ଫୋନରେ କଥା ହୋଇ ଅୟସ କରୁଛନ୍ତି ଜଣେ ବିଚାରଧୀନ କଏଦୀ…

ଆରମ୍ଭ ହେଲା କାଉଣ୍ଟ ଡାଉନ । ଇତିହାସ ରଚିବାକୁ ଆଉ ମାତ୍ର ୨୦ ଘଣ୍ଟାର ଅପେକ୍ଷା, ଆସନ୍ତାକାଲି ଚନ୍ଦ୍ରକୁ ଯାତ୍ରା କରିବ…

କନକ ବ୍ୟୁରୋ: ରାତି ପାହିଲେ ରଚାହେବ ଇତିହାସ । ଆସନ୍ତା କାଲି ଚନ୍ଦ୍ରକୁ ଯାତ୍ରା କରିବ ‘ଚନ୍ଦ୍ରାୟନ-୨’ । ଆଉ ମାତ୍ର ୨୦ ଘଣ୍ଟାର ଅପେକ୍ଷା ଇତିହାସ ରଚିବାକୁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ‘ଚନ୍ଦ୍ରାୟନ-୨’କୁ ଉତକ୍ଷେପଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ତରଫରୁ ସମସ୍ତ…

ମୁଣ୍ଡ ବିନ୍ଧା ବଢ଼ାଇଲା ବିଜୁଳି ବିଲ୍ ! ଜାଳୁଥିଲେ ବଲବ ଗୋଟିଏ, ଫ୍ୟାନ୍ ଗୋଟିଏ । ବକେୟା ବିଲ୍ ଆସିଲା କୋଟିଏ…

କନକ ବ୍ୟୁରୋ: ଏମିତି କ’ଣ ଜାଳିଲେ କି ? ଜଣେ ଗରୀବ ବୃଦ୍ଧଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ଆସିଲା ୧୨୮ କୋଟି । ଯାହାକି ଏବେ ଜାତୀୟ ଗଣମାଧ୍ୟମ ଖବରର ଶିରୋନାମା ପାଲଟିଛି । ସୂଚନା ମୁତାବକ, ଉତ୍ତର ପ୍ରଦେଶର ହାପୁରରେ ବସବାସ କରୁଥିବା ଗରିବ ବୃଦ୍ଧ ଶମିମଙ୍କ ପାଖକୁ ଆସିଛି ଏଭଳି ହୋସ୍ ଉଡ଼ାଇଦେଲା…

ଶୀଲାଙ୍କ ଶେଷକୃତ୍ୟ ସମ୍ପନ୍ନ: ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଅନ୍ତିମ ସଂସ୍କାର

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲା ଶୀଲାଙ୍କ ମରଶରୀର । ଲୁହ ଆଉ କୋହରେ ଶୀଲାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ବିଦାୟ ଜଣାଇଲେ ସମସ୍ତେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୀଲାଙ୍କ ଶେଷକୃତ୍ୟ ସମ୍ପନ ହୋଇଛି । ନିଗମ ବୋଧ ଘାଟରେ ଶୀଲାଙ୍କ ଅନ୍ତିମ ସଂସ୍କାର କରାଯାଇଛି । କଂଗ୍ରେସ…

ମୁମ୍ବାଇ ଚର୍ଲିଲ ଚାମ୍ପର ବିଲ୍ଡିଂରେ ଅଗ୍ନିକାଣ୍ଡ, ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ, ଉଦ୍ଧାରକାର୍ଯ୍ୟ ଜାରି ।

କନକ ବ୍ୟୁରୋ : ମୁମ୍ବାଇର ପୋସ କୋଲାବା ଅଞ୍ଚଳରେ ଥିବା ଆଇକନିକ୍‌ ‘ତାଜ୍‌ ମହଲ ପ୍ୟାଲେସ୍‌ ହୋଟେଲ୍‌’ ନିକଟରେ ଥିବା ଚର୍ଚିଲ୍‌ ଚାମ୍ବର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି…