Daily Archives

July 14, 2019

କୋଡି଼ଏ ପୂର୍ବରୁ କାୟା ମେଲାଉଛି ‘ପ୍ରଚାର ପବନ’ ! ହାତରୁ ଭୋଟର ଖସିଯିବା ଭୟରେ ଛକ ଛକରେ କ୍ୟାମ୍ପ ପକାଇଛନ୍ତି ପଣପଣ…

କନକ ବ୍ୟୁରୋ: ପାଞ୍ଚ ଦିନ ପରେ ‘ପାଟକୁରା’ ପେପର । ୧୯ ପାହିଲେ ୨୦ରେ ପଡିବ ପାଟକୁରା ପାଇଁ ଭୋଟ । ୨୦ ତାରିଖରେ ‘ପାଟକୁରା ପରୀକ୍ଷା’ ଥିବାରୁ ପ୍ରାର୍ଥୀଙ୍କ ସହ ନେତାଙ୍କୁ ଆସୁନି ନିଦ । ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ପଞ୍ଚାୟତ ଦାୟିତ୍ୱରେ ଥିବା ନେତାଙ୍କ ଆଖିକୁ ନିଦ ଆସୁନି । କେମିତି…

ବିଶ୍ୱବିଜେତା ଟିମକୁ ମିଳିବ କୋଟି କୋଟି ଟଙ୍କା, କିନ୍ତୁ ମିଳିବ ନାହିଁ ଅସଲି ବିଶ୍ୱକପ ଟ୍ରଫି ।

ଲର୍ଡସ ମୈଦାନରେ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । କିଏ ହେବ ବିଶ୍ୱକପର ବାଦଶାହା ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଚଳିତ ବିଶ୍ୱକପରେ ପ୍ରଥମ ଥର ନୂଆ ବିଶ୍ୱବିଜେତା ଦେଖିବେ କ୍ରିକେଟପ୍ରେମୀ । ର୍ପୂବରୁ ଇଂଲଣ୍ଡ ୩ଥର ଓ ନ୍ୟୁଜିଲାଣ୍ଡ…

ଟାଇଟଲ ଟକ୍କର: ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି । ଆଜି ଯିଏ ଜିତିବ ସିଏ ହେବ ପ୍ରଥମ ଚାମ୍ପିୟନ

କନକ ବ୍ୟୁରୋ: ଫାଇନାଲ ଫାଇଟ ପାଇଁ ପଡିଲା ଟସ୍ । ବିଶ୍ୱକପ୍ କ୍ରିକେଟର ଟାଇଟଲ ଲଢେଇ ପାଇଁ ଟସ ପଡିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ଐତିହାସିକ ଲଡ୍ସ ଗ୍ରାଉଣ୍ଡରେ ପଡିଲା ଟସ । ଟସ ଜିତିଲା ନ୍ୟୁଜିଲାଣ୍ଡ । ଟସ ଜିତି ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡର…

କର୍ତାରପୁର କରିଡର ପାଇଁ ବୈଠକ ଶେଷ । ଅଟ୍ଟାରୀ ବର୍ଡରରେ ପାକ୍ ଅଧିକାରୀଙ୍କ ସହ ଆଲୋଚନା କଲେ ଭାରତୀୟ ପ୍ରତିନିଧି ଦଳ ।

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ହେଲା କର୍ତାରପୁର କରିଡର ବୈଠକ । କରତାରପୁର କରିଡର ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦି୍ୱତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ପଂଜାବର ଅଟାରି ବର୍ଡରରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପାକିସ୍ତାନର କର୍ତାରପୁର କରିଡର ରୂପରେଖ ଓ ବୈଷୟିକ…

ପ୍ରତିବାଦର ନିଆରା ଚିତ୍ର । ରାସ୍ତା ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଶୁଣିଲାନି ପ୍ରଶାସନ, ଶେଷରେ କାଦୁଅ ରାସ୍ତାରେ ଧାନ…

କନକ ବ୍ୟୁରୋ : କାଦୁଅ ରାସ୍ତାରେ ଧାନ ରୋଇଲେ ଛାତ୍ରଛାତ୍ରୀ । ଏପରି ଅଭିନବ ଉପାୟ କରି ପ୍ରତିବାଦ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକର ମାଡ଼କାପଦର ଗାଁରେ । ଅନେକ ଦିନ ହେବ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦାବି…

ଘରେ ସାପ କିମ୍ବା ଅନ୍ୟ କୌଣସି ସରୀସୃପଙ୍କ ପ୍ରାଦୁର୍ଭାବ ବଢୁଥିଲେ ଚିଞ୍ଚନ୍ତୁ ଏହି ଔଷଧ ! ଘରେ ପଶିବେନି ସାପ । 

ଶୀତଦିନରେ ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘର ଭିତରକୁ ସାପ ଭଳି ବିଷାକ୍ତ ସରିସୃପ ପଶିଆସନ୍ତି । ଆପଣ ଏହି ଋତୁରେ ଅଧିକାଂଶ ଲୋକଙ୍କ ଘରୁ ସାପ ବାହାରୁଥିବା ମଧ୍ୟ ଦେଖିଥିବେ । ବେଳେବେଳେ ଏମିତି ହୁଏ ଯେ ଅଜାଣତରେ ଘରେ ସାପ ରହିଯାନ୍ତି ଏବଂ ଶୋଇଥିବା ବେଳେ ଚୋଟ ମାରିଯାନ୍ତି । ତେବେ ଯେତେ…