Daily Archives

July 14, 2019

ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଭାରତ ତିଆରି କଲା ୨୫୦ ଘର ! ଏବେ ମିଆଁମାର ଫେରିବେ ରୋହିଙ୍ଗ୍ୟା ଶରଣାର୍ଥୀ ।

ନିକଟରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ସରକାର ମିଆଁମାରକୁ ଘର ଯୋଗାଇଦେଇଛନ୍ତି । ଏହାପରେ ମିଆଁମାର ଦ୍ୱାରା ନିଜ ବିଦେଶ ସଚିବଙ୍କୁ ବାଙ୍ଗଲାଦେଶ ପଠାଇବାର ସମ୍ଭାବନା ରହିଛି । ମିଆଁମାରରେ ସାମାଜିକ,ଧାର୍ମିକ ଏବଂ ଜାତୀୟ ଉତ୍ପୀଡନକୁ ଦେଖି ରୋହିଙ୍ଗ୍ୟା ପରିବାର ଦେଶ…

ସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରି । ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ରହିବେ ସ୍ପେଶାଲ୍…

କନକ ବ୍ୟୁରୋ : ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଏନେଇ ଚିଠି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କର୍ମକ୍ଷେତ୍ରରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାରି ହୋଇଥିବା ଏହି…

୯,୯୬୯ ଦିନ ପରେ ବିଶ୍ୱକପ୍ ଫାଇନାଲରେ ପାଦ ରଖିଛି ଇଂଲଣ୍ଡ । ଆଜି ମ୍ୟାଚରେ ଇତିହାସ ରଚିପାରିବ କି କ୍ରିକେଟର ଜନକ ?

କନକ ବ୍ୟୁରୋ : କ୍ରିକେଟର ଜନକ ଇଂଲଣ୍ଡ ତିନିଥର ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ହେଲେ ପ୍ରତିଥର ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି । ଘରୋଇ ଇଂଲଣ୍ଡ ଦୀର୍ଘ ୨୭ ବର୍ଷ ପରେ ଆଜି ଫାଇନାଲ ମୁକାବିଲା ପାଇଁ ପୁଣି ଥରେ ମଇଦାନକୁ ଓହ୍ଲାଇବ । ଆଉ କିଛି ସମୟ ପରେ ଅର୍ଥାତ ଅପରାହ୍ନ…

ଯେସାକୁ ତେସା ! ଦୁଷ୍କର୍ମ ପାଇଁ ଏହି ଦେଶରେ ହେଲା ଏଭଳି ଆଇନ୍ , ଦୋଷୀକୁ ଜେଲରୁ ବାହାରିବା ପୂର୍ବରୁ ଦିଆଯିବ ନପୁଂସକ…

ଦୁଷ୍କର୍ମ ଭଳି କୁକାର୍ଯ୍ୟ କରୁଥିବା ଦୋଷୀକୁ ଦଣ୍ଡ ଦେବା ପାଇଁ ସାରା ଦୁନିଆରେ କେତେ ଆଇନ୍ ରହିଛି । ଏଥିରେ ଦୋଷୀକୁ ପଥର ମାରି ମାରିବା,ବିଷ ପିଆଇବା,ଲିଙ୍ଗ ଛେଦନ କରିବା,ମୁଣ୍ଡକାଟ୍ କରିବା,ସର୍ବସମ୍ମୁଖରେ ଫାଶୀଖୁଣ୍ଟରେ ଝୁଲାଇବା,କ୍ୟାମିକାଲ୍ ଦେଇ ମାରିବା,ଗ୍ୟାସ୍ ଚ୍ୟାମ୍ବରରେ ବିଷାକ୍ତ…

ଲତାଙ୍କ ପରେ ଧୋନୀଙ୍କ ସପକ୍ଷରେ ମତ ରଖିଲେ ଜାଭେଦ୍ ଅଖତାର । କହିଲେ ଧୋନୀଙ୍କ ଅଭିଜ୍ଞତା ଟିମ୍ ଇଣ୍ଡିଆର ଏକ ବଡ ଅସ୍ତ୍ର…

କନକ ବ୍ୟୁରୋ : ବିଶ୍ୱକପ ସେମି ଫାଇନାଲରୁ ଟିମ୍ ଇଣ୍ଡିଆ ବିଦା ହେବା ପର ଠାରୁ ପରାଜୟର ଚାଲିଛି ପୋଷ୍ଟମର୍ଟମ । ଏପରିକି ବିଶ୍ୱକପର ସେମିଫାଇନାଲରେ ଭାରତର ପରାଜୟକୁ ଭୁଲିପାରିନାହାନ୍ତି ଅନେକ କ୍ରୀଡାପ୍ରେମୀ । ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆର ବିଶ୍ୱକପ୍…

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର ।

କନକ ବ୍ୟୁରୋ : ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ପଞ୍ଜାବ ମନ୍ତ୍ରିମଣ୍ଡଳରୁ ସିଦ୍ଧୁ ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ନିଜ ଟ୍ୱିଟର ହ୍ୟାଣ୍ଡେଲ ସିଦ୍ଧୁ ଟ୍ୱିଟ୍ କରି…