Daily Archives

July 13, 2019

ଟିମ୍ ଭିତରେ ସବୁ କିଛି ଠିକ୍ ଅଛି ତ? ଇଂଲଣ୍ଡରେ ପୂରା ଟିମକୁ ଛାଡି ଭାରତ ଫେରିଲେ ରୋହିତ ଶର୍ମା, କାଲି ଫେରିବେ ଅନ୍ୟ…

ସେମିଫାଇନାଲରେ ପରାସ୍ତ ହୋଇ ଟିମ୍ ଇଣ୍ଡିଆ ବିଶ୍ୱକପ ଅଭିଯାନ ଶେଷ କରିଥିବା ବେଳେ ଏବେ ପରାଜୟର ପୋଷ୍ଟମର୍ଟମ କରିବାକୁ ବାହାରିଛି ବସିସିଆଇ । କେଉଁ କାରଣରୁ ବିରାଟ ବାହିନୀ ସେମିଫାଇନାଲରେ ଫେଲ୍ ମାରିଲା ତାହାର କାରଣ ଖୋଜିବ ବିସିସିଆଇ । ଆଉ ଏସବୁ ଭିତରେ ଭାରତୀୟ ଟିମରେ ସବୁ କିଛି ଠିକ୍…

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ । ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ହେଉଛି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ଶ୍ରୀଜିଉ । ସୁନାବେଶରେ ସଜେଇ ହୋଇ ରଥ ଉପରେ ଥାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଗବାନ । ୨ ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ…

ମୋଦି ସରକାର ଆଣିପାରନ୍ତି ମେଗା ପ୍ଲାନ୍ ! ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳିବ ୨୪ ଘଣ୍ଟିଆ ବିଜୁଳି, ଦିନକୁ ଦେବାକୁ…

କନକ ବ୍ୟୁରୋ : ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ବିଜୁଳି ପହଞ୍ଚାଇବା ପାଇଁ ମୋଦି ସରକାର ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରତ୍ୟେକ ବିଜୁଳି ଉପଭୋକ୍ତାଙ୍କ ନିକଟରେ ୨୪ ଘଣ୍ଟିଆ ବିଜୁଳି ପହଞ୍ଚାଇବାକୁ ଏବେ ସରକାର ଲକ୍ଷ୍ୟ ରଖିଛନ୍ତି । ଆଉ ଏଥିପାଇଁ ଖୁବ୍ ଶୀଘ୍ର ଉଦୟ ସ୍କିମ ପାର୍ଟ-୨…

ବାଗୀ ବିଧାୟକଙ୍କୁ ମନେଇଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର: ଦଳକୁ ଫେରି ପାରନ୍ତି ନାଗରାଜ ଓ ସୁଧାକର ?

କନକ ବ୍ୟୁରୋ: ବାହୁଡିବେ ବାଗୀ ବିଧାୟକ । କୁମାରସ୍ୱାମୀଙ୍କ ହାତ ଛାଡି ପଳାଇ ଯାଇଥିବା ହାତ ବିଧାୟକ ଘରକୁ ଫେରିବେ । କାରଣ ଆଜି ବିଦ୍ରୋହୀ ବିଧାୟକଙ୍କୁ ମନେଇବାରେ ସଫଳ ହୋଇଛନ୍ତି କଂଗ୍ରେସର ସଙ୍କଟମୋଚକ ଶିବକୁମାର । କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ତଥା କୁମାରସ୍ୱାମୀ ସରକାରର ମନ୍ତ୍ରୀ…

ସନ୍ଧ୍ୟା ସୁଦ୍ଧା ସତର୍କ ରୁହ ! ଝଡ଼ବର୍ଷା ଓ ବଜ୍ରପାତ ନେଇ ୯ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ ।

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୯ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର…

ପାଟକୁରାରେ ବହୁଛି ପ୍ରଚାର ପବନ । ଭୋଟ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲେ ଦଳୀୟ ନେତା, ପ୍ରାର୍ଥୀଙ୍କୁ ଜିତାଇବାକୁ…

କନକ ବ୍ୟୁରୋ: ଆଉ କିଛି ଦିନର ଅପେକ୍ଷା, ପାଟକୁରା ପାଇଁ ନେତା ବାଛିବେ ପାଟକୁରାବାସୀ । ଆସନ୍ତା ୨୦ ତାରିଖରେ ପାଟକୁରାରେ ଭୋଟ୍ ପଡ଼ିବାକୁ ଥିବାବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳର ଶୀର୍ଷ ନେତାମାନେ ଜୋରଦାର କରିଛନ୍ତି ପ୍ରଚାର । ଗତ ସାଧାରଣ ନିର୍ବାଚନ ପରେ ଫୋକସରେଥିବା…