Daily Archives

July 4, 2019

ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ ! ନନ୍ଦିଘୋଷକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଘଣ୍ଟକାହାଳୀରେ ପ୍ରକମ୍ପିତ…

କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କଳାଠାକୁର । ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ଜଗନ୍ନାଥଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ । ଘଣ୍ଟକାହାଳୀ ସହ ମୃର୍ଦ୍ଦଳର ତାଳେ ତାଳେ ଆଗେଇଚାଲିଛି ନଟିଆ ଠାକୁରଙ୍କ…

ସଂସଦରେ ଶକ୍ତିଙ୍କ କଥା ଉଠାଇଲେ ମିଶନ ଶକ୍ତିର ମାଆ ! ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କଲେ

କନକ ବ୍ୟୁରୋ: ସଂସଦରେ ପ୍ରଥମ ଅଭିଭାଷଣ ରଖିଲେ ପ୍ରମିଳା ବିଷୋୟୀ । ଆସିକା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ବିଷୋୟୀ ଆଜି ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବଜେଟ ଉପସ୍ଥାପନର ଦିନକ ପୂର୍ବରୁ…

ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସରେ କମ୍ପନ ! ଓଡ଼ିଶା କଂଗ୍ରେସରେ ହେବ ଆମୂଳଚୁଳ ପରିବର୍ତ୍ତନ ।

କନକ ବ୍ୟୁରୋ: କଂଗ୍ରେସରେ କମ୍ପନ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ଏବେ ରାଜ୍ୟ କଂଗ୍ରେସରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି । ଆଗକୁ ପ୍ରଦେଶ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି । ଏପରିକି…

ଗଡ଼ିଲା ରଥ, ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ।

କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା, ବଡ଼ଦାଣ୍ଡରେ ଗଡ଼ିଲା ରଥ । ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଗଜପତି ମହାରାଜ ଶେଷ କରିବା ପରେ ରଥାରୂଢ ତିନିଠାକୁରଙ୍କୁ ଟାଣି ଟାଣି ନେଉଛନ୍ତି ଭକ୍ତ । ସବୁଠାରୁ ବଡ଼ କଥା ହେଲା କି, ଚଳିତଥର ନିର୍ଦ୍ଦାରିତ…

ଭକ୍ତ ଭଗବାନ ଏକାକାର : ବଡ଼ଦାଣ୍ଡରେ ଗଡ଼ୁଛି ରଥ

ଜନସମୁଦ୍ର ପାଲିଟିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଭାବରେ ବନ୍ଧା ଭାବଗ୍ରାହୀକୁ ଭାବରେ ବାନ୍ଧିବାକୁ ପ୍ରୟାସ ।  ଭକ୍ତ ଭଗବାନ ଏକାକାର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ମାଉସୀ ଘର ଅଭିମୁଖେ ମହାପ୍ରଭୁ ।  ଆରମ୍ଭ ହେଲା ରଥଟଣା । କାଳିଆକୁ ବାନ୍ଧିବାକୁ ଭକ୍ତ…

ଇସ୍ତଫା ପରେ ରାହୁଲଙ୍କ ଶକ୍ତବଚନ ! ମଜା ଆସୁଛି , ୧୦ ଗୁଣା ସାହସ ସହ ଲଢେଇ ଜାରି ରଖିବି ।

ରାହୁଲ ଗାନ୍ଧୀ ଗୁରୁବାର ଆରଏସଏସ୍ ମାନହାନି ମାମଲାରେ ଶିବଡି କୋର୍ଟରେ ହାଜର ହୋଇଥିଲେ ଏବଂ କୋର୍ଟରେ ସେ ନିଜକୁ ନିର୍ଦ୍ଧୋଷ ବୋଲି କହିଥିଲେ । କୋର୍ଟ ୧୫ ହଜାର ଟଙ୍କାର ଜାମିନ୍ ବଣ୍ଡରେ ତାଙ୍କୁ ଅଗ୍ରିମ ଜାମିନ୍ ଦେଇଛନ୍ତି । ଜାମିନ୍ ମିଳିବା ପରେ ରାହୁଲ ଗାନ୍ଧୀ ଇସାରାରେ ବିଜେପି ଏବଂ…