Daily Archives

July 4, 2019

ସରିଲା ଛେରାପହଁରା, ଗଡିବ ରଥ: ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନ ଏକାକାର; ଭାଇ ଭଉଣୀଙ୍କୁ ସାଥୀରେ ନେଇ ମାଉସୀ ଘରକୁ ଯିବେ…

କନକ ବ୍ୟୁରୋ: ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ତିନିରଥରେ ରଥାରୂଢ ତିନିଠାକୁର । ପହଣ୍ଡି ସରିବା ପରେ ଛେରା ପହଁରା ନୀତିକାନ୍ତି ସଂପନ୍ନ ହୋଇଛି । ତେବେ ଗଜପତି ମହାରାଜଙ୍କ ଛେରାପହଁରା ପରେ ମାଉସୀ ମା ଅଭିମୁଖେ…

ମୁଣ୍ଡରେ ଓଢଣା,ମଥାରେ ସିନ୍ଦୁର ଲଗାଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥ ଦଉଡି ଟାଣିବାକୁ ପହଁଚିଲେ ସାଂସଦ ନୁସରତ୍ ଜହାଁ !…

ଅଭିନେତ୍ରୀରୁ ସାଂସଦ ହୋଇଥିବା ସାଂସଦ ନୁସରତ୍ ଜହାଁ କଲିକତାରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେବାକୁ ପହଁଚିଥିଲେ । ରଥଯାତ୍ରାରେ ନୁସରତଙ୍କୁ ମୁଖ୍ୟ ଅତିଥି ରୁୁପେ ନିମନ୍ତ୍ରଣ ଦିଆଯାଇଛି । ନୁସରତ୍ ରଥଯାତ୍ରାରେ ପ୍ରଭୁଙ୍କ ଆଳତୀ କରିବାର ନଜର ଆସିଥିଲେ । ତେବେ ଏହି ସମୟରେ…

ତିନିଠାକୁରଙ୍କ ପହଣ୍ଡି ପରେ କାହିଁକି କରାଯାଇଥାଏ ଛେରା ପହଁରା ସେବା ? ଜାଣନ୍ତୁ ମହାବାହୁଙ୍କ ଘୋଷଯାତ୍ରାର ଏହି ଦୁର୍ଲଭ…

ଶ୍ରୀଜିଉଙ୍କ ଏହି ସ୍ୱତନ୍ତ୍ର ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଏବଂ ଦେବସ୍ନାନ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କର ଜନ ସମାଗମ ହୋଇଥାଏ । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା,…

ତିନି ଠାକୁରଙ୍କୁ ଚାହିଁଛି ତିନିପୁର । ଗୁଣୁଗୁଣୁ ହେଉଛି ଶ୍ରୀକ୍ଷେତ୍ର, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି?

କନକ ବ୍ୟୁରୋ: ବଡ଼ଦାଣ୍ଡର ଖୋଲା ଆକାଶ ତଳେ କାଳିଆର ଚକାନୟନକୁ ଟିକିଏ ମନଭରି ଦେଖିବାକୁ ଅପେକ୍ଷା କରି ରହିଛି ଭକ୍ତର ଭାବଭରା ଆଖି । କିଏ ଦରିଆ ପାରିରୁ ତ କିଏ କୋଷ କୋଷ ବାଟରୁ ଧାଇଁ ଆସିଛି ସେହି ଭାବରେ ବନ୍ଧା ଥିବା ରଥ ଦଉଡି଼କୁ ଛୁଇଁ କାଳିଆ ପାଖରେ ନିଜକୁ ସମର୍ପଣ କରିବାକୁ ଚାତକ ଭଳି…

ରଥାରୂଢ ତିନିଠାକୁରଙ୍କ ଆରମ୍ଭ ହେଲା ଛେରା ପହଁରା ନୀତି। ରାଜା ବେଶରେ ରଥରେ ଗଜପତି ମହାରାଜଙ୍କ ଛେରାପହଁରା

କନକ ବ୍ୟୁରୋ: ତିନିରଥରେ ରଥାରୂଢ ତିନିଠାକୁର । ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗଜପତି ମହାରାଜଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା ଅଭିମୁଖେ ଯାତ୍ରା କରିବେ । ଛେରାପହଁରା ପୂର୍ବରୁ ରଥ ଉପରେ ତିନିଠାରୁଙ୍କୁ…

ବିମାନବନ୍ଦରରେ ବଡ଼ ଠାକୁରଙ୍କ ଲୀଳା : କାଳିଆର ରଙ୍ଗରେ ରଙ୍ଗେଇ ହୋଇ ରଥଯାତ୍ରାର ଅନୁଭୂତି ସାଉଣ୍ଟିବେ ଦେଶ ବିଦେଶର…

କନକ ବ୍ୟୁରୋ : ଜଗାମୟ ହେଲା ଭୁବନେଶ୍ୱର ବିମାନବନ୍ଦର । ବିଶ୍ୱନୟନ୍ତାଙ୍କ ରଥଯାତ୍ରା ଅବସରରେ ବିଜୁ ପଟ୍ଟନାୟକ ଏୟାରପୋର୍ଟ କାଳିଆର ଭାବର ରଙ୍ଗରେ ରଙ୍ଗେଇ ହୋଇଛି । କେବଳ କାଳିଆ ପାଇଁ . . . .ଝିକିମିକି ଆଲୁଅରେ ଝଲସୁଛି ବିମାନବନ୍ଦର । ଚାରିଆଡ଼େ ଲାଗିଛି ଲିଚୁ ଲାଇଟ୍ । ଶ୍ରୀକ୍ଷେତ୍ରରେ…