ଭକ୍ତ ଭଗବାନ ଏକାକାର : ବଡ଼ଦାଣ୍ଡରେ ଗଡ଼ୁଛି ରଥ

102

ଜନସମୁଦ୍ର ପାଲିଟିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଭାବରେ ବନ୍ଧା ଭାବଗ୍ରାହୀକୁ ଭାବରେ ବାନ୍ଧିବାକୁ ପ୍ରୟାସ । 

ଭକ୍ତ ଭଗବାନ ଏକାକାର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ମାଉସୀ ଘର ଅଭିମୁଖେ ମହାପ୍ରଭୁ ।  ଆରମ୍ଭ ହେଲା ରଥଟଣା । କାଳିଆକୁ ବାନ୍ଧିବାକୁ ଭକ୍ତ ହାତରେ ଶ୍ରଦ୍ଧାର ଦଉଡ଼ି ।

 

ବଡ଼ଦାଣ୍ଡରେ ପୁରୀ ଭୋଗର ସମ୍ଭାର ।

ଭକ୍ତିରେ ବନ୍ଧା ଠାକୁର । ମହାପ୍ରଭୁୁଙ୍କ ଭକ୍ତିରେ ଗଦଗଦ୍ ଶ୍ରଦ୍ଧାଳୁ ।

 

ଭଗବାନଙ୍କ ପ୍ରେମରେ ପାଗଳ ଭକ୍ତ । ବଡ଼ଦାଣ୍ଡରେ ଉଦଣ୍ଡ କୀର୍ତ୍ତନ ।