Daily Archives

July 3, 2019

ମଦସମ୍ରାଟଙ୍କ ପ୍ରତ୍ୟର୍ପଣରେ ହେବ ବିଳମ୍ବ । ଲଣ୍ଡନ କୋର୍ଟରୁ ଆଶ୍ୱସ୍ତି ପରେ ମାଲ୍ୟା କହିଲେ ଭଗବାନ ମହାନ୍, ନ୍ୟାୟ…

କନକ ବ୍ୟୁରୋ : ମଦସମ୍ରାଟ ମାଲ୍ୟାଙ୍କ ପ୍ରତ୍ୟର୍ପଣରେ ବିଳମ୍ବ ହେବ । ଲଣ୍ଡନ କୋର୍ଟରୁ ବିଜୟ ମାଲ୍ୟାଙ୍କୁ ଆଶ୍ୱସ୍ତି ମିଳିବା ପରେ ମାଲ୍ୟା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ମାଲ୍ୟା ଲେଖିଛନ୍ତି, ଭଗବାନ ମହାନ, ନ୍ୟାୟ ନିଶ୍ଚିତ ରହିଛି । ଏହା ସହ ଟଙ୍କା ନେବାକୁ ପୁଣି ବ୍ୟାଙ୍କ…

୫ ବର୍ଷରେ ୪୪ଟି ବିମାନ ହରାଇଛି ଭାରତୀୟ ବାୟୁସେନା । ଚାଲିଯାଇଛି ୪୪ ଜଣଙ୍କ ଜୀବନ ।

କନକ ବ୍ୟୁରୋ : ଗତ ୨୦୧୪-୧୫ ଠାରୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ମୋଟ ୪୪ଟି ବିମାନ ଦୁର୍ଘଟଣାରେ ହରାଇଛି । ଏହା ମଧ୍ୟରୁ ୨୬ଟି ଲଢୁଆ ବିମାନ, ୬ ହେଲିକାପ୍ଟର, ୯ଟି ତାଲିମ ବିମାନ ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଲୋକସଭାରେ ସୂଚନା ଦେଇଛନ୍ତି ।…

କାଦୁଅ ପଚପଚ ରାସ୍ତା କହୁଛି କୋଇଡ଼ାର କାହାଣୀ । ପାଦ ପକାଇବାକୁ ଡର ଲାଗୁଛି, ପୋଖରୀର ଭ୍ରମ ସୃଷ୍ଟି କରୁଛି ।

କନକ ବ୍ୟୁରୋ : ଖରା ଦିନେ ଧୂଳି ଧୂଆଁ ଆଉ ବର୍ଷା ଦିନେ ନାଲି କାଦୁଅ । ଏମିତି ରାସ୍ତାରେ ଯାତାୟତ କରୁଛନ୍ତି ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା କୋଇଡା ଖଣି ଅଂଚଳ ବାସିନ୍ଦା । ରାସ୍ତା ଏମିତି ହୋଇଛି ଯେ, ଚାଲି ଚାଲି ଯାଇ ହେବନି କି ନିଜେ ନଦେଖିଲେ କେହିବି ବିଶ୍ୱାସ କରିପାରିବେନି ।…

କାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ । ରଥଯାତ୍ରା ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି ।

କନକ ବ୍ୟୁରୋ : ଆସନ୍ତାକାଲି ପବିତ୍ର ରଥ ଯାତ୍ରା । ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ ଜଗନ୍ନାଥ । ଏହି ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ନିଜର ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ଶ୍ରୀଜଗନ୍ନାଥ ଭଗବାନ…

ଟ୍ରେନ୍ ଅପେକ୍ଷାରେ ତୁଳସୀକ୍ଷେତ୍ର ! କେନ୍ଦ୍ରାପଡ଼ା ମାଟିକୁ ଆସନ୍ତା ସେପ୍ଟେମ୍ବରରେ ସ୍ପର୍ଶ କରିବ ଟ୍ରେନ୍, ତୁରନ୍ତ…

କନକ ବ୍ୟୁରୋ: ଇଞ୍ଜିନ୍ ପରେ ଏବେ ତୁଳସୀକ୍ଷେତ୍ରକୁ ଗଡ଼ିବ ଟ୍ରେନ୍ । ସେପ୍ଟେମ୍ବର ସୁଦ୍ଧା ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ପ୍ରକଳ୍ପ ଯୋଗାଯୋଗ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ…