Daily Archives

July 3, 2019

ଜଣେ ଝିଅ ପାଇଁ କଲେଜ ଏକ ନମ୍ବର । ଯୁକ୍ତ ଦୁଇ ବାଣିଜ୍ୟ କଟ୍ ଅଫ୍ ତାଲିକାର ଶୀର୍ଷରେ ଗଂଜାମ ଗୋପଳପୁର କଲେଜ

କନକ ବ୍ୟୁରୋ : ଯୁକ୍ତ ଦୁଇ ବାଣିଜ୍ୟରେ ସର୍ବାଧିକ କଟ୍ ଅଫ୍ ରହିଛି ଗଂଜାମ ଜିଲ୍ଲାର ଗୋପାଳପୁର କଲେଜ୍ । ଏଠାରେ କଟ୍ ଅଫ୍ ଯାଇଛି ୮୦.୬ ପ୍ରତିଶତ । ପ୍ରଥମ କଟ୍ ଅଫରେ ଜଣେ ମାତ୍ର ଛାତ୍ରୀ ଏହି କଲେଜରେ ପଢିବାକୁ ଆବେଦନ କରିଛନ୍ତି । ଫଳରେ ଜଣେ ପିଲା ପାଇଁ ସାରା ରାଜ୍ୟରେ ଗୋପାଳପୁର କଲେଜ୍…

ପଡିଆ ମଝିରେ ଇଂଲଣ୍ଡ ବ୍ୟାଟସମ୍ୟାନ ରୁଟଙ୍କ ନାକରୁ ଅଚାନକ ବହିଲା ରକ୍ତ । କିଛି ସମୟ ପାଇଁ ବନ୍ଦ ରହିଲା ମ୍ୟାଚ୍ ।

ଚଳିତ ବିଶ୍ୱକପରେ ଆଜି ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ସେମିଫାଇନାଲ ଟିକେଟ ପାଇଁ ମୈଦାନକୁ ଓହ୍ଳାଇଛନ୍ତି ଉଭୟ ଦଳ । ପୂର୍ବରୁ ଅଷ୍ଟ୍ରେଲିଆ ଓ ଭାରତ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଏବେ ମଧ୍ୟ ସେମିଫାଇନାଲ ରେସରେ ରହିଛନ୍ତି…

୪ ପୃଷ୍ଠା ବିଶିଷ୍ଟ ଇସ୍ତଫା ପତ୍ରରେ ଅନେକ ଗୁମର ଫିଟାଇଲେ ରାହୁଲ । ପଢନ୍ତୁ ରାହୁଲଙ୍କ ଆବେଗଭରା ଚିଠି…

କନକ ବ୍ୟୁରୋ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନିଜକୁ ଦାୟୀ କରି ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ । ଦଳର ଭବିଷ୍ୟତ ପାଇଁ ଉତ୍ତରଦାୟୀତ୍ୱ ନେବା ବଡ କଥା । ତେଣୁ ଦଳର ଅଭିବୃଦ୍ଧି ପାଇଁ ନୈତିକତା ଦୃଷ୍ଟିରୁ…

ନବ ନିର୍ବାଚିତଙ୍କୁ ନବୀନଙ୍କ ଟିପ୍ସ । ନିଜ ଅନୁଭୂତିକୁ ଉଦାହରଣ ଦେଇ ବିଧାୟକଙ୍କୁ ଦେଲେ ଗୁରୁମନ୍ତ୍ର ।

କନକ ବ୍ୟୁରୋ: ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଲେ ନବୀନ । ୨୦୦୦ ମସିହାର ଅନୁଭୂତିର ଉଦାହରଣ ଦେଇ ନବ ନିର୍ବାଚିତ ବିଧାୟକମାନଙ୍କୁ ନବୀନ ନିବାସରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି । ବଢିଲା ଧାନର ଦର, ଜାଣନ୍ତୁ ଏଣିକି କ୍ୱିଣ୍ଟାଲ ପିଛା ସର୍ବନିମ୍ନ କେତେ ଟଙ୍କାରେ…

କନକ ବ୍ୟୁରୋ : କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର । ନୂଆ ସରକାର ଚାଷୀଙ୍କୁ ଦେଇଛନ୍ତି ନୂଆ ଭେଟି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଆସିବା ପୂର୍ବରୁ ଧାନ ସମେତ ୧୩ଟି ଖାଦ୍ୟ ଶସ୍ୟର ଏମଏସପି ବୃଦ୍ଧି କରିଛନ୍ତି ମୋଦି ସରକାର । କେନ୍ଦ୍ର କ୍ୟାବିନେଟରେ ଏମଏସପି ଦର ବୃଦ୍ଧି ଉପରେ…

କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ପରାଜୟ ପାଇଁ ନିଜକୁ କଲେ ଦାୟୀ, କହିଲେ ଖୁବଶୀଘ୍ର ବଛାହେଉ ନୂଆ…

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳୀୟ ସଭାପତି ପଦ ଛାଡିଛନ୍ତି ରାହୁଲ । ଦଳୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ୱିଟରରେ ଜଣାଇବା ସହ ଏହି ପଦରୁ କାହିଁକି ଇସ୍ତଫା ଦେଊଛନ୍ତି ତାହାର କାରଣ…