Daily Archives

July 1, 2019

ଜଳଦସ୍ୟୁଙ୍କ କବଳରେ କେମିତି କଟିଥିଲା ଦିନ ? ୭୦ ଦିନର ଲୋମଟାଙ୍କୁରା କାହାଣୀ କହିଲେ ଓଡିଆ ନାବିକ ସୁଦୀପ ଚୌଧୁରୀ ।

କନକ ବ୍ୟୁରୋ : ନାଇଜେରିଆ ଜଳଦସ୍ୟୁଙ୍କ କବଜାରେ ୭୦ ଦିନ ଧରି ବନ୍ଦୀ ଜୀବନ କାଟିବା ପରେ ମୁମ୍ବାଇ ଫେରିଛନ୍ତି ଓଡ଼ିଆ ନାବିକ ସୁଦୀପ ଚୌଧୁରୀ । ଏପ୍ରିଲ ୧୯ ତାରିଖରେ ଅପହୃତ ହେବା ପରେ କିପରି ନାଇଜେରିଆର ଏକ ଘନ ଜଙ୍ଗଲ ଭିତରେ ସେମାନଙ୍କୁ ରଖାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା, କନକ ନ୍ୟୁଜକୁ…

ବଢିବ ଆକାଶମାର୍ଗରୁ ଆକ୍ରମଣ କ୍ଷମତା ! ଭାରତ କିଣିବ ଅତ୍ୟାଧୁନିକ ‘ଷ୍ଟ୍ରମ୍ ଆଟାକା’ ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍, ଋଷିଆ…

କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଆଉ ଏହି ଏୟାରଷ୍ଟ୍ରାଇକ୍ ପରେ ନିଜ ଆକାଶମାର୍ଗକୁ ଅଧିକ ଶକ୍ତିଶାଳୀ କରୁଛି ଭାରତ । ଆକାଶମାର୍ଗରୁ ଆକ୍ରମଣ କ୍ଷମତା ବଢାଇବା ପାଇଁ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…

ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! କମ୍ପାନୀ ପକ୍ଷରୁ କରାଗଲା ଏହି ବଡ ଘୋଷଣା ।

କନକ ବ୍ୟୁରୋ : Paytm ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଇ-ୱାଲେଟ୍ କମ୍ପାନୀ ପେଟିଏମ୍ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଡିଜିଟାଲ୍ ଟ୍ରାଞ୍ଜାକସନ୍ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବନି । ତେବେ ଏହା ପୂର୍ବରୁ ମିଡିଆ ରିପୋର୍ଟରେ କୁହାଯାଇଥିଲା, କ୍ରେଡିଟ୍ କାର୍ଡ…

ରାଜଧାନୀରେ ବି ସୁରକ୍ଷିତ ନୁହଁନ୍ତି ଆଦିବାସୀ ଛାତ୍ରୀ : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ପାଠ ପଢ଼ିବା ସମୟରେ…

କନକ ବ୍ୟୁରୋ : ରାଜ୍ୟରେ ଆଦିବାସୀ ଛାତ୍ରୀମାନଙ୍କ ପ୍ରତି ଅସଦାଚାରଣ ବୃଦ୍ଧି ପାଇଛି । ଦିନକୁ ଦିନ ସ୍ଥିତି ସାଂଘାତିକ ହେବାକୁ ବସିଲାଣି । କୌଣସି ପଛୁଆ ଅଂଚଳ ନୁହେଁ ରାଜଧାନୀ ଭୁବନେଶ୍ୱରରରେ ଏପରି ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା…

ଯୋଡ଼ା ମୁଣ୍ଡ ପରେ ଜନ୍ମ ନେଲେ ଯୋଡା ଛାତି ଶିଶୁ । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର ।

କନକ ବ୍ୟୁରୋ : ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପରେ ଏବେ ଜନ୍ମନେଲେ ଯୋଡ଼ା ଛାତି ଶିଶୁ । ଢେଙ୍କାନାଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡ଼ା ଶିଶୁ କନ୍ୟା । ଶିଶୁ କନ୍ୟା ଦୁଇ ଜଣଙ୍କର ପେଟ ଏବଂ ଛାତି ଯୋଡ଼ି ହୋଇ ରହିଛି । ତେବେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ…

ଝାରପଡ଼ା ଜେଲ୍ ଯିବେ ପାଟଣାଗଡ଼ ବିଧାୟକ । ମିଳିଲାନି ଜାମିନ, ଆସନ୍ତା ୫ରେ ହେବ ପୁଣିଥରେ ଶୁଣାଣି ।

କନକ ବ୍ୟୁରୋ : ଝାରପଡ଼ା ଜେଲ୍ ଯିବେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ଏଡିଜେ କୋର୍ଟରେ ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିବା ପରେ ଝାରପଡା ଜେଲ ପାଲଟିବ ସରୋଜଙ୍କ ନୂଆ ଠିକଣା । ଚିକିତ୍ସା ପାଇଁ ତାଙ୍କୁ ଜାମିନ ଦେବାକୁ ଏଡିଜେ କୋର୍ଟରେ ଆବେଦନ କରିଥିଲେ ସରୋଜ । ତେବେ ଏହି…