Daily Archives

July 1, 2019

କାଲି କଡା ଟକ୍କର ! ବର୍ମିଂହାମରେ ବାଂଲାଦେଶ ବିପକ୍ଷରେ ଲଢିବ ବିରାଟ ବାହିନୀ, ସେମିଫାଇନାଲରୁ ଗୋଟିଏ ପାଦ ପଛରେ ଭାରତ ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ କ୍ରିକେଟରେ ବିଜୟଧାରା ବଜାୟ ରଖିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି । ସେମିଫାଇନାଲ ଠାରୁ ଗୋଟିଏ ପାଦ ପଛରେ ରହିଥିବା ଭାରତ ପାଇଁ ଆଗାମୀ ମ୍ୟାଚ୍ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ । ଆସନ୍ତାକାଲି ବିଶ୍ୱକପରେ…

ଲଘୁଚାପ ବର୍ଷାରେ ଭିଜିଲା ଅମଳ ଧାନ : ବୌଦ୍ଧ ହରଭଙ୍ଗାରେ ଜମିରେ ଗଜା ହୋଇଗଲା ପାଚିଲା ଡାଳୁଅ ଧାନ, ସରକାରୀ ସହାୟତା…

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ଚାଷୀଙ୍କ ଡାଳୁଅ ଧାନ ଗଜା ହୋଇଛି । ଧାରକରଜ କରି ଡାଳୁଅ ଚାଷ କରି ପରିବାର ପ୍ରତିପୋଷଣର ଆଶା ବାନ୍ଧିଥିଲେ ଚାଷୀ । ହେଲେ ସବୁ ଆଶା ଧୋଇଦେଲା ଲଘୁଚାପ ବର୍ଷା । ବର୍ଷା ମାଡ ଖାଇଥିବା ଧାନ ନିମ୍ନମାନର ଦର୍ଶାଇ ମଣ୍ଡିରେ ଧାନ କିଣିବାକୁ ଅଧିକାରୀ ମନା କରୁଥିବା…

ଲୁପ୍ତପ୍ରାୟ ବାଇଚଢେଇ : ଆଧୁନିକତାର ଛାପରେ ନା ଶୁଭୁଛି ବାଇଚଢେଇର କିଚିରିମିଚିରି ଶବ୍ଦ, ନା ଗଛଡାଳରେ ଦେଖିବାକୁ…

କନକ ବ୍ୟୁରୋ : ଆଧୁନିକତାର ସମାଜ ଗଢ଼ିବା ଲକ୍ଷ୍ୟରେ ମନୁଷ୍ୟ । ବଣ ଜଙ୍ଗଲ ସଫା କରିବା ସହ ବଡ଼ ବଡ଼ ଅଟ୍ଟାଳିକା ଗଢ଼ିବାରେ ବ୍ୟସ୍ତ ଏ ସଭ୍ୟ ସମାଜ । ସାରା ବିଶ୍ୱଟା ଯେମିତି ଏହି ମନୁଷ୍ୟ ହାତରେ । ମନୁଷ୍ୟର ଏହି ଆଧୁନିକତା କାରଣରୁ ପୃଥିବୀରେ କ୍ରମଶ ଲୋପ ପାଇବାରେ ଲାଗିଛନ୍ତି ବନ୍ୟ ଜନ୍ତୁ ଓ ପଶୁ…

ସରକାରୀ କର୍ମଚାରୀଙ୍କ ପାଇଁ ଯୋଗୀ ସରକାରଙ୍କ କଡ଼ା ଆଇନ୍ : ଅଫିସରେ ଗୁଟଖା ବ୍ୟାନ୍, ବିନା ଅନୁମତିରେ ଉପହାର ନେଲେ…

କନକ ବ୍ୟୁରୋ : ଅଫିସରେ ଗୁଟଖା ବ୍ୟାନ୍ । ଗୁଟଖା ଓ ପାନ ଚୋବାଇଲେ ୫୦୦ ଟଙ୍କା ଜୋରିମାନା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଆଣିଛନ୍ତି । ଦପ୍ତରରେ କର୍ମଚାରୀମାନେ ଗୁଟଖା ଓ ପାନ ଆଦି ନିଶାଦ୍ରବ୍ୟ ବ୍ୟବହାର କରିବେ ନାହିଁ । ଏହାବ୍ୟତୀତ ସରକାରୀ…

ଖରାପ ପ୍ରଦର୍ଶନ ପାଇଁ ବିଶ୍ୱକପରୁ ବିଦା ହେଲେ ବିଜୟ ଶଙ୍କର ! ମୟଙ୍କ ଅଗ୍ରୱାଲଙ୍କୁ ମିଳିପାରେ ସୁଯୋଗ ?

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ପୁଣି ଏକ ଜବରଦସ୍ତ ଝଟକା । ବିଶ୍ୱକପରୁ ବାଦ ପଡିଲେ ଆଉ ଜଣେ ଖେଳାଳି । ବିଶ୍ୱକପରୁ ବାଦ ପଡିଲେ ଅଲରାଉଣ୍ଡର ବିଜୟ ଶଙ୍କର । ଆହତ କାରଣରୁ ବିଶ୍ୱକପରୁ ବିଦା ହେଲେ ବିଜୟ । ଆଙ୍ଗୁଠିରେ ଗଭୀର ଆହତ କାରଣରୁ ତାଙ୍କୁ ବିଶ୍ୱକପ କ୍ରିକେଟରୁ ବାଦ ଦିଆଯାଇଛି । ତେବେ…

ୱେଲମାର୍କ ଲୋ ପ୍ରେସରର ରୂପ ନେଲା ଲଘୁଚାପ । ଆସନ୍ତା ୨୪ ଘଂଟା ଭିତରେ ନେବ ଅବପାତର ରୂପ । ପ୍ରଭାବରେ ଉତ୍ତର ଓଡିଶାରେ…

କନକ ବ୍ୟୁରୋ: ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରର ରୂପ ନେଇସାରିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଅବପାତର ରୂପ ନେବ । ଏହା ପ୍ରଭାବରେ ଉତର ଓଡିଶାର ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ରାଜ୍ୟରେ ସର୍ବାଧିକ ବର୍ଷା ନବରଙ୍ଗପୁରରେ ୭୦ ମିଲିମିଟର…