Daily Archives

June 25, 2019

ପ୍ରଦୀପ୍ତ ନାୟକ : ନିର୍ବାଚନ ବେଳେ ନବୀନ ନିବାସ ଯିବା ଚର୍ଚ୍ଚା ଠାରୁ ବିରୋଧୀ ଦଳ ନେତା ପର୍ଯ୍ୟନ୍ତ… ବିଜେପି…

ରାଜ୍ୟରେ ପ୍ରଥମ ଥର ପାଇଁ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପିର ନେତା ହୋଇଛନ୍ତି ପ୍ରଦୀପ୍ତ ନାୟକ । ଭବାନୀପାଟଣାରୁ ଜିତିଥିବା ଏହି ନେତା ରାଜ୍ୟ ବିଜେପି ରାଜନୀତିର ଚର୍ଚ୍ଚିତ ଚେହେରା । ମେଂଟ ସରକାରରେ ମନ୍ତ୍ରୀ ପଦ ପାଇଥିବା ପ୍ରଦୀପ୍ତ ଏବେ ବିଧାନସଭା ଭିତରେ ବିଜେପିର ପ୍ରମୁଖ ଚେହେରା…

ସମଲେଶ୍ୱରୀ ଏକ୍ସପ୍ରେସକୁ ଧକ୍କା ଦେଲା ବିଦ୍ୟୁତ ମେଂଟେନାନ୍ସ ଇଂଜିନ୍ । ଲାଗିଲା ଭୟଙ୍କର ନିଆଁ, ଚାଲିଗଲା ୩ ରେଳବାଇ…

କନକ ବ୍ୟୁରୋ : ଟ୍ରେନରେ ନିଆଁ । ହାୱଡା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସରେ ଲାଗିଲା ନିଆଁ । ରାୟଗଡାର ସିଙ୍ଗାପୁର-କେଉଟପଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ସମଲେଶ୍ୱରୀ ଏକ୍ସପ୍ରେସ ସହ ଅନ୍ୟ ଏକ ଇଂଜିନ ଧକ୍କା ହେବାରୁ ନିଆଁ ଲାଗିଛି । ଏଥିରେ ୩ ଜଣ ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା…

ଦେହ ବିଜେପିରେ, ମନ ବିଜେଡିରେ ? ପରିବାରକୁ ଭୁଲି ପାରୁନାହାନ୍ତି କୁସୁମ, ଖୁବଶୀଘ୍ର ନବୀନଙ୍କୁ ଭେଟିବେ…

କନକ ବ୍ୟୁରୋ: ‘ଘର ଛାଡିବା ପରେ ବି ଘର କଥା ଭାରି ମନେ ପଡୁଛି । ଯେତେ ମନ ବୁଝେଇଲେ ବି ମନ ଜମା ବୁଝୁନି । ମନମାଳିନ୍ୟ, ରାଗରୁଷାରେ ଘର ଛାଡି ଚାଲିଗଲା ପରେ କେହି କଣ ନିଜ ଘରକୁ ଭୁଲିଯାଏ ? ନା ନିଜର ଲୋକମାନଙ୍କ ସହ ବିତେଇଥିବା ମୁହୂର୍ତ୍ତମାନଙ୍କୁ ମନରୁ ଲିଭେଇ ହୁଏ ? ଯେଉଁଠି ଥିଲେ ବି…

ସାରା ବିଶ୍ୱରେ ଏଠାରେ ନିର୍ମାଣ ହୁଏ ଉଚ୍ଚତମ ରଥ । ଜାଣନ୍ତୁ କେଉଁଠାରେ ହୁଏ ଏହାର ନିର୍ମାଣ ଓ କଣ ରହିଛି ରଥର ପରମ୍ପରା?

କନକ ବ୍ୟୁରୋ : ରଥଯାତ୍ରା ଲାଗି ସାରା ରାଜ୍ୟ ଚଳଚଚଂଳ । ଆଉ ମାତ୍ର କିଛି  ଦିନର ରହିଛି ଅପେକ୍ଷା । ଏହାପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡରେ ନୀଳଖେଳା କରିବ ଜଗା । ଆପଣ ସାଧାରଣ ଭାବରେ ଜାଣିନଥିବେ କି ବିଶ୍ୱର ଉଚ୍ଚ ରଥର ନାମ କଣ? ତେବେ…

ଲୋକସଭାରେ କଂଗ୍ରେସକୁ ଟାର୍ଗେଟ : ତିନି ତଲାକ ବିଲରେ ରାଜନୀତି ରଙ୍ଗ ନଲଗାଇବାକୁ ଅନୁରୋଧ

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ନିଶାନା କରିଛନ୍ତି । କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି, ବହୁ ଉଚ୍ଚରେ ଉଡ଼ୁଛି କଂଗ୍ରେସ । ଏତେ ଦୂରତା ଯୋଗୁଁ କଂଗ୍ରେସକୁ ଭୂମି ଦୃଶ୍ୟମାନ ହେଉନାହିଁ । ଆଉ ଏଥିପାଇଁ ଭୂମିରୁ କଂଗ୍ରେସର…

ମାତ୍ର ୯୦ ସେକେଣ୍ଡରେ ସଫଳ ହୋଇଥିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ । ଜାଣନ୍ତୁ କେମିତି ଶତ୍ରୁ ଦେଶରେ ଦମ୍ ଦେଖାଇ…

କନକ ବ୍ୟୁରୋ : ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣର ବଦଲା ନେବା ପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ପାକିସ୍ତାନ ସୀମା ମଧ୍ୟରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦…