Daily Archives

June 25, 2019

ସ୍ୱାସ୍ଥ୍ୟ ସେବା ରିପୋର୍ଟ ଦେଲା ନୀତି ଆୟୋଗ : ତାଲିକାରେ ସବୁଠାରୁ ଆଗରେ କେରଳ, ଓଡ଼ିଶାର ପ୍ରଦର୍ଶନ ନିରାଶାଜନକ

କନକ ବ୍ୟୁରୋ : ନୀତି ଆୟୋଗର Health Index ରିପୋର୍ଟ । ସ୍ୱାସ୍ଥ୍ୟସେବାରେ ଦେଶର ସମସ୍ତ ରାଜ୍ୟ ଗୁଡ଼ିକର ପ୍ରଦର୍ଶନ ନେଇ ରିପୋର୍ଟ ଜାରି କରିଛି ନୀତି ଆୟୋଗ । ଏହି ତାଲିକାରେ ସର୍ବାଗ୍ରେ ରହିଛି କେରଳ । ୨୦୧୮ରେ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ଟପରେ ଥିଲା କେରଳ । ସବୁଠାରୁ ଖରାପ ପ୍ରଦର୍ଶନ…

ଶ୍ରଦ୍ଧାଞ୍ଜଳି ଜ୍ଞାପନ ବେଳେ ବିଧାନସଭାରେ ଶୋଇ ପଡିଲେ ବିଷ୍ଣୁ । ବିରୋଧୀଙ୍କ ହୋହାଲ୍ଲା ବି ଭାଙ୍ଗିପାରିଲାନି…

କନକ ବ୍ୟୁରୋ : ଅନନ୍ତ ଶୟନରେ ‘ବିଷ୍ଣୁ’ । ଆମେ ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁଙ୍କ କଥା ନୁହେଁ ବରଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ କଥା କହୁଛୁ । ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁ କ୍ଷୀରସାଗରରେ ଅନନ୍ତ ଶୟନ କରୁଥିବା ନେଇ ପୌରାଣିକ କଥା ରହିଛି । କିନ୍ତୁ ତିର୍ତ୍ତୋଲ ବିଧାୟକ ‘ବିଷ୍ଣୁ’…

ସମଲେଶ୍ୱରୀ ଏକ୍ସପ୍ରେସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ଟ୍ରେନର ଇଞ୍ଜିନ, ୨ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ…

କନକ ବ୍ୟୁରୋ : ପୁଣି ଟ୍ରେନରେ ଲାଗିଲା ନିଆଁ । ସମଲେଶ୍ୱରୀ ଏକ୍ସପ୍ରେସରେ ନଆଁ ଲାଗିଥିବା ନେଇ ମିଳିଛି ସୂଚନା । ରାୟଗଡାରେ ଏକ୍ସପ୍ରେସ ଟ୍ରେନ ସହ ବିଦ୍ୟୁତ ମେଂଟନାନ୍ସ ଇଞ୍ଜିନ ଧକ୍କା ହେବାରୁ ନିଆଁ ଲାଗିଛି । ଟ୍ରେନଟିରେ ସିଂହପୁର-କେଉଟପଡା ମଧ୍ୟରେ ନିଆଁ ଲାଗିଛି । ତେବେ ପ୍ରାଥମିକ…

ବୌଦ୍ଧ ଜିଲ୍ଲାର ବିରଳ ରଥ ! ଅଭଙ୍ଗା ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ମହାପ୍ରଭୁ

କନକ ବ୍ୟୁରୋ : ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀ, ବାରିପଦା ପରେ ଓଡିଶାର ତୃତୀୟ ବୃହତ୍ ତଥା ପଶ୍ଚିମ ଓଡିଶାର ସବୁଠାରୁ ବଡ ରଥ ବୌଦ୍ଧରେ ରହିଛି । ବୌଦ୍ଧର  ରଥର ନିର୍ମାଣ ଶୈଳୀ ସଂପୂର୍ଣ୍ଣ ଭିନ୍ନ । ଅଭଙ୍ଗା ରଥରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ…

ବିଶ୍ୱକପରେ ରୋହିତଙ୍କ ଦମଦାର ପ୍ରଦର୍ଶନ ! ଇଂଲଣ୍ଡ ମାଟିରେ ଆଉ ଗୋଟିଏ ଶତକ କଲେ ରୋହିତ ରଚିବେ ଏକ ବଡ ରେକର୍ଡ ।

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ନିଜ ବିଜୟଧାରା ବଜାୟ ରଖିଛି ବିରାଟ ବାହିନୀ । ବିଶେଷ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଦମଦାର ଫର୍ମରେ ରହିଥିବା ନଜର ଆସୁଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ରୋହିତ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ ସତ କିନ୍ତୁ ଅନ୍ୟ ମ୍ୟାଚ୍ ଗୁଡିକରେ…

ସନ୍ଧ୍ୟା ସୁଦ୍ଧା ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଖୋର୍ଦ୍ଧା,…