Daily Archives

May 29, 2019

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ଇନିଂସ । ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ନୂଆ ସରକାର, ଐତିହାସିକ ମୁହୂର୍ତର ସାକ୍ଷୀ…

କନକ ବ୍ୟୁରୋ : ରେକର୍ଡ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ପ୍ରଥମ ଥର ରାଜଭବନ ବାହାରେ ଆୟୋଜିତ ହୋଇଥିଲା ଶପଥ ସମାରୋହ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ଅତିଥି , ନେତା, କର୍ମୀ ଏବଂ ହଜାର ହଜାର ସମର୍ଥକଙ୍କ ଗହଣରେ ଲଗାତର ପଞ୍ଚମ ଥର ପାଇଁ ଓଡିଶାର…

ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ବଡ ଘୋଷଣା । ‘କାଳିଆ ଯୋଜନା’ରେ ସାମିଲ ହେବେ ଆଉ ୩୩ ଲକ୍ଷ ଚାଷୀ ପରିବାର

କନକ ବ୍ୟୁରୋ : ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଚାଷୀ ଓ ଏସଏଚଜି ମହିଳାଙ୍କୁ ବଡ ଉପହାର ଦେଇଛନ୍ତି ନବୀନ । ପୂର୍ବ ପ୍ରତିଶୃତି ମୁତାବକ ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଛନ୍ତି ନବୀନ…

କଥା ଦେଇଥିଲେ, କଥା ରଖିଲେ ନବୀନ । ସରକାର ଗଠନର କିଛି ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ।

କନକ ବ୍ୟୁରୋ : କଥା ଦେଇଥିଲେ, କଥା ରଖିଲେ । ସରକାର ଗଠନର ପ୍ରଥମ ଦିନରେ ହିଁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି ନବୀନ । ପୂର୍ବ ପ୍ରତିଶୃତି ଅନୁଯାୟୀ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଟିମ୍ ସହ ଶପଥ ନେବା ସହ…

ନୂଆ ଟିମଙ୍କୁ ନବୀନଙ୍କ ମନ୍ତ୍ର । 5-Tକୁ ଗୁରୁତ୍ୱ ଦେଇ କାର୍ଯ୍ୟ କର, ଠିକ୍ ବର୍ଷକ ପରେ ପ୍ରତିଶ୍ରୁତି ପୂରଣ ନେଇ ହିସାବ…

କନକ ବ୍ୟୁରୋ: ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନୂଆ ମନ୍ତ୍ରିମଣ୍ଡଳ ଟିମକୁ ନବୀନଙ୍କ 5-T ମନ୍ତ୍ର ଦେଇଛନ୍ତି । ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନବୀନ କହିଛନ୍ତି କି, ପୂର୍ବ ସରକାରରେ ଯେଉଁଭଳି ୩-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ ଏବେ ନୂଆ ସରକାରରେ ଏହାକୁ…

ହେଭିୱେଟଙ୍କ ହାତରେ ଓଜନଦାର ବିଭାଗ । ଅର୍ଥ ସମ୍ଭାଳିବେ ନିରଞ୍ଜନ, ୨ ବିଭାଗର କ୍ୟାବିନେଟ ପାହ୍ୟା ସହ ପ୍ରଫୁଲ୍ଲଙ୍କୁ…

କନକ ବ୍ୟୁରୋ : ଟାଣୁଆ ନେତାଙ୍କୁ ଟାଣୁଆ ବିଭାଗ । ଶପଥ ଗ୍ରହଣ ଉତ୍ସବ ପରେ ନବୀନଙ୍କ ନୂଆ ଟିମରେ ସ୍ଥାନ ପାଇଥିବା ୧୧ କ୍ୟାବିନେଟ ମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ଆଉ ଏହି ବିଭାଗ ବଣ୍ଟନ ପରେ ଫୋକସରେ ଆସିଛନ୍ତି ୩ ମନ୍ତ୍ରୀ । ଯେଉଁମାନଙ୍କୁ ନବୀନ ଦେଇଛନ୍ତି…

ରାତି ୮ଟା ସୁଦ୍ଧା ୫ଟି ଜିଲ୍ଲାକୁ କାଳବୈଶାଖୀ । ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ୫ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୮ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ…