Daily Archives

May 20, 2019

ଖଣି ଅଂଚଳରେ ଉତ୍କଟ ହେଉଛି ଜଳ ସମସ୍ୟା : କାମରେ ଆସୁନି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପାଣିଟାଙ୍କି,…

କନକ ବ୍ୟୁରୋ : ପାଣି ପାଇଁ ଡହଳବିକଳ ଖଣି ଅଂଚଳ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ଲୋକଙ୍କୁ କାମରେ ଆସୁନଥିବା ବେଳେ ଶୋଷ ମେଂଟାଇବା ପାଇଁ ପାଣି ଟ୍ୟାଙ୍କରକୁ ଅପେକ୍ଷା । ଟ୍ୟାଙ୍କର ପାଣିରେ ପୁରା ପରିବାରର ଶୋଷ ମେଂଟିବା ସହ ସବୁ କାମ କରି ହେଉନଥିବାରୁ…

୨୩ରେ ଆସିବ ୧୯ ମହାପରୀକ୍ଷାର ଫଳାଫଳ । ଓଡ଼ିଶାର ୬୩ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି ।

କନକ ବ୍ୟୁରୋ: ଆସନ୍ତା ୨୩ରେ ଘୋଷଣା ହେବ ୧୯ ଯୁଦ୍ଧର ବିଧିବଦ୍ଧ ଫଳାଫଳ । ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ୧୪୬ଟି ବିଧାନସଭା ଆସନରେ କିଏ ପାଇବ କେତେ ସିଟ୍ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ୩୦ ଜିଲ୍ଲାର ମୋଟ୍ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ…

ନିର୍ଦ୍ଧାରିତ ସମୟ ପରେ ବି କଳାହାଣ୍ଡିରେ ଖୋଲିନି ମଣ୍ଡି : ପ୍ରଶାସନ ଓ ମିଲରଙ୍କ ବିବାଦରୁ ଫାଇଦା ଉଠାଉଛନ୍ତି ଦଲାଲ,…

କନକ ବ୍ୟୁରୋ : ଚାଷ ହେଉବା ଫସଲ ବିକ୍ରି ସବୁ ପାଇଁ ସବୁବେଳେ ସମସ୍ୟାରେ ଘାଂଟି ହେଉଛନ୍ତି ଚାଷୀ । ସେ ଖରିଫ ଫସଲ ହେଉ ବା ରବି ଫସଲ ସବୁବେଳେ କଳାହାଣ୍ଡିର ଅଧିକାଂଶ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି । ଏଇ ଏବେ ଯେମିତି ରବି ରିତୁରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଅଭାବୀ ବିକ୍ରିର…

ଏଗଜିଟ୍ ପୋଲ୍ ରେ ମୋଦିଙ୍କ ମହାଜିତ୍ ପରେ ସୋସିଆଲ୍ ମିଡିଆରେ ବିପକ୍ଷଙ୍କୁ ନେଇ ଉଡିଲା ମଜା ! ମମତା ବାନାର୍ଜୀ ଏବଂ…

ଲୋକସଭା ନିର୍ବାଚନ ୨୦୧୯ ଅନ୍ତିମ ଚରଣ ରବିବାର ଶେଷ ହୋଇସାରିଛି । ଏହାପରେ ବିଭିନ୍ନ ଏଗଜିଟ୍ ପୋଲ୍ କୁ ଆସିଥିବା ଅନୁମାନ ବିପକ୍ଷ ପାର୍ଟିଙ୍କୁ ଚମକାଇ ଦେଇଛି । ଏହି ଏଗଜିଟ୍ ପୋଲ୍ ମୁତାବକ ୨୦୧୯ ରେ ପୁଣିଥରେ ମୋଦି ସରକାର ନିଜ ଜଲୱା ଦେଖାଇବେ । ଏଗଜିଟ୍ ପୋଲ୍ ରେ ଭାରତୀୟ ଜନତା ପାର୍ଟି…

ଖୋଲା ଆକାଶ ତଳେ ବାଉଁଶ ବୁଦା ମୂଳେ ଚାଲିଛି ମଣ୍ଡି : ଖରା ତାତିରେ ସମ୍ବଲପୁର କୁକୁଡାପାଲି ମଣ୍ଡିରେ ସନ୍ତୁଳି ହେଉଛନ୍ତି…

କନକ ବ୍ୟୁରା : ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ମଣ୍ଡି ଗୁଡିକରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି । କୁକୁଡାପାଲି ଧାନ ମଣ୍ଡି ବାଉଁଶ ବୁଦା ଭିତରେ ଚାଲୁଥିବା ବେଳେ ଖରା ଦାଉରେ ସିଝି ଯାଉଛନ୍ତି ଚାଷୀ । ସମ୍ବଲପୁର ଜିଲ୍ଲାରେ ମୁଣ୍ଡଫଟା ଖରାରେ ଘରୁ ବାହାରିବା…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ଆସିବ ମାଟ୍ରିକ ଫଳ, ଜାଣନ୍ତୁ କେମିତି ଜାଣିବେ ଆପଣଙ୍କ ରେଜଲ୍ଟ ।

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟା ସମୟରେ ବୋର୍ଡର ଅଫିସିଆଲ ୱେବସାଇଟରେ…