Daily Archives

May 20, 2019

ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ । ବିଜେପିର ଦାବି କଂଗ୍ରେସ ପାଖରେ ନାହିଁ ସଂଖ୍ୟା ଗରିଷ୍ଠତା, ବିଧାନସଭାର ସ୍ୱତନ୍ତ୍ର…

୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍ ପୋଲ ଆସିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ ଆସିଛି । ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ରାଜ୍ୟପାଳଙ୍କୁ ଚିଠି ଲେଖି ପୁଣିଥରେ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ କମଲନାଥ ପୁଣିଥରେ ନିଜର ବହୁମତ…

ଷଡ଼ଯନ୍ତ୍ର ଥିଲା ଏମପି-ରାଜସ୍ଥାନ-ଛତିଶଗଡ଼ରେ କଂଗ୍ରେସର ଜିତ୍ ! ଇଭିଏମ୍ ଉପରେ ବିଶ୍ୱାସ ନ ହରାଇବା ପାଇଁ ଚାଲିଥିଲା…

ଲୋକସଭା ନିର୍ବାଚନ ୨୦୧୯ ଫଳାଫଳ ପୂର୍ବରୁ ଯେଉଁ ଏଗଜିଟ୍ ପୋଲ୍ ସାମ୍ନାକୁ ଆସିଛି ଏହାଦ୍ୱାରା ବିପକ୍ଷରେ ହାହାକାର ମଚିଯାଇଛି । କଂଗ୍ରେସ ନେତା ରାସିଦ୍ ଅଲୱି ବୟାନ୍ ଦେଇଛନ୍ତି ଯଦି ଏଗଜିଟ୍ ପୋଲର ଫଳାଫଳ ସତ ସାବ୍ୟସ୍ତ ହୁଏ ତେବେ ଏହାର ଅର୍ଥ ହେଉଛି ଇଭିଏମ୍ ରେ କିଛି ଗଡବଡ ହୋଇଛି । ସେ…

ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ଘଣ୍ଟାପ୍ରତି ୩୦ରୁ ୪୦କିମି ବେଗରେ…

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା ହେବାର ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିପାରେ ବୋଲି ସୋମବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ,…

ଏକଜିଟ୍ ପୋଲର ଫଳାଫଳ ପରେ ଚର୍ଚ୍ଚାରେ ବାବା ରାମଦେବଙ୍କ ଟ୍ୱିଟ୍ : ଲେଖିଲେ, ସତ୍ୟ ସିଦ୍ଧ ହେଉଛି ବେଦ ଓ ଋଷିଙ୍କ କଥା

ସାଧାରଣ ନିର୍ବାଚନର ଏକଜିଟ୍ ପୋଲର ପରିଣାମ ସାମନାକୁ ଆସିବା ପରେ ବାବା ରାମଦେବଙ୍କ ଏକ ଟ୍ୱିଟ୍ ବହୁତ ଚର୍ଚ୍ଚାରେ ରହିଛି । କାଳି ଲାଗିଥିବା ଆଙ୍ଗୁଠି ଦେଖାଇ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । । ଫଟୋ ସହିତ ବେଦ ଓ ଧର୍ମଗ୍ରନ୍ଥର କିଛି ଧାଡି ଲେଖି ସେ ଧର୍ମ ଓ ସତ୍ୟର ବିଜୟର ଆଧାର…

ଏକଜିଟ୍ ପୋଲ୍ ପରେ ପଲିଟିକ୍ସ! ଜୁଏଲ କହିଲେ, ଉଭୟ ବିଧାନସଭା ଓ ଲୋକସଭାରେ ବହୁମତ ପାଇବ ବିଜେପି ।

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ୧୯ ଯୁଦ୍ଧର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତକୁ ନେଇ ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଓଡ଼ିଶାରେ କିଏ କେତେ ଆସନ ହାତେଇବ ଆଉ କିଏ କ୍ଷମତାକୁ ଆସିବ ସେନେଇ ସମ୍ଭାବ୍ୟ ଫଳାଫଳ ଆସିବା ପରେ ଦଳୀୟ ଶିବିରରେ ଛନକା ପଶିଛି । ତେବେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ଆସନ୍ତା କାଲିଠାରୁ ଖୋଲିବ ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’, ବୈଷୟିକ କମିଟିର ପରିଦର୍ଶନ…

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବାତ୍ୟା ଫୋନି ତାଣ୍ଡବ ରଚାଇବା ପରେ ଆସନ୍ତାକାଲି ଠାରୁ ପୁଣି ଖୋଲିବ ନନ୍ଦନକାନନ । ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ମେ ୨୧ରେ…