Daily Archives

May 18, 2019

ସରିଲା ନବୀନଙ୍କ ଚତୁର୍ଥ ପାଳିର କ୍ୟାବିନେଟ୍ ବୈଠକ । ବିଧାନସଭା ଭଙ୍ଗ ପାଇଁ ବୈଠକ ପରେ ରାଜ୍ୟପାଳଙ୍କୁ ସୁପାରିସ

କନକ ବ୍ୟୁରୋ: (ସୁବ୍ରତ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହେଲା କ୍ୟାବିନେଟ୍ ବୈଠକ । ବାତ୍ୟା ଫୋନିର କ୍ଷୟକ୍ଷତି ନେଇ ଆଲୋଚନା କରାଯାଇଛି । ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତିର କ୍ଷତିର ଆକଳନ ସମାପ୍ତ ହୋଇନଥିଲେ ମଧ୍ୟ ପ୍ରାଥମିକ ଆକଳନ ଅନୁଯାୟୀ, ୬୧୬୭.୨୬ କୋଟି…

ମଙ୍ଗଳ ମିଶନ ପରେ ଇସ୍ରୋ କରୁଛି ଆଉ ଏକ ବଡ ଯୋଜନା। ସୌରମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତିରେ ପହଞ୍ଚିବାକୁ କରୁଛି…

କନକ ବ୍ୟୁରୋ: ଇସ୍ରୋର ଆଗାମୀ ଯୋଜନା କଣ ଅଛି ଜାଣନ୍ତି କି । ମଙ୍ଗଳ ପରେ ଆଉ ଏକ ବଡ ଗ୍ରହରେ ପାଦ ରଖିବାକୁ ଯୋଜନା କରୁଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ । ମଙ୍ଗଳ ପରେ ସୌରମଣ୍ଡଳର ସବୁଠୁ ବଡ ଗ୍ରହ ବୃହସ୍ପତି ଅଭିଯାନ କରିବ ଇସ୍ରୋ । ୨୦୨୩ ମସିହାରେ ଏହି ଯୋଜନାକୁ ସଫଳ କରିବାକୁ…

କେନ୍ଦ୍ରରୁ ହଟିବ ମୋଦୀ ସରକାର । ଏକାଠି ହେଉଛନ୍ତି ବିରୋଧୀ । ମୋଦୀଙ୍କୁ ଗାଦିରୁ ହଟାଇବା ପାଇଁ ତିଆରି କରୁଛନ୍ତି ଗେମ୍…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ । ମେ ୨୩ ରେ ଆସିବ ଫଳାଫଳ । ହେଲେ ଏହା ଆଗରୁ କିଏ କେମିତି ସରକାର ଗଠନ କରିବେ ସେ ନେଇ ଆରମ୍ଭ ହୋଇଗଲାଣି ଉଦ୍ୟମ । ପୁୁରା ବିପକ୍ଷ ଏଥର ମୋଦୀଙ୍କୁ କେମିତି ଗାଦିରୁ ହଟେଇବେ ତିଆରି କରୁଛନ୍ତି ଗେମ୍ ପ୍ଲାନ୍ । ଏହାର ମୋର୍ଚା ଧରିଛନ୍ତି…

୧୯ ଯୁଦ୍ଧର ଅଗ୍ନିପରୀକ୍ଷା ! ମେଣ୍ଟ ସରକାରର ମଙ୍ଗ ଧରି କିଏ ହେବ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କ’ଣ କହୁଛି ସମୀକରଣ ।

କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ମତଦାନ ହେବାକୁ ଥିବା ବେଳେ ସମଗରମ ରହିଛି ଜାତୀୟ ରାଜନୀତି । ବିଶେଷ କରି କିଏ ହେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ, ତା’ ଉପରେ ରହିଛି ସମସ୍ତଙ୍କ ନଜର । ନିକଟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ନିଜ ବୟାନରେ…

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମକୁ ରିଲାକ୍ସ । ଭିନ୍ନ ତରିକାରେ ଚାଲିଛି ଟିମ୍ ଇଣ୍ଡିଆର ପ୍ରସ୍ତୁତି, ପ୍ରତିଯୋଗିତା…

କନକ ବ୍ୟୁରୋ: ଆଉ ମାତ୍ର କେଇ ଦିନର ଅପେକ୍ଷା ଆରମ୍ଭ ହେବ ପୁରୁଷ ବିଶ୍ୱକପ୍ କ୍ରିକେଟ୍ ମହାକୁମ୍ଭ । ମେ’ ୩୦ରୁ କମ୍ପିବ ପଡ଼ିଆ ଆଉ ଆରମ୍ଭ ହେବ ଟାଇଟେଲ୍ ପାଇଁ ଲଢ଼େଇ । ତେବେ ଏହି ବିଶ୍ୱକପ୍ ତାଜ୍ ପିନ୍ଧିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତି କରୁଥିବାବେଳେ ଭାରତୀୟ ଦଳ କିନ୍ତୁ…

ପୁଲୱାମା ଏବଂ ବାଲାକୋଟ୍ ଆକ୍ରମଣ ପରେ ମଧ୍ୟ ହନିଟ୍ରାପରେ ଫସିଥିଲେ ସେନାର କ୍ଲର୍କ ! ବିଦେଶୀ ମହିଳାଙ୍କୁ ଦେଇଥିଲେ…

କନକ ବ୍ୟୁରୋ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତକା ବଢିଛି । ଏପରିକି ଏହି ଦୁଇଟି ଘଟଣା ପରଠାରୁ ଉଭୟ ଦେଶ ସୀମାରେ ନିଜ ଶକ୍ତି ସାମର୍ଥ୍ୟ ବଢାଇଛନ୍ତି । ଆଉ ଏହାରି ଭିତରେ ସେନା ସହ ଯୋଡି ହୋଇଥିବା ଗୋପନୀୟ…