Daily Archives

May 18, 2019

କିଏ ଜିତିବ, କିଏ ଗଢ଼ିବ ସରକାର? ୨୩ରେ ମତଗଣନା, ହେଲେ ତା’ପୂର୍ବରୁ ଜୋରଦାର ଚାଲିଛି ରାଜନୈତିକ ଅଙ୍କକଷା ।

କନକ ବ୍ୟୁରୋ: କାଲି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପରେ ଆରମ୍ଭ ହୋଇଯିବ ବୁଥ ବାହୁଡ଼ା ମତ ଆଧାରରେ ଚର୍ଚ୍ଚା । ୨୩ରେ ମତଗଣନା ହେବା ପୂର୍ବରୁ କିଏ ବାଜିମାତ କରିବ, କିଏ ସରକାର ଗଢ଼ିବ, କିଏ କିଙ୍ଗମେକର ସାଜିବ, ଆଂଚଳିକ ଦଳର ଭୂମିକା କ’ଣ ହେବ, ଏ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା…

ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ : ଟିଟିଲାଗଡ଼ ସର୍ବାଧିକ ୪୫.୮ ଡିଗ୍ରି, ୪୦ ଡିଗ୍ରୀରେ ଜଳିଲା…

କନକ ନ୍ୟୁଜ୍ : ରାଜ୍ୟର ୧୫ଟି ସହରର ତାପମାତ୍ରା ଆଜି ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୫.୮ ରେକର୍ଡ କରାଯାଇଛି। ଟିଟିଲାଗଡ଼ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସହରର ତାପମାତ୍ରା ଆଜି ଅସହ୍ୟ ହୋଇପଡ଼ିଛି। ସକାଳ…

ଉପକୂଳର ସବୁଜିମାକୁ ଗୁରୁତ୍ୱ । ସବୁଜବଳୟର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ବର୍ଷିଆ ଯୋଜନା, ଖର୍ଚ୍ଚ ହେବ ୨୦୦…

କନକ ବ୍ୟୁରୋ: ଉପକୂଳ ଅଞ୍ଚଳରେ ସବୁଜବଳୟ ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ବର୍ଷିଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ମୋଟ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯର୍୍ୟ ହୋଇଛି । ତେବେ ବାତ୍ୟା ‘ଫୋନି’ ଯୋଗୁ ଉପକୂଳ ଅଞ୍ଚଳର ବନ ସଂପଦର ବ୍ୟାପକ କ୍ଷତି ଏବଂ ସବୁଜିମା…

ଧ୍ୟାନ ମୁଦ୍ରାରେ ପ୍ରଧାନମନ୍ତ୍ରୀ: ନା ନେତା ନା ଅଫିସର, ନା ମନ୍ଦିର ପ୍ରଶାସନ ନା ସୁରକ୍ଷାକର୍ମୀ; ଗୁମ୍ଫା ଭିତରେ କାଲି…

କନକ ବ୍ୟୁରୋ: ରାତି ପାହିଲେ ମତଦାନ । ବାରାଣସୀରେ ଦ୍ୱିତୀୟଥର ପାଇଁ ପରୀକ୍ଷା ହେଉଛି ପ୍ରଧାନମନ୍ତ୍ରୀଙ୍କର । ଏହାପୂର୍ବରୁ ଆଜି ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି, ଆଶୀର୍ବାଦ ଲୋଡିଛନ୍ତି । ଏହାପରେ ଧ୍ୟାନରେ ବସିଛନ୍ତି…

କାଲି ସମ୍ବାଦ-କନକ ନ୍ୟୁଜ ଏଗଜିଟ୍ ପୋଲ। ୧ ଲକ୍ଷରୁ ଅଧିକ ମତାମତ ଆଧାରରେ ପ୍ରସ୍ତୁତ ହୋଇଛି ରିପୋର୍ଟ । କିଏ ଗଢିବ…

କନକ ବ୍ୟୁରୋ: ୨୩ରେ ମତଗଣନା ହେବା ପୂର୍ବରୁ କାଲି ଆସିବ ଏଗଜିଟ୍ ପୋଲ୍ ରିପୋର୍ଟ । ଅର୍ଥାତ୍ ବୁଥ୍ ବାହୁଡ଼ା ମତ । ଭୋଟ ଦେବା ପରେ କ’ଣ ରହିଛି ଭୋଟରଙ୍କ ପ୍ରତିକ୍ରିୟା ସେହି ଆଧାରରେ ହେବ ଜିତିବା ହାରିବା ନେଇ ଆକଳନ । ଆଉ ଆସନ୍ତାକାଲି ସଂଧ୍ୟା ୫ଟାରୁ କନକ ନ୍ୟୁଜ୍ ପରିବେଷଣ କରିବ ରାଜ୍ୟର…

ନଡିଆ ଚାଷୀ, କୁକୁଡାଚାଷୀ ଓ ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ…

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ । ଉଠା ଦୋକାନୀ, ନଡିଆ ବ୍ୟବସାୟୀ, କୁକୁଡା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ଟି ସହରାଞ୍ଚଳର ୩୦ ହଜାର ଉଠା ଦୋକାନୀଙ୍କ ପାଇଁ ସହାୟତା ରାଶି ଘୋଷଣା…