Daily Archives

May 12, 2019

ବାତ୍ୟା ଫୋନି ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲା ଓଡିଶା ଖଣି ନିଗମ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲା…

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ବାତ୍ୟା ବିପନ୍ନଙ୍କ ସାହାଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇ ଦେବା ପାଇଁ…

ବାତ୍ୟା ପରେ ଗାଁକୁ ବିଜୁଳି ଆଣିବା ସ୍ୱପ୍ନ ହେଲା କାଳ । ତେଲେଙ୍ଗାଫେଂଟରେ ବିଦ୍ୟୁତ୍ ଖୁଂଟ ପୋତିବା ସମୟରେ ନାବାଳକର…

କନକ ବ୍ୟୁରୋ : ବାତ୍ୟା ପ୍ରଭାବିତ ଅଂଚଳରୁ ଏପରି ଦୁଃଖଦ ଖବର ଆସିଛି, ଯାହା ସମସ୍ତଙ୍କୁ ବିଚଳିତ କରିଦେଇଛି । ବିଦ୍ୟୁତ ଖୁଂଟ ଉଠା ଯାଉଥିବା ବେଳେ ପଡ଼ିଯିବାରୁ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କ ଜୀବନ ଯାଇଛି । କଟକ ତେଲେଙ୍ଗାପେଣ୍ଠ ନିକଟ ନୂଆଗାଁରେ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତି…

ସ୍ୱର୍ଗଠାରୁ ବଡ, ପୁଣି ଇଶ୍ୱରଙ୍କଠୁ ମହାନ୍ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । ନିଜେ ସହିଥାଏ ଦୁଃଖ-ଯନ୍ତ୍ରଣା,…

                     ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ..                      ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ..                      ତା କୋଳେ ଥାଏ ସରଗ ସୁଖ..                      ପଣତରେ ପୋଛେ ଜୀବନ ଦୁଃଖ.. କନକ ବ୍ୟୁରୋ : ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ…

ନନ୍ଦନକାନନର ଶୋଭା ବିଗାଡ଼ିଦେଲା ଫୋନି  : ଘଂଚ ବନାନୀ ଭିତରେ ପରିପୂର୍ଣ୍ଣ ନନ୍ଦନକାନନ ଏବେ ସମ୍ପୂର୍ଣ୍ଣ ନିର୍ଜନ,…

କନକ ବ୍ୟୁରୋ : ଘଂଚ ବନାନୀ ଭିତରେ ପରିପୂର୍ଣ୍ଣ ନନ୍ଦନକାନନ ଏବେ ନିର୍ଜନ । ବାତ୍ୟା ପ୍ରଭାବରେ ଖିନଭିନ୍ ହୋଇ ଯାଇଛି ସୌନ୍ଦର୍ଯ୍ୟମୟ ପରିବେଶ । ଆଉ ଏହାରି ଭିତରେ ସଂଘର୍ଷ କରୁଛନ୍ତି ପଶୁପକ୍ଷୀ । ଉପୁଡି ଯାଇଛି ଶହ ଶହ ଗଛ । ଖାଁ-ଖାଁ ଲାଗୁଛି ପ୍ରାଣୀ ଉଦ୍ୟାନ । ଏଭଳି ସ୍ଥିତିରେ ପୁଣି ଥରେ…

ବାତ୍ୟା ପରର ସ୍ଥିତି ସୁଧାରିବାକୁ ପ୍ରୟାସ । ‘ଫୋନି’ ପ୍ରଭାବିତ କେଉଁ ଜିଲ୍ଲାରେ ନିୟୋଜିତ ଅଛନ୍ତି କେତେ ଟିମ୍, ତଥ୍ୟ…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ଓଡ଼ିଶାକୁ ପୁନଃରୁଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ମାରାଥନ୍ ଅପରେସନ ଜାରି ରହିଛି । ଆଉ ଏହାକୁ ତ୍ୱରିତ ଭାପେ ସମ୍ପୂର୍ଣ୍ଣ କରିବା ପାଇଁ ଏନଡ଼ିଆରଏଫ, ଓଡ୍ରାଫ୍, ଅଗ୍ନଶମ ବାହିନୀ ଏବଂ ଓଏଫଡ଼ିସିର କର୍ମଚାରୀମାନେ ଦିନରାତି…

ଅନ୍ଧାରରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ : ରାଜଧାନୀରେ କେନ୍ଦ୍ରସ୍ଥଳରେ ଥାଇ ବି ଦିଆଯାଉନି ବିଦ୍ୟୁତ୍ ସଂଯୋଗ,ଜଣାଇବାକୁ…

କନକ ବ୍ୟୁରୋ : ବାତ୍ୟା ଫୋନିର ୧୦ଦିନ ପରେ ବି ଅନ୍ଧାରରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ  । ରାଜଧାନୀର କେନ୍ଦ୍ରସ୍ଥଳରେ ଥାଇ ବି ଦିଆଯାଉନି ବିଦ୍ୟୁତ୍ ସଂଯୋଗ । ଅନ୍ଧାରରେ ରହି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  ବିଦ୍ୟାଳୟ ପରିସରରେ ରହୁଥିବା ଶିକ୍ଷକ ଓ କର୍ମଚାରୀ । ବିଦ୍ୟାଳୟର…