Monthly Archives

April 2019

‘ତିତଲି’ ପରେ ଗଜପତିକୁ ‘ଫୋନି’ ଭୟ! ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

କନକ ବ୍ୟୁରୋ: ମାଡ଼ି ଆସୁଛି ସାମୂଦ୍ରକି ଝଡ଼ ‘ଫୋନି’ । ରାଜ୍ୟବାସୀଙ୍କ ଛାତିରେ ଛନକା ଭରୁଛି । କାରଣ ନିକଟରେ ବାତ୍ୟା ତିତଲିର ଭିବିଷୀକା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ ପୁଣି ଥରେ ‘ଫୋନି’ ସାମୁଦ୍ରିକ ଝଡ଼ ଆତଙ୍କୀତ କରିଛି । ବିଶେଷ ଭାବେ ତିତଲିରେ ଭୟଙ୍କର ଭାବେ ପ୍ରଭାବତି ହୋଇଥିବା ଗଜପତି…

ପାଖେଇ ଆସୁଛି ‘ଫୋନି’ । ଘଣ୍ଟାକୁ ୨୨ କିମି ବେଗରେ ମାଡି ଆସୁଛି ବାତ୍ୟା, ଲ୍ୟାଣ୍ଡଫଲ୍ ସମୟରେ ୧୮୫ କିମି ବେଗରେ…

କନକ ବ୍ୟୁରୋ : ଆଗକୁ ବଢୁଛି ଫୋନି, ଆଶଙ୍କାରେ ଓଡିଶା । ଓଡିଶା ମୁହାଁ ହେଉଛି ବାତ୍ୟା ଫୋନି । ଘଂଟାକୁ ୨୨ କିଲୋମିଟର ବେଗରେ ଏହା ଗତି କରୁଛି । ୩ ତାରିଖ ସଂଧ୍ୟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୁରୀରୁ ୮୦୦ କିଲୋମିଟର ଦୂରରେ…

ବିମାନବନ୍ଦରରେ ଭେଟ ହୋଇଗଲେ ନବୀନ-ଧର୍ମେନ୍ଦ୍ର । କିଛି ମୁହୂର୍ତ୍ତର ଦେଖା ଚାହାଁ, ଦେଲେ ସୌହାର୍ଦ୍ଦ୍ୟପୂର୍ଣ୍ଣ…

କନକ ବ୍ୟୁରୋ: ୧୯ ମହାଯୁଦ୍ଧ ଶେଷ ଲଢ଼େଇର ଦିନକ ପରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଦିଲ୍ଲୀ ବିମାନବନ୍ଦରରେ ରାଜ୍ୟର ଦୁଇ ହେଭିୱେଟ୍ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦେଢ଼ ମାସ ଧରି…

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ହ୍ୱାଟ୍ସଆପରେ ଆସିଲା ମେସେଜ୍, ପୁରୀଘାଟ…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ହ୍ୱାଟ୍ସଆପ ମେସେଜରେ ଅନୁଭବ ମହାନ୍ତି କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ମେସେଜରେ କେହି…

ବାତ୍ୟା ‘ଫୋନି’ ପାଇଁ ସଜାଗ । ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ଯୋଗାଇଦେବାକୁ ହାଇ ଆର୍ଲଟରେ ଭାରତୀୟ ନୌସେନା ।

କନକ ବ୍ୟୁରୋ: ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି ଏନେଇ ବିପର୍ଯ୍ୟର ମୁକାବିଲା କରିବାକୁ ତଥା ଆବଶ୍ୟକୀୟ ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ପୂର୍ବ ନୌସେନା କମାଣ ସମ୍ପୂର୍ଣ୍ଣ…

ପାଟକୁରା ନିର୍ବାଚନୀ ପାଇଁ ପ୍ରସ୍ତୁତି । ନାମାଙ୍କନ ପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ, ମୈଦାନରେ ବିରୋଧୀ ପ୍ରସ୍ତୁତ…

କନକ ବ୍ୟୁରୋ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସାବିତ୍ରୀ । ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ ଆସନ୍ତା ୧୯ ତାରିଖକୁ ପାଟକୁରା…