Daily Archives

April 22, 2019

ପିପିଲି ନିର୍ବାଚନ ଉପରେ ପ୍ରଭାବ ପକାଇବନି ମହାରଥୀଙ୍କ ଗିରଫ ଘଟଣା । ସିଇଓ କହିଲେ, କାଲି ଯଥାରୀତିରେ ହେବ ମତଦାନ ।

କନକ ବ୍ୟୁରୋ : ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଗିରଫ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେଡିର ଏହି ଟାଣୁଆ ନେତା ଗିରଫ ହେବା ପରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ, ଏହି…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି ଚୁଡ଼ାନ୍ତ । ସିଇଓଙ୍କ ସୂଚନା, ୩ ହଜାର ୧୮୬ଟି ସମ୍ବେଦନଶୀଳ ବୁଥ୍ ଉପରେ…

କନକ ବ୍ୟୁରୋ: ଆସନ୍ତାକାଲି ହେବାକୁଥିବା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୦ ହଜାର ୪୬୪ଟି ପୋଲିଂ ବୁଥରେ ଭୋଟ୍ ଗ୍ରହଣ…

କୋର୍ଟ ପରିସରରେ ବେହୋସ ହେଲେ ମହାରଥୀ । ଫ୍ଲାଇର୍ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ପ୍ରଦୀପ ।

କନକ ବ୍ୟୁରୋ : କୋର୍ଟ ପରିସରରେ ବେହୋସ ହେଲେ ପ୍ରଦୀପ ମହାରଥୀ । ଗିରଫ ହେବା ପରେ ପ୍ରଦୀପଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟ ପରିସରରେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ ପ୍ରଦୀପ । ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ…

ରାଫେଲ୍ ପ୍ରସଙ୍ଗରେ ନିଜ ବୟାନ ନେଇ ଦୁଃଖ ପ୍ରକାଶ କଲେ ରାହୁଲ । ଦୁଃଖ ପ୍ରକାଶ କରି କହିଲେ ପ୍ରଚାର ବେଳେ ଭାବପ୍ରବଣ ହୋଇ…

କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗରେ ଦେଇଥିବା ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି ରାହୁଲ । ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା ପୂର୍ବକ ସେ ଏପରି ବୟାନ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି…

ରାଜଧାନୀରେ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣା। ଅନନ୍ତ ଜେନା ଓ ଜଗନ୍ନାଥ ପ୍ରଧାନଙ୍କୁ ମିଳିବ ଏସ୍କର୍ଟ ସୁରକ୍ଷା

କନକ ବ୍ୟୁରୋ: ଗତକାଲି ଭୁବନେଶ୍ୱର (ମଧ୍ୟ)ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରେ ବୋମାମାଡ ହୋଇଥିଲା। ଏହି ଘଟଣାରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇ କ୍ୟାପିଟାଲ୍‌…

ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବିରେ ସିଇଓଙ୍କୁ ଫେରାଦ ହେଲା ବିଜେଡି । ଜାଣନ୍ତୁ କାହିଁକି?

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡିର ପ୍ରତିନିଧି ଦଳ । ତେବେ ଅଭିଯୋଗ ମୁତାବକ, ନିର୍ବାଚନ ଅଧିକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଯଦି ପ୍ରଦୀପ ମହାରଥୀଙ୍କୁ ଗିରଫ…