Daily Archives

April 22, 2019

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ୍ ! ଉତ୍ତରପ୍ରଦେଶରେ ବାଜିରେ ଲାଗିଛି ୧୦ଟି ଲୋକସଭା ଆସନର…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ଗୋଟିଏ ରାତି ବାକି । ଆଶା ଆଶଙ୍କାରେ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ । ଜନତା ନିର୍ଦ୍ଧାରଣ କରିବେ ନେତାଙ୍କ ଭାଗ୍ୟ । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ତୃତୀୟ ପର୍ଯ୍ୟାୟରେ…

ବରୀରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର । ଜନସଭା ପରେ ବିଶାଳ ରୋଡ୍ ସୋ’, ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ବରୀରେ ଜନସଭା କରିବା ପରେ ରୋଡ୍ ସୋ’ରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇଟେକ୍ ବସରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ।…

ମହାରଥୀଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କାର୍ଡ ଟିମ୍ ଉପରକୁ ଆକ୍ରମଣ ହୋଇଥିବା କହିଲେ ପୁରୀ ଏସପି । ଘଟଣାରେ ସମ୍ପୃକ୍ତ ଅନ୍ୟ…

କନକ ବ୍ୟୁରୋ: କୋର୍ଟ ଗଲେ ପ୍ରଦୀପ ମହାରଥୀ । ଗିରଫ ପରେ ପ୍ରଦୀପ ମହାରଥୀଙ୍କୁ ପିପିଲି ଜେଏମଏଫସି କୋର୍ଟକୁ ଚାଲାଣ କରିଛି ପିପିଲି ପୁଲିସ । ଫାର୍ମ ହାଉସରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । ଏହାସହ ତାଙ୍କ ବିରୋଧରେ ହତ୍ୟା ଭଳି…

ମହାରଥୀଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା । ଜାଣନ୍ତୁ. କେଉଁ କେଉଁ ଦଫା ଲଗାଇଲା ପୋଲିସ

କନକ ବ୍ୟୁରୋ: ପୁଣି ଅଡୁଆରେ ପ୍ରଦୀପ ମହାରଥୀ । ଗିରଫ ପରେ ପ୍ରଦୀପ ମହାରଥୀଙ୍କୁ ପିପିଲି ଜେଏମଏଫସି କୋର୍ଟକୁ ଚାଲାଣ କରିଛି ପିପିଲି ପୁଲିସ । ଫାର୍ମ ହାଉସରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । ଏହାସହ ତାଙ୍କ ବିରୋଧରେ ହତ୍ୟା ଭଳି…

ଗିରଫ ହେବା ପୂର୍ବରୁ ଫେସବୁକରେ ପୂରା ଘଟଣା କହିଲେ ମହାରଥୀ । ଦେଖନ୍ତୁ ପୂରା ଭିଡିଓ

କନକ ବ୍ୟୁରୋ : ଗିରଫ ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହେବା ପୂର୍ବରୁ ଫେସବୁକ ପେଜରେ ନିଜର ମତ ରଖିଛନ୍ତି ମହାରଥୀ । ଗତକାଲି ରାତିର…

ପିପିଲିରେ ଫ୍ଲାଇଙ୍ଗ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା ! ଗିରଫ ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ।

କନକ ବ୍ୟୁରୋ: ଗିରଫ ହେଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କଲା ପିପିଲି ପୋଲସ୍ । ତେବେ ମହାରଥୀଙ୍କ ବିରୋଧରେ, ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି,…