Daily Archives

April 18, 2019

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।…

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପାଖାପାଖି ଶେଷ ହୋଇଛି । ୬ଟା ସୁଦ୍ଧା ଯେଉଁମାନେ ଲାଇନରେ ରହିଥିବେ, ସେହି ଭୋଟରମାନେ ହିଁ କେବଳ ମତଦାନ କରିପାରିବେ । ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ମୁଖ୍ୟ…

ଆଇପିଏଲ ମହାସମର ! ଆଉ କିଛି ସମୟ ପରେ ଫିରୋଜ ଶାହ କୋଟଲାରେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ହେବ କଡ଼ା ଟକ୍କର ।

କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାସଂଗ୍ରାମ । ଆଉ କିଛି ସମୟ ପରେ ଦିଲ୍ଲୀ ଫିରୋଜ ଶାହା କୋଟଲା ମୈଦାନରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟଙ୍କ ପାଇଁ ଏହି ମ୍ୟାଚ୍ ନିଣ୍ଣାୟକ ମୋଡ଼ ନେବ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । କାରଣ ଚଳିତ…

ମୋଦିଙ୍କ ଉପରେ ସିଦ୍ଧୁଙ୍କ ବିବାଦୀୟ ବୟାନ୍ ! କହିଲେ, ଆସିଥିଲେ ଗଙ୍ଗା ମା’ଙ୍କ ନାଁ ନେଇ, ଯିବେ ରାଫେଲର ଦଲାଲ ହୋଇ । 

କନକ ବ୍ୟୁରୋ : ନିର୍ବାଚନକୁ ନେଇ ଜାରି ରହିଛି ନେତାଙ୍କ ବିବାଦୀୟ ବୟାନବାଜି । ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ମଧ୍ୟ ଜୋର ଧରୁଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଆଉ ଏହାରି ଭିତରେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବଡମ୍ବାରୁ ନବୀନଙ୍କ ବଡ ବୟାନ । ଡବଲ ଇଞ୍ଜିନ ପରେ ମେନ୍ ଇଞ୍ଜିନକୁ କଲେ ଆଟାକ୍ । କହିଲେ, ମେ ୨୩’ରେ ଲାଇନଚ୍ୟୁତ ହେବ…

କନକ ବ୍ୟୁରୋ : ପୁଣି ବିଜେପିକୁ ନବୀନଙ୍କ ସିଧା ନିଶାନା । ବାଙ୍କୀ-ବଡମ୍ବାରେ ପ୍ରଚାର ମଇଦାନରେ ମୋଦିଙ୍କ ଡବଲ ଇଞ୍ଜିନକୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ଡବଲ ଇଞ୍ଜିନର କଥା କହୁଛନ୍ତି । ତେବେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି…

ଟିକଟକ୍ ପରେ PUBG ପାଳି । ଏହି ମୋବାଇଲ ଗେମକୁ ବ୍ୟାନ୍ କରିବାକୁ ଗୁଗୁଲକୁ ଅନୁରୋଧ କଲା ପୋଲିସ ।

ଟିକଟକ୍ ବ୍ୟାନ୍ ପରେ ଏବେ ମୋବାଇଲ ଗେମ PUBG ଉପରେ ସମସ୍ତଙ୍କର ନଜର ରହିଛି । ଟିକଟକ୍ ପୂର୍ବରୁ ମଧ୍ୟ ମୋବାଇଲ ଗେମ PUBGକୁ ବ୍ୟାନ୍ କରିବାକୁ ଦାବି ହୋଇ ଆସୁଥିଲା । କିନ୍ତୁ ଏବେ ରାଜକୋଟ ପୋଲିସ ଗୁଗୁଲକୁ ଏକ ଚିଠି ଲେଖି ଅନୁରୋଧ କରିଛି କି, ମୋବାଇଲ ଗେମ PUBGକୁ ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋରରୁ…

ଅସହ୍ୟ ହେଉଛି ଖରା ! ଜାଣନ୍ତୁ ଘରକୁ କିପରି ଥଣ୍ଡା ରଖିବେ ?

ଖରାଦିନେ ଘରକୁ ପଶିବା ମାତ୍ରେ ସମସ୍ତେ ଚାହାନ୍ତି ଘର କିପରି ଥଣ୍ଡା ରହୁ । ଏହା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି ମଧ୍ୟ ବଜାୟ ରଖେ । କିନ୍ତୁ ଏଥିପାଇଁ ଫ୍ୟାନ, କୁଲର ଓ ଏସି ଏକମାତ୍ର ବିକଳ୍ପ ନୁହଁ । ଆପଣ ଚାହିଁଲେ କେତୋଟି ସାଧାରଣ ତଥା ସଜହ ଉପାୟ ଆପଣାଇ ଘରକୁ ଥଣ୍ଡା ରଖିପାରିବେ…