Daily Archives

April 14, 2019

କନ୍ଧମାଳରେ କଡା ଟକ୍କର । ଲୋକସଭା ପାଇଁ ପ୍ରାର୍ଥୀଙ୍କ ଜମୁଛି ପ୍ରଚାର, ବିଜୟ ପାଇଁ ଜୋରଦାର କସରତ କରୁଛନ୍ତି ଅଚ୍ୟୁତ,…

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରେ କନ୍ଧମାଳ ଲୋକସଭା ଆସନ ପାଇଁ ପଡିବ ଭୋଟ୍ । ଏଥର ଏହି ଲୋକସଭା ଆସନରେ ହେଉଛି ତ୍ରିମୁଖୀ ଲଢେଇ । ବିଜେଡି ଏଠାରେ ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଟିକଟ ଦେଇଛି । ବିଜେପି ଟିକଟରେ ଲଢୁଛନ୍ତି ଖାରବେଳ ସ୍ୱାଇଁ । ସ୍ଥାନୀୟ ଚେହେରା ଭାବେ…

ଭାଙ୍ଗିଲା ରୁକୁଣା ରଥା ପରମ୍ପରା ! ପଣା ସଂକ୍ରାନ୍ତିରେ ମାଉସୀ ମା ମନ୍ଦିରରେ ପହଞ୍ଚିଲାନି ରଥ, ଅଧାରେ ଅଟକିଲେ…

କନକ ବ୍ୟୁରୋ : ଅଧାରେ ଅଟକିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ । ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପଭୁ ଶ୍ରୀ ଲିଙ୍ଗରାଜ ଦ୍ୱିତୀୟ ଦିନରେ ମଧ୍ୟ ନିଜର ମାଉସୀଙ୍କ ଘରକୁ ପହଂଚି ପାରି ନାହାନ୍ତି । ପ୍ରଥମ ଦିନ ଶନିବାର ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପରେ ରଥ ଟଣାଯାଇଥିଲା । ମାତ୍ର…

ବାରଣାସୀରେ ହେବ କି ବଡ଼ ଲଢ଼େଇ ? ମୋଦୀଙ୍କ ସହ ପ୍ରିୟଙ୍କାଙ୍କ ଟକ୍କର ହେବା ନେଇ ବଢ଼ୁଛି ଚର୍ଚ୍ଚା, ସସପେନ୍ସ ବଢ଼ାଇଲା…

କନକ ବ୍ୟୁରୋ : ଏଥର ବାରଣାସୀ ଦେଖିବ କି ମୋଦି-ପ୍ରିୟଙ୍କା ଲଢେଇ ? ବାରଣାସୀରୁ ପ୍ରିୟଙ୍କାଙ୍କ ନିର୍ବାଚନ ଲଢିବା ଖବର ଆସିବା ପରଠାରୁ ଦେଶରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ କଂଗ୍ରେସ ବର୍ତମାନ ସୁଦ୍ଧା ବାରଣାସୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବାରୁ, ଏଠାରୁ ଦଳ…

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଘମାଘୋଟ ପ୍ରଚାର ! ରାଲି ଓ ଶୋଭାଯାତ୍ରା କରି ଭୋଟ ଅପିଲ୍ କରୁଛନ୍ତି ନେତା, ଭୋଟରଙ୍କ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ପାଖଉଛି ଆଉ ନେତାଙ୍କ ଛାତିରେ ଛନକା ପଶୁଛି । କୌଣସି ବି ଭୋଟକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ଜନତାଙ୍କ ଘରେ ପହଂଚି ଭୋଟ ପାଇଁ କରୁଛନ୍ତି ନିବେଦନ । ର‌୍ୟାଲି ଆଉ ରୋଡ ସୋ ମାଧ୍ୟମରେ ଭୋଟରଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛନ୍ତି ନେତା ।…

ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନକୁ ହସରେ ଉଡ଼ାଇ ଦେଲେ ପିସିସି ସଭାପତି । କହିଲେ, ଲୁଣ, ଚାଉଳ-ଡ଼ାଲି ପାଇଁ ଏକ ଟଙ୍କା…

କନକ ବ୍ୟୁରୋ: ଗତକାଲି ଧର୍ମେନ୍ଦ୍ରଙ୍କ ଗୋଟିଏ ପଦ କଥା ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଟଙ୍କିକିଆ ରାସନ ପ୍ରତିଶ୍ରୁତି ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିବାବେଳେ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।…