Daily Archives

April 14, 2019

ପ୍ରତିଶୃତିପତ୍ରରେ ଘୋଷଣା କଲେନି, ମୁହଁରେ ମୁହଁରେ ଲୁଣ,ଚାଉଳ ଓ ଡାଲି ଦେବାକୁ ପ୍ରତିଶୃତି ଦେଲେ ଧର୍ମେନ୍ଦ୍ର । ଲୋକ…

କନକ ବ୍ୟୁରୋ : ମାତ୍ର ୧ ଟଙ୍କାରେ ମିଳିବ ୫ କିଲୋ ଚାଉଳ, ଅଧକିଲୋ ଲୁଣ ଓ ଡାଲି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶୃତିର ପାହାଡ ଛିଡା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ଏହି ପ୍ରତିଶୃତି ଦଳୀୟ ଘୋଷଣାପତ୍ର ବଦଳରେ ମୁହଁରେ ମୁହଁରେ କହିଛନ୍ତି…

ଆରପାରିରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି । ୮୮ ବର୍ଷ ବୟସରେ ପରଲୋକ ।

କନକ ବ୍ୟୁରୋ : ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କର ଆଜି କଟକ ବାଦାମବାଡି ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ସେ ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟାମୁଣ୍ଡାଇର ପ୍ରସନାରେ ଜନ୍ମ ଗ୍ରହଣ କରିଥିଲେ । କଟକ…

ବାବାଙ୍କ ନିର୍ବାଚନ ଲଢିବା ନିଶା । ୧୬ ଥର ହାରିଛନ୍ତି ହେଲେ ହାର ମାନି ନାହାନ୍ତି । 

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ପର୍ଯ୍ୟାୟ ନିର୍ବାଚନ ପାଇଁ ନେତା ଓ କର୍ମୀଙ୍କ ଜୋରଦାନ କସରତ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ରଣନୀତି ନେଇ ନେତା ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହାରି ମଧ୍ୟରେ ଏପରି ଏକ ଖବର ସମ୍ନାକୁ ଆସିଛି ଯାହା ମଥୁରା ରାଜନୀତିକୁ ସରଗରମ…

କାଠମାଣ୍ଡୁରେ ବିମାନ ଦୁର୍ଘଟଣା ! ୩ ମୃତ, ୪ ଆହତ ।

କାଠମାଣ୍ଡୁରେ ଅଭାବନୀୟ ଘଟଣା । ନେପାଳର ଲୁକ୍‌ଲାଠାରେ ଥିବା ତେନଜିଂ-ହିଲାରି ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିମାନ ବନ୍ଦରରେ ପାର୍କ ହୋଇଥିବା ଆଉ ଏକ ବିମାନରେ ବିମାନଟି ପିଟି ହୋଇଯିବାରୁ ଏହି ଦୁର୍ଘଟଣା…

କ୍ରିସ୍ ଲିନଙ୍କ ଧୁଆଁଧାର ବ୍ୟାଟିଂ ! ଚେନ୍ନାଇ ଆଗରେ ୧୬୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା କୋଲକାତା ।

କନକ ବ୍ୟୁରୋ : ଆଜି ଆଇପିଏଲରେ ଦୁଇ ଦୁଇଟି ଦମଦାର ଫାଇଟ ରହିଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । କୋଲକାତାର ଇଡେନ୍ ଗାର୍ଡେନ ଠାରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ ଜିତି ବୋଲିଂ କରିବାର…

ବିଶ୍ୱକପ ପାଇଁ କାଲି ଦଳ ଘୋଷଣା କରିବ ଭାରତ ! ଦଳରେ କିଏ ପାଇବ ଚତୁର୍ଥ ସ୍ଥାନ, ଲାଗି ରହିଛି କଳ୍ପନାଜଳ୍ପନା ।

କନକ ବ୍ୟୁରୋ : ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ଜଗତର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । କ୍ରିକେଟର ଏହି ମହାକୁମ୍ଭରେ ଏକ ନୂଆ ଇତିହାସ ରଚିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କିଛି ଦେଶ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଆସନ୍ତାକାଲି ଦଳ ଘୋଷଣା କରିବ ଭାରତ । ବିଶ୍ୱକପର…