Daily Archives

April 6, 2019

ଜଳ ସେଚନ ପ୍ରସଙ୍ଗରେ ନବୀନଙ୍କ ରଣହୁଙ୍କାର: କହିଲେ ଖର୍ଚ୍ଚ କରିଛୁ ୨୦ ହଜାର କୋଟି ହେଲେ କେନ୍ଦ୍ର ଦେଇଛି ଅଢେଇଶହ କୋଟି

କନକ ବ୍ୟୁରୋ: ସବୁ ଜମିକୁ ପାଣି ଯୋଗାଇବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା । ନବରଙ୍ଗପୁର ଓ କୋରାପୁଟରେ ଜନସଭାକୁ ସମ୍ବୋଧିତ କରି ଏହି ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଜଳସେଚନ ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଦେଇଥିବା ବେଳେ…

ନିର୍ବାଚନ ପୂର୍ବରୁ ସରିଗଲାଣି ମତଦାନ ! ଜାଣନ୍ତୁ କେଉଁଠି ଏବଂ କିଏ ଦେଲା ପ୍ରଥମ ଭୋଟ୍

କନକ ବ୍ୟୁରୋ: ୨୦୧୯ ମହାସମର ଆରମ୍ଭ ହେବା ପୂର୍ବରୁ ପଡିଗଲାଣି ଭୋଟ । ତେବେ ଏହି ମତଦାନ ଅରୁଣାଚଳ ପ୍ରଦେଶର ଲୋହିତପୁରରେ ହୋଇଛି । ମିଳିଥିବା ସୂଚନା ମୁତାବକ, ପୂର୍ବୋତରର ସୁଦୂର ପୂର୍ବ ଅଂଚଳରେ ନିୟୋଜିତ ଆଇଟିବିପିର ଏକ ୟୁନିଟ୍ ସିକ୍ରେଟ୍ ପୋଷ୍ଟାଲ ବାଲେଟ୍ ପେପର ଜରିଆରେ ମତଦାନ ଆରମ୍ଭ…

ରାହୁଲଙ୍କ ‘ଗୁରୁ-ଶିଷ୍ୟ’ ଉପାଖ୍ୟାନକୁ ନେଇ ଜବାବ ରଖିଲେ ସୁଷମା ! କହିଲେ, ଭାଷାରେ ମର୍ଯ୍ୟାଦା ରଖନ୍ତୁ କଂଗ୍ରେସ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନୀ ପ୍ରଚାର ଜୋରଦାର ହେଉଥିବା ବେଳେ, ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ରାହୁଲ-ସୁଷମା ବିବାଦ । ଆଡଭାନି ଏବଂ ମୋଦିଙ୍କୁ…

ଫିକା ପଡ଼ିଲା ବିଜେପି ଷ୍ଟାର ପ୍ରଚାରକଙ୍କ ପ୍ରଚାର । ଅନୁମତି ନମିଳିବାରୁ ବ୍ରହ୍ମପୁର ଓ ଫୁଲବାଣୀକୁ ଯାଇପାରିଲେନି ଯୋଗୀ,…

କନକ ବ୍ୟୁରୋ: ଟେଲିଫୋନ୍ ଯୋଗେ ଭାଷଣ ଦେଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୁବନେଶ୍ୱରରୁ ବ୍ରହ୍ମପୁର ଏବଂ ଫୁଲବାଣୀ ଯିବାକୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଅନୁମତି ମିଳିନାହିଁ । ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ହେଲିକପ୍ଟରକୁ ଉଡାଣ…

ରାଜନୀତିରେ ଓଡିଆ ସଙ୍ଗୀତର ମୁକୁଟ ବିହୀନ ସମ୍ରାଟ ! କଟକ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଅକ୍ଷୟ ମହାନ୍ତି । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ଚିରସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କର ‘‘ସାଇର ପିଲେ ସକାଳୁ କଲେ କବାଟ ଖଟଖଟ୍...’’ ଗୀତଟି ଓଡ଼ିଶାର ଘରେ ଘରେ ପରିଚିତ । ନିର୍ବାଚନ ପ୍ରଚାରର ପରିବେଶକୁ ନେଇ ରଚିତ ଏହି ସୁନ୍ଦର ଗୀତଟିରେ ସାହିର ପିଲାମାନେ ଅଜା ଓ ଆଈଙ୍କୁ ସେମାନେ କାହାକୁ ଭୋଟ୍…

ଜଗତସିଂହପୁର ସିଂହାସନ ପାଇଁ ଲଢ଼େଇ ! ‘ହାତ’ ଛାଡ଼ିଥିଲେ ବିଭୁ ‘ପଦ୍ମ’ ଦେଲା ଟିକେଟ୍, ସାମ୍ନାରେ ବିଜେଡି-ବିଜେପିର ଦୁଇ…

କନକ ବ୍ୟୁରୋ: ଜମୁଛି ଜଗତସିଂହପୁର ରାଜନୀତି । ଏହି ଲୋକସଭା ଆସନକୁ ଅକ୍ତିଆର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ସିପାହୀ ବାଛି ସାରିବା ପରେ ସରଗରମ ହୋଇ ଉଠିଛି ଜଗତସିଂହପୁର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କଥା ରଖି ଏଠାରୁ…