Daily Archives

April 6, 2019

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ନେଇ ଅଶାନ୍ତ ଜଗତସିଂହପୁର: ରାଲି ବେଳେ ସମର୍ଥକ ଓ ବିରୋଧୀ…

କନକ ବ୍ୟୁରୋ: ଜଗତସିଂହପୁରରେ ପଦାରେ ପଡିଛି ବିଜେଡିର ଗୋଷ୍ଠୀ କନ୍ଦଳ । ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେଡିରୁ ଟିକେଟ ପାଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ । ପ୍ରଶାନ୍ତ ମୁଦୁଲି ଆଜି ନାଉ ଗାଁ ବ୍ଲକକୁ ରାଲିରେ ଯାଇଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ କଳା ପତାକା ଦେଖାଇ…

ଜଟଣୀରେ ବଡ ରାଲି କି ସମାବେଶ କରିବେନି ସୁର ରାଉତରାୟ ! ଜାଣନ୍ତୁ କ’ଣ ରହିଛି କାରଣ ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ବିଶେଷ କରି, ପୋଷ୍ଟର ଏବଂ ବ୍ୟାନରରେ ଛାଉଣି ହୋଇଯାଇଛି ନିର୍ବାଚନୀ କ୍ଷେତ୍ର । ଆଉ ଏସବୁ ଭିତରେ ଜଟଣୀରୁ ସାମ୍ନାକୁ ଆସିଛି ଏକ ବଡ ଖବର । ଜଟଣୀ ଆସନରେ ମଇଦାନକୁ ଓହ୍ଲାଇଥିବା ବରିଷ୍ଠ…

ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି : ରାୟଗଡାରେ ପୁଲିସ ଓ ସିଆରପିଏଫ ଯବାନ କଲେ ଫ୍ଲାଗ…

କନକ ବ୍ୟୁରୋ : ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ପୁଲିସର ଜୋରଦାର ପ୍ରସ୍ତୁତି । ରାୟଗଡାରେ ଫ୍ଲାଗ ମାର୍ଚ କରିଛନ୍ତି ପୁଲିସ ଓ ସିଆରପିଏଫ ଯବାନ । ରାୟଗଡା ଏସପି ଡକ୍ଟର ଶ୍ରବଣ ବିବେକ୍ ଏମ୍ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫ୍ଲାଗ ମାର୍ଚ କରାଯାଇଥିବା ବେଳେ…

ଚର୍ଚ୍ଚାରେ ସର୍ବୋଚ୍ଚ ନେତାଙ୍କ ପ୍ରଶ୍ନବାଣ। ନିର୍ବାଚନୀ ସଭାରେ କେନ୍ଦ୍ରୀୟ ନେତାଙ୍କୁ ଘେରିଲେ ନବୀନ। ମୋଦି ସରକାରଙ୍କ…

କନକ ବ୍ୟୁରୋ: ଗତ କିଛି ଦିନ ହେଲା ନିର୍ବାଚନୀ ସଭାରେ କେନ୍ଦ୍ରୀୟ ନେତାଙ୍କ ଉପରେ ଜୋରଦାର ଆକ୍ରମଣ କରୁଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବର ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ଦେଖାନଥିବା ବେଳେ ତେବେ ନିର୍ବାଚନୀ ସମୟରେ ଘନ ଘନ ଗସ୍ତକୁ ଟାର୍ଗେଟ କରିଛନ୍ତି ନବୀନ । ଏଥି ସହ କେନ୍ଦ୍ରୀୟ…

ପାଟନା ସାହିବରୁ କଂଗ୍ରେସ ଟିକେଟରେ ଲଢିବେ ଶତ୍ରୁଘ୍ନ ସିହ୍ନା ! ରବିଶଙ୍କର ପ୍ରସାଦଙ୍କ ସହ ହେବ କଡା ଟକ୍କର ।

କନକ ବ୍ୟୁରୋ : ପାଟନା ସାହିବ ଆସନରୁ ଏଥର କଂଗ୍ରେସ ଟିକେଟରେ ମଇଦାନକୁ ଓହ୍ଲାଇବେ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା । ଆଜି ବିଧିବଦ୍ଧ ଭାବେ ସେ କଂଗ୍ରେସରେ ସାମିଲ ହେବା ପରେ, ଦଳ ପକ୍ଷରୁ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଛି ।  କଂଗ୍ରେସରେ ମିଶିବା ପରେ ସିହ୍ନା କହିଛନ୍ତି…

ନିର୍ବାଚନୀ ପ୍ରଚାର ବେଳେ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ନବୀନ: ମହାନଦୀ ପୋଲାଭରମ୍, ଚାଷୀ ଓ…

କନକ ବ୍ୟୁରୋ: ନିର୍ବାଚନୀ ପ୍ରଚାର ବେଳେ କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ନବୀନ । କୋରାପୁଟ ଜିଲ୍ଲା କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳି କୁନ୍ଧ୍ରା ଜନସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏହି ସଭାରେ ମହାନଦୀ ପାଣି ପ୍ରସଙ୍ଗ, ପୋଲାଭରମ୍…