Daily Archives

March 28, 2019

ରାହୁଲଙ୍କ ‘ନ୍ୟାୟ’ରେ ପ୍ରଧାନମନ୍ତ୍ରୀଙ୍କ ଜବାବ: ମୋଦି କହିଲେ, ଯାହାର ଖାତାଟିଏ ଖୋଲିବାର ସକ୍ଷମ ନାହିଁ, ସେ ଗରିବଙ୍କ…

କନକ ବ୍ୟୁରୋ: ନିର୍ବାଚନ ଘୋଷଣାର ୧୮ ଦିନ ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ନିର୍ବାଚନ ପାଇଁ ଆଜି ଉତରପ୍ରଦେଶରେ ମିରଟରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ  । ମିରଟରେ ନିର୍ବାଚନ ରାଲି କରି ପ୍ରଧାନମନ୍ତ୍ରୀ ମିରଟ, ବିଜନେର ଓ ମୁଜାଫରନଗର…

ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଅରୁପ ପଟ୍ଟନାୟକଙ୍କ ପ୍ରତିକ୍ରିୟା ! କହିଲେ, ପୂର୍ବତନ ପୋଲିସ ଅଫିସର ଭାବେ…

କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଅରୁପ ପଟ୍ଟନାୟକ । ନିଜକୁ ପୂର୍ବତନ ପ୍ରଶାସକ ନୁହେଁ ବରଂ ଜଣେ ସାଧାରଣ ନାଗରିକ ବୋଲି କହିଛନ୍ତି ଅରୁପ ପଟ୍ଟନାୟକ । ଲୋକଙ୍କ ପାଇଁ ଭଲ କାମ କରିବା ପାଇଁ ସେ ସଂକଳ୍ପବଦ୍ଧ ଏବଂ ତାଙ୍କର ଏକ…

ପ୍ରଧାନମନ୍ତ୍ରୀଙ୍କୁ “ଡ୍ରାମା କିଙ୍ଗ୍” କହି ସମ୍ବୋଧନ କଲେ କଂଗ୍ରେସ ନେତା ! କହିଲେ , ମର୍ଯ୍ୟାଦା ଉଲ୍ଲଘଂନ କରିଛନ୍ତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିରଠ ରାଲି ପରେ କଂଗ୍ରେସ ପ୍ରତିକ୍ରିୟା ରଖି ମୋଦିଙ୍କୁ “ଡ୍ରାମା କିଙ୍ଗ୍” ବୋଲି କହିଛି । କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା ଏକ ପ୍ରେସ୍ କନଫ୍ରେନ୍ସ କରି କହିଛନ୍ତି ଯେ ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି…

ବିଜେପିରେ ବିଜୟଙ୍କ ଘର ବାହୁଡା ନେଇ ବିଜେଡିର ପ୍ରତିକ୍ରିୟା । ଅତନୁ କହିଲେ, ପ୍ରଭାବ ପକାଇବନି ବିଜୟଙ୍କ ଯୋଗଦାନ

କନକ ବ୍ୟୁରୋ: ବିଜେପିକୁ ବିଜୟ ମହାପାତ୍ରଙ୍କ ଘର ବାହୁଡା ନେଇ ସରଗରମ ହୋଇଉଠିଛି କେନ୍ଦ୍ରାପଡାର ରାଜନୀତି । ଇସ୍ତଫା ଦେବାର ମାତ୍ର ୪ ମାସ ପରେ ପୁଣି ବିଜେପିକୁ ଫେରିଆସିଛନ୍ତି କେନ୍ଦ୍ରାପଡାର ଏହି ଷ୍ଟ୍ରଙ୍ଗ ମ୍ୟାନ୍ । ଦଳର ସବୁ ବରିଷ୍ଠ ନେତା ଅରୁଣ ସିଂ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ…

ନବୀନ ନିବାସରେ ନେତାଙ୍କ ଭିଡ଼ ! ଟିକେଟ ପାଇବା ପରେ ସୁପ୍ରିମୋଙ୍କୁ ସାକ୍ଷାତ କଲେ ଅତନୁ, ପ୍ରମିଳା ମଲ୍ଲିକ ଓ…

କନକ ବ୍ୟୁରୋ : ବିଂଝାରପୁର ବିଧାନସଭା ଆସନ ପାଇଁ ପ୍ରମିଳା ମଲ୍ଲିକଙ୍କୁ ବିଜେଡିରୁ ଟିକେଟ ମିଳିବା ପରେ ସେ ନବୀନ ନିବାସରେ ପହଚିଂଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦେବା ସହ ଲୋକଙ୍କ ପାଖକୁ ଭୋଟ ପାଇଁ ଯିବ ବୋଲି କହିଛନ୍ତି ପ୍ରମିଳା । ଜନତାଙ୍କ ଦାବି ପୂରଣ ହୋଇଛି । ପୁଣି ଥରେ ବିପୁଳ…

ଭୁବନେଶ୍ୱର ଉପକଣ୍ଠ ପାହାଳରେ ହତ୍ୟାକାଣ୍ଡ ! ମାର୍ବଲ କମ୍ପାନୀରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ବୀଭତ୍ସ ହତ୍ୟା,…

ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସହର ଉପକଣ୍ଠ ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିଲେ । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା କର୍ମୀଙ୍କ ବେକକଟା ମୃତଦେହକୁ ଉଦ୍ଧାର କରାଯାଇଛି । ସଂପୃକ୍ତ ସୁରକ୍ଷା ଗାର୍ଡ…