Daily Archives

February 22, 2019

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ! ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ଏବଂ ୪ଜଣ…

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ଭାଇରାଲ ଘଟଣାକୁ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଥିବା ବେଳେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ…

ପରୀକ୍ଷା ଦେଉଛି କିଏ, ଛାତ୍ରଛାତ୍ରୀ ନା ବୋର୍ଡ? ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ବୋର୍ଡର ପାରିବାପଣିଆ ଉପରେ ଉଠିଲା…

କନକ ବ୍ୟୁରୋ : ସରିଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ପ୍ରଥମ ଦିନରେ ପରୀକ୍ଷା ଆରମ୍ଭରୁ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା…

ଉଜ୍ଜଳା ସ୍ୱାଭିମାନ ଉତ୍ସବରେ କେନ୍ଦ୍ର ଯୋଜନାର ଲମ୍ବା ତାରିଫ୍ ! ସୁଷମା କହିଲେ ଉଜ୍ଜଳା ଘରକୁ କେବଳ ଗ୍ୟାସ ନୁହେଁ ବରଂ…

କନକ ବ୍ୟୁରୋ : ଉଜ୍ଜଳା ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା । ଉଜ୍ଜଳା ଘରକୁ କେବଳ ଗ୍ୟାସ ନୁହଁ, ବରଂ ମହିଳାଙ୍କୁ ସଶକ୍ତିକରଣ କରିଛି । କିଛି ଏଭଳି ଉକ୍ତି ରଖିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେହିପରି ଆଜି ଏଲପିଜି ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି…

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ୨୮୩ ଗ୍ରାମର ସୁନା: ଯାତ୍ରୀଙ୍କ ସାର୍ଟ ବୋତାମରେ ହେଉଥିଲା ଲକ୍ଷାଧିକ…

କନକ ବ୍ୟୁରୋ : ଭୁବନେଶ୍ୱର ପାଲଟିଛି ସୁନା ସ୍କଗଲରଙ୍କ ପେଣ୍ଠସ୍ଥଳୀ । ଆଜି ବିମାନବନ୍ଦରରୁ ପୁଣି ୨୮୩ ଗ୍ରାମର ସୁନା ଜବତ ହୋଇଛି । ଯାତ୍ରୀଙ୍କ ସାର୍ଟ ବୋତାମରେ ଏହି ସୁନା ଆସୁଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ । ବ୍ୟାଙ୍କକରୁ କୋଲକତା ଆସୁଥିବା ଜଣେ ଯାତ୍ରୀଙ୍କ…

ସ୍ୱାମୀ ସେନାରେ ଭର୍ତ୍ତି ଥିଲେ, ଘରେ କିଭଳି କଟିଥାଏ ପତ୍ନୀଙ୍କର ଜୀବନ? ପଢନ୍ତୁ ଜଣେ ଯବାନଙ୍କ ପତ୍ନୀଙ୍କର…

କେବେ ଆପଣ ଚିନ୍ତା କରିଛନ୍ତି କି ଯଦି କାହାର ସ୍ୱାମୀ ସେନାରେ ନିଯୁକ୍ତ ଥାନ୍ତି ଆଉ ସେ ସୀମାରେ ନିୟୋଜିତ ଥାଆନ୍ତି ତେବେ ତାଙ୍କ ପତ୍ନୀଙ୍କର ଜୀବନ କିଭଳି ବିତିଥାଏ ? ଯଦି ନା ତେବେ ଏହି କାହାଣୀଟିକୁ ପଢିବା ପରେ ଆପଣ ଭାବିବେକି  ଯବାନ ହେବା ଯେତିକି କଷ୍ଟକର ନୁହେଁ ସେତିକି ତାଙ୍କର ପତ୍ନୀ…

ବନ୍ଦ ହେବ ଆଇପିଏଲ-୨୦୧୯ର ଉଦଘାଟନ ସମାରୋହ । ବିସିସିଆଇ ନେଲା ନିଷ୍ପତି, ସହିଦଙ୍କ ପରିବାରକୁ ଦିଆଯିବ ଉଦଘାଟନ ଉତ୍ସବ…

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ…