Daily Archives

February 22, 2019

ସରିଲା ଶୋକର ବେଳ, ତେଜିଲା ରାଜନୀତି ! କଂଗ୍ରେସକୁ ଅମିତ ଶାହାଙ୍କ ଟାର୍ଗେଟ୍, କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ କଲେ…

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଗୋଟିଏ ପଟେ ସାରା ଦେଶରେ କ୍ରୋଧର ନିଆଁ ଜଳୁଥିବା ବେଳେ ଅନ୍ୟପଟେ ଏହି ଛାତିଥରା ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଏବେ ସାରା ଦେଶ ଦାବି କରୁଛି । ଆଉ ଏହାରି ଭିତରେ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ…

କିଡନୀ ରୋଗୀଙ୍କୁ ସହାୟକ ହେବ ‘ସହାୟ’ ଯୋଜନା : ଡାଏଲିସିସ୍ ପାଇଁ ଜିଲ୍ଲା ବାହାରକୁ ଯିବେନି କିଡନୀ ରୋଗୀ

କନକ ବ୍ୟୁରୋ : ଆଉ କିଡନୀ ରୋଗର ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯିବାକୁ ପଡିବ ନାହିଁ । ମାଲକାନଗିରି ଜିଲ୍ଲାରେ ହିଁ ଚିକିତ୍ସା ପାଇବେ କିଡନୀ ରୋଗୀ । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଡାଏଲିସିସ୍ ସେଂଟର । ପିପିପି ମୋଡରେ ପ୍ରଥମ ପର୍ଯ୍ୟାୟରେ ୩ ଶଯ୍ୟା ବିଶିଷ୍ଟ…

ବିଶ୍ୱକପରେ ପାକିସ୍ତାନ ସହ ମ୍ୟାଚ୍ ଖେଳିବ କି ନାହିଁ ଭାରତ ? ସରକାର ନେବେ ଶେଷ ନିଷ୍ପତି

ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରଭାବ ଏବେ ସିଧାସଳଖ ବିଶ୍ୱକପ କ୍ରିକେଟ ଉପରେ ପଡିପାରେ । ବିସିସିଆଇ ବୈଠକରେ ଯେଉଁ ନିଷ୍ପତି ହୋଇଛି ତାହାର ପ୍ରଭାବ ସିଧାସଳଖ ବିଶ୍ୱକପର ଭାରତ-ପାକିସ୍ତାନ ମ୍ୟାଚ୍ ଓ ଦ୍ୱିପାକ୍ଷିକ ସିରିଜ ଉପରେ ପଡିପାରେ । ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଦେଶ ସହ…

ବିକାଶ ନାହିଁ ତ ଭୋଟ ନାହିଁ: ସାଧାରଣ ନିର୍ବାଚନ ଭୋଟ ବର୍ଜନ ନିଷ୍ପତି ନେଲା ବିକାଶ ଦେଖିନଥିବା କେନ୍ଦୁଝରର କୋଡାକଳା…

କନକ ବ୍ୟୁରୋ : ଦେଶ ସ୍ୱାଧିନ ହେବାର ୭୨ବର୍ଷ ପୁରି ସାରିଲାଣି । ହେଲେ ଦେଶରେ ଏପରି ଅଂଚଳ ଅଛି ଯେଉଁ ଅଂଚଳବାସୀ ଆଜି ପର୍ଯ୍ୟନ୍ତ ସ୍ୱାଧିନତାର ସ୍ୱାଦ ଅନୁଭବ କରିପାରି ନାହାଁନ୍ତି । ଏପରି ଏକ ଅଂଚଳ ହେଲା କେନ୍ଦୁଝର ବାଂଶପାଳ ବ୍ଲକ କୋଡାକଳା ଗାଁ । ଗ୍ରାମବାସୀ ବିକାଶ କଣ ଜାଣି ନଥିବା ବେଳେ…

ପ୍ରଥମ ଦିନରେ ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର: ଜୟପୁର ବନ୍ଧୁଗାଁ ସ୍କୁଲରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ସ୍ୱୀକାର…

କନକ ବ୍ୟୁରୋ : ସରିଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ପ୍ରରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଆରମ୍ଭର ମାତ୍ର ୧୦ ମିନିଟ୍ ପରେ …

ବିଜେଡି ବିଧାୟକଙ୍କୁ ସହିଦ ସଂପର୍କୀୟଙ୍କ ସାର୍ଟିଫିକେଟ୍ । ଦୁର୍ବ୍ୟବହାରର ଶିକାର ଦାଦା କହିଲେ ‘ଦେବାଶିଷବାବୁ…

କନକ ବ୍ୟୁରୋ : ସହିଦ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ ସହିଦ ମନୋଜ ବେହେରାଙ୍କ ଦାଦା ଚୈତନ୍ୟ ବେହେରା । ସହିଦଙ୍କ ଦାଦା…