Daily Archives

February 16, 2019

ସାରାଦେଶରେ ଜଳୁଛି ପ୍ରତିଶୋଧର ନିଆଁ ! କଡ଼ା ଜବାବ ପାଇଁ ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା ଦେଲେ ପ୍ରଧାନମନ୍ତ୍ରୀ, ସମର୍ଥନ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ । ଏହାରି ଭିତରେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୋଧରେ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ସହିଦଙ୍କ ବଳିଦାନ ବେକାର ହେବାକୁ ଦିଆଯିବନି, ଦୋଷୀ ଯେଉଁଠି…

ନା ଥିଲା କୌଣସି ଦଳୀୟ ରାଲି, ନା ଥିଲା କିଛି ପର୍ବ! ସହିଦଙ୍କ ଶୋଭାଯାତ୍ରାରେ ଲୁହ ଝରାଇ ସଲାମ ଜଣାଉଛି ସାରାଦେଶ ।

କନକ ବ୍ୟୁରୋ: ଆଜି ସାରା ଦେଶ କାନ୍ଦୁଛି । ଯେତେବେଳେ ଜଣଙ୍କ ପରେ ଜଣେ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଂଚୁଥିଲା ଜନ୍ମସ୍ଥାନରେ । ଭାରତ ମାତା କି ଜୟ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ପ୍ରତିଶୋଧର ନିଆଁ ସେମାନଙ୍କ ଆଖିରେ ସ୍ପଷ୍ଟ ବାରି ହୋଇପଡୁଥିଲା । ଜୟ ଜୟ କାର ଭିତରେ ସମସ୍ତେ…

ପୁଲୱାମା ଆତଙ୍କୀ ଆକ୍ରମଣ : ସହିଦ ପରିବାରଙ୍କୁ ଅଢ଼େଇ କୋଟିର ସାହାଯ୍ୟ କରିବେ ବିଗ୍ ବି ଅମିତାଭ

ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଛନ୍ତି । ଚାରିଆଡ଼େ ଶୋକୟ ଛାୟା । ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନକୁ ଦେଶବାସୀ ମଥା ନଇଁ ସମ୍ମାନ ଜଣାଉଛନ୍ତି । ଯବାନଙ୍କୁ ଶେଷ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଦେଶ । ପୁଲୱାମା…

ନିଲ୍ଲଜତାର ସୀମା ଲଂଘିଲା ପାକିସ୍ତାନ ! ଆତଙ୍କବାଦୀଙ୍କୁ କହିଲା ସ୍ୱାଧୀନତା ସଂଗ୍ରାମୀ, ସେପଟେ ବିବାଦୀୟ ମନ୍ତବ୍ୟ ଦେଇ…

କନକ ବ୍ୟୁରୋ : ୪୦ ଜଣ ଯବାନଙ୍କ ମୃତ୍ୟୁକୁ ନେଇ ଭାରତରେ କେଉଁଠି ଶୋକର ମାହୋଲ ତ ଆଉ କେଉଁଠି ତୀବ୍ର ପ୍ରତିକ୍ରିୟା । ହେଲେ ପାକିସ୍ତାନ ମିଡିଆରେ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀର ଆଖ୍ୟା ଦିଆଯାଇଛି । ‘ଦ ନେସନ୍’ ଖବର କାଗଜରେ ଭାରତୀୟ ଅଧିକୃତ କାଶ୍ମୀରରେ ସ୍ୱାଧୀନତା ସଂଗ୍ରାମୀଙ୍କ…

ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର, ୨୧ ଶ୍ରମିକ ଆହତ

କନକ ବ୍ୟୁରୋ : ନବରଙ୍ଗପୁର ସୀମାନ୍ତ  କଳାହାଣ୍ଡି ଜିଲ୍ଲାର ବାଗବେଡା ଗାଁରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଯିବାରୁ ୨୧ ଜଣ ଶ୍ରମିକ ଆହତ ‌ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ…

ପାକିସ୍ତାନର ବହାବଲପୁର ସହର, ଯେଉଁଠି ଲୁଚିଛି ପୁଲୱାମା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ 

କନକ ବ୍ୟୁରୋ : ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍ ବସ୍ରେ ବିସ୍ଫୋଟକ ଭର୍ତ୍ତି…