Daily Archives

February 16, 2019

ସହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରାଜ୍ୟ IPS ସଂଘ । ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତି ।

କନକ ବ୍ୟୁରୋ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ହାତ ବଢ଼ାଇଲା ରାଜ୍ୟ ଆଇପିଏସ ସଂଘ । ନିଜର ଗୋଟିଏ ଦିନର ଦରମା ପ୍ରତି ସହିଦଙ୍କ ପରିବାରକୁ ସହାୟତା ଦେବାକୁ ନିଷ୍ପତି ନେଇଛି ସଂଘ । ଏହି ଅର୍ଥ ସିଆରପିଏଫ୍ ଡିଜିଙ୍କ କଲ୍ୟାଣ ପାଣ୍ଠିକୁ ଦିଆଯିବ । ନେଇ ସୂଚନା…

ଜମ୍ମୁ-କଶ୍ମୀରର ରଜୌରୀରେ ବିସ୍ଫୋରଣ ! ଜଣେ ମେଜର ସହିଦ, ଦୁଇ ଜଣ ଯବାନ ଆହତ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଲୱାମାରେ ହୋଇଥିବା ଆକ୍ରମଣକୁ ଦୁଇଦିନ ପୁରିନି । ଗୋଟିଏ ପଟେ ସହିଦ ଯବାନଙ୍କୁ ଅଶ୍ରୁଳ ବିଦାୟ ଜଣାଉଛି ଦେଶ,ଅନ୍ୟପଟେ ରଜୌରୀର ନୌଶେରାରେ ପୁଣି ଥରେ ଆକ୍ରମ ହୋଇଛି । ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ଏହି ବିସ୍ଫୋରଣରେ ଭାରତୀୟ ସେନାର ଜଣେ ମଜେର…

ସହାୟତାର ହାତ ବଢ଼ାଇଲେ ସେହୱାଗ୍ ! କହିଲେ, ମୁଁ ପୁଲୱାମା ସହିଦଙ୍କ ଛୁଆଙ୍କ ପଢ଼ାଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ । ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ଉଠାଇବା ପାଇଁ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି । ଆଜି ଟ୍ୱିଟ…

ପୁଲୱାମା ଆତଙ୍କୀ ଆକ୍ରମଣ: ଦୁଇ ବୀର ଓଡିଆଙ୍କର ଶେଷ ଦର୍ଶନର ଏହି ଫଟୋ ଦେଖିଲେ କୋହରେ ଥରି ଉଠିବ ଓଡିଶାବାସୀଙ୍କ ଛାତି

କନକ ବ୍ୟୁରୋ: ଜମ୍ମୁୁ-କାଶୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଶାର ଦୁଇ ବୀର ପୁତ୍ର ।  ଦେଶ ପାଇଁ ଜୀବନ ଦେଇଥିବା ଦୁଇ ଓଡିଆ ବୀର ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର…

ଜନ୍ମମାଟି ଅଭିମୁଖେ ବୀର ଯବାନଙ୍କ ପାର୍ଥିବ ଶରୀର ! ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ସାରା ଓଡିଶାରେ ଖେଳିଯାଇଥିଲା ଶୋକର ଛାୟା, ଯେତେବେଳେ ଦୁଇ ବୀର ସହିଦ ଓଡିଆ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା ଭୁବନେଶ୍ୱର ବିମାନ ବନ୍ଦରରେ । ଦୁଇ ସହିଦ ଯବାନ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁଙ୍କୁ ବିମାନବନ୍ଦରରେ ଦିଆଯାଇଛି ଗାର୍ଡ ଅଫ୍ ଅନର । ମୁଖ୍ୟମନ୍ତ୍ରୀ ନବୀନ…

ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଉଥିଲେ ଉତ୍ୟକ୍ତ ଜନତା ! ପରିସ୍ଥିତି ଅଣାୟତ ହେବାରୁ ଲାଠିଚାର୍ଜ କଲା ପୋଲିସ୍

କନକ ବ୍ୟୁରୋ : ମହାରାଷ୍ଟ୍ର ପାଲଘର ଜିଲ୍ଲାର ନାଲାେସୋପାରରେ ପ୍ରଦର୍ଶନକାରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଶନିବାର ଦିନ ରେଳରୋକ କରିଥିଲେ । ସୂଚନା ଅନୁସାରେ ବିରୋକ୍ଷକାରୀମାନେ ସକାଳ ପ୍ରାୟ ୮. ୨୦ ମିନିଟରେ ରେଳଧାରଣାରେ ପହଞ୍ଚିଥିଲେ ଓ ପାକିସ୍ତାନ ବିରୋଧରେ ନାରା ଦେବା ଆରମ୍ଭ…