Daily Archives

February 14, 2019

ମଣିଷ ନୁହେଁ ନରରାକ୍ଷସ! ଯବାନଙ୍କ ରକ୍ତରେ ହୋଲି ଖେଳିଲା ନରହନ୍ତା ଆଦିଲ, ଆତ୍ମଘାତୀ ବିସ୍ଫୋରଣ କରି ନେଇଗଲା ୪୨…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ ୧୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆତଙ୍କବାଦୀ ଆଦିଲ ଅହମ୍ମଦ…

ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୩୦ ଯବାନଙ୍କ ଜୀବନ ! ମୋଦି କହିଲେ, ଦିଆଯିବ ଦୃଢ ଜବାବ୍, ବ୍ୟର୍ଥ ଯିବନି ଯବାନଙ୍କ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦୋହଲିଯାଇଛି ପୁରା ଦେଶ । ସହିଦ ହୋଇଛନ୍ତି ୩୦ ଯବାନ ଏବଂ ୪୫ ଜଣ ଯବାନ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା…

ପିପିଲି ପଲିଟିକ୍ସ ! ପୁଣି ବିଜୟୀ ହେବାର ଦମ୍ଭୋକ୍ତି ବାଢ଼ିଲେ ମହାରଥୀ, ବିଜେପି ଓ କଂଗ୍ରେସର ଆଶାୟୀ ଅନେକ ।

କନକ ବ୍ୟୁରୋ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦମ୍ଭୋକ୍ତି ପୁଣି ପିପିଲିରେ ପିନ୍ଧିବେ ବିଜୟ ତିଳକ । ଏପରିକି ମହାରଥୀ କହିଛନ୍ତି ଯେ, ଆଗକୁ ଥିବା ନିର୍ବାଚନରେ ପିପିଲିରେ ତାଙ୍କ ବିପକ୍ଷରେ କେହି ପ୍ରତିନ୍ଦ୍ୱନ୍ଦି ନାହାନ୍ତି । ଏହାସହ ଦଳୀୟ ଟିକେଟ୍ ତାଙ୍କୁ କି ତାଙ୍କ ପରିବାରରେ କାହାକୁ…

ଉରି ପରେ ପୁଲୱାମାରେ ଜବରଦସ୍ତ ଆତଙ୍କୀ ହମଲା ! ଅନ୍ଧାଧୁନ ଗୁଳି ଚଳାଇଲେ ଆତଙ୍କବାଦୀ, ଦୋହଲିଗଲା ଦେଶ, ୩୦ ଯବାନ ସହିଦ ।

କନକ ବ୍ୟୁରୋ : ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରା ଦେଶକୁ ଦୋହଲାଇ ଦେଇଛି । ଜାମ୍ମୁରୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଛନ୍ତି ଆତଙ୍କବାଦୀ । ଏଥିରେ ୩୦ଜଣ ଯବାନ ପ୍ରାଣ ହରାଇବା ସହ ୪୫ ଜଣ ଆହତ ହୋଇଥିବା ଜଣାପଡିଛି ।…

ସହିଦ ହୋଇଗଲେ ୩୦ ଯବାନ, ଗର୍ଜିଲା ଭାରତ! ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ, ସହିଦଙ୍କ ପ୍ରତିଟି ରକ୍ତ ବୁନ୍ଦାର ନିଆଯିବ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୁଲୱାମାର ଅବନ୍ତିପୁରାରେ ବଡ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ହାଇୱେ ଉପରେ ହୋଇଥିବା ଏହି ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୩୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୪୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ଭାରତରେ କଡା…

ନବୀନଙ୍କୁ ନକଲ କଲେ ଧର୍ମେନ୍ଦ୍ର ! ବିରୋଧୀଙ୍କ ମୁହଁରେ ଭାଇରାଲ ହେଲା ଆପଣମାନେ ଖୁସି ତ?

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ସରଗରମ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚର୍ଚ୍ଚିତ ନାରା ଆପଣମାନେ ଖୁସି ତ ? ଯାହାର ନକଲ କରିଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗିର କଣ୍ଟାବାଞ୍ଝିରେ ଓବିସି ମହାସମ୍ମିଳନୀରେ ନବୀନଙ୍କ ଡାଇଲଗକୁ ଦୋହରାଇଛନ୍ତି…