Daily Archives

February 14, 2019

ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ! ୨୦ ଯବାନ ସହିଦ, ୪୫ରୁ ଅଧିକ ଗୁରୁତର ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଲୱାମା ଠାରେ ବଡ଼ ଆତଙ୍କୀ ହମଲା । ଏହି ଆତଙ୍କୀ ଆକ୍ରମଣରେ ଘଟଣାସ୍ଥଳରେ ୨୦ ସିଆରପିଏଫ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେହିଭଳି ୪୫ରୁ ଅଧିକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲୱାମାର…

ବିଶ୍ୱକପ ପାଇଁ ଭାରତୀୟ ଟିମରେ ୧୨ ଜଣଙ୍କ ସ୍ଥାନ ଏକରକମ ପକ୍କା । ବାକି ୩ଟି ସ୍ଥାନ ପାଇଁ ଦାବିଦାର ଅନେକ

ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବାକୁ ଥିବା ଆଗାମୀ କ୍ରିକେଟ ବିଶ୍ୱକପକୁ ଆଉ ମାତ୍ର ମାସ କେଇଟା ବାକି ରହିଛି । କ୍ରିକେଟର ଏହି ମହାକୁମ୍ଭରେ ଭାଗ ନେବା ପୂର୍ବର ଟିମ୍ ଇଣ୍ଡିଆ ଆଉ ମାତ୍ର ୭ଟି ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବ । ଆଉ ଏଭଳି ସମୟରେ ବିଶ୍ୱକପ ପାଇଁ ଖେଳାଳି ଚୟନ ନେଇ ଚୟନକର୍ତ୍ତାଙ୍କ…

ସମୁଦ୍ର ଗର୍ଭରେ ଲୀନ ହେଉଛି ସାତଭାୟା ! ଥଇଥାନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଚିନ୍ତାରେ ୧୦୦ରୁ ଅଧିକ ପରିବାର ।

କନକ ବ୍ୟୁରୋ : ସମୁଦ୍ର ଗର୍ଭରେ ଲୀନ ହେଉଛି ସାତଭାୟା  । ୭ଟି ଗାଁ ମଧ୍ୟରୁ ୪ଟି ଗାଁ ଏବେ ସମୁଦ୍ର ଗର୍ଚ୍ଛରେ । ଏହି ଗ୍ରାମବାସୀଙ୍କ ଥଇଥାନ ପାଇଁ ସରକାର ୧୯୭୧ରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ପ୍ରାୟ ୮୦ପ୍ରତିଶତ ଲୋକ ବଗପଟିଆରେ ସ୍ଥାୟୀ ବାସିନ୍ଦା ଭାବେ ବସବାସ କରୁଛନ୍ତି  । କିନ୍ତୁ…

BSNL ଗ୍ରାହକ ପାଇଁ ବଡ ଖବର! ବନ୍ଦ ହେବନି BSNL, କମ୍ପାନି ଦେଲା ସ୍ପଷ୍ଟୀକରଣ । ଗୁଜବକୁ ବିଶ୍ୱାସ ନ କରିବାକୁ…

କନକ ବ୍ୟୁରୋ : ବିଏସଏନଏଲ ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି । ବନ୍ଦ ହେବନି ବିଏସଏନଏଲ । ବିଏସଏନଏଲ କମ୍ପାନି ଖୁବଶୀଘ୍ର ବନ୍ଦ ହେବା ନେଇ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ସମ୍ପୂର୍ଣ୍ଣ ଗୁଜବ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଠାରୁ ଜାତୀୟ ସମେତ ଆଞ୍ଚଳିକ…

ଜମ୍ମୁ-କଶ୍ମୀର ପୁଲୱାମାରେ ବଡ଼ ଆତଙ୍କୀ ହମଲା । ୧୨ ଯବାନ ସହିଦ, ୧୮ରୁ ଅଧିକ ଗୁରୁତର ।

କନକ ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଲୱାମା ଠାରେ ବଡ଼ ଆତଙ୍କୀ ହମଲା । ଏହି ଆତଙ୍କୀ ହମଲାରେ ଘଟଣାସ୍ଥଳରେ ୧୨ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେହିଭଳି ୧୮ରୁ ଅଧିକ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ପୁଲୱାମାର ହାଇୱେ ଉପରେ ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ସୂଚନା…

ଭାରତୀୟ କ୍ରିକେଟରଙ୍କ ଭାଲେଣ୍ଟାଇନ୍ ଡ଼େ ! କିଏ ପ୍ରେମ ପାଇଁ ଘରୁ ଲୁଚି ବାହା ହୋଇଥିଲେ ତ ଆଉ କେହି ଫେସବୁକ୍ ମାଧ୍ୟମରେ…

କ୍ରିକେଟରଙ୍କ ଜୀବନ ଗ୍ଲାମର ସହ ଜଡିତ ହୋଇ ରହିଥାଏ । ଏଭଳି ସ୍ଥିତିରେ ତାଙ୍କ ଜୀବନୀ ଉପରେ ଘଟୁଥିବା ପ୍ରତ୍ୟେକଟି ଘଟଣା ଉପରେ ଲୋକଙ୍କ ନଜର ରହିଥାଏ । ଲକ୍ଷ ଲକ୍ଷ ପ୍ରଶଂସକ ଏବେ ବି କ୍ରିକେଟରଙ୍କ ଲଭ୍ ଲାଇଫ୍ ବିଷୟରେ ଜାଣିବାକୁ ଇଚ୍ଛୁକ ଅଛନ୍ତି । ତେବେ ଆଜି ପ୍ରେମଦିବସ ଅବସରରେ ଆମେ…