Daily Archives

January 26, 2019

ରାଷ୍ଟ୍ରପତିଙ୍କ ଅଶ୍ୱବାହିନୀ ! ଯେଉଁମାନେ ରାଷ୍ଟ୍ରପତିଙ୍କୁ ଛାଇ ଭଳି ଜଗି ରହି ଦେଇଥାନ୍ତି ସୁରକ୍ଷା

ଆଜି ପୂରା ଦେଶ ପାଳନ କରୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ଆଉ ଏହି ଅବସରରେ ଭାରତୀୟ ସେନା ଦିଲ୍ଲୀ ରାଜମାର୍ଗରେ ନିଜର ଦମ ଦେଖାଇଛି । ପୂରା ବିଶ୍ୱ ଭାରତୀୟ ସାମରିକ ଶକ୍ତିର ଝଲକ ଦେଖିଛି । ଯବାନ ମାନେ ପରେଡରେ ଦୁଃସାହସିକ ଯୁଦ୍ଧ କୌଶଳ ଦେଖାଇବା ସହ ଦେଶବାସୀଙ୍କ ମନ ଜିଣିଛନ୍ତି । ଆଉ ଏଭଳି…

ପ୍ରଶାସନର ବିଚିତ୍ର ବ୍ୟବସ୍ଥା ! ଘର କୋରାପୁଟରେ କିନ୍ତୁ ଗାଁଲୋକେ ଭୋଟ୍ ଦିଅନ୍ତି ରାୟଗଡାରେ ।

କନକ ବ୍ୟୁରୋ : ୧୯୯୨ ଜାନୁଆରି ୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲା ୪ଟି ଜିଲ୍ଲାରେ ଭାଗ ହୋଇଥିଲା ।  ଏହି ସମୟରେ କୋରାପୁଟ ଜିଲ୍ଲା ସୀମାରେ ରହିଯାଇଛି ଗମ୍ଭାରିଗୁଡା ଗାଁ । ଯାହା ଏବେ ରାୟଗଡା ଜିଲ୍ଲା ଅଧିନରେ ରହିଛି । ଗାଁଟି କୋରାପୁଟ ପାଖରେ ଥିବା ବେଳେ ରାୟଗଡାରେ ଭୋଟ ଦିଅନ୍ତି…

ନିଖୋଜ ପୁଅର ଫେରିବା ବାଟକୁ ଚାହିଁ ବସିଛି ପରିବାର ! କୁଏତରେ ଥିବା ନିଆଳି ପପିନା ଲେଙ୍କାଙ୍କ ମିଳୁନି ପତା ।

କନକ ବ୍ୟୁରୋ : ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ବସିଛି ପରିବାର । ପେଟ ପାଇଁ ଏକମାସ ତଳେ ବିଦେଶ ଯାଇଥିବା ପୁଅର ମିଳୁନି ଖୋଜ ଖବର । କୁଏତର ଏନଏସଏଚ କମ୍ପାନୀରେ ଏକ ପାଇପ୍ ଫିଟର ଭାବେ କାମ କରୁଥିଲେ କଟକ ଜିଲ୍ଲା ନିଆଳି ବ୍ଲକର ପପିନା ଲେଙ୍କା । ଗତ ୧୧ ତାରିଖରୁ ସେ କୁଆଡେ…

ସାଧାରଣତନ୍ତ୍ର ଦିବସ ସମାରୋହରେ ଭାଷଣ ପଢିପାରିଲେନି କଂଗ୍ରେସ ମନ୍ତ୍ରୀ ! ଜିଲ୍ଲାପାଳଙ୍କ ଦ୍ୱାରା ପଢାଇଲେ ଭାଷଣ,…

ଆଜି ୭୦ତମ ସାଧାରଣତନ୍ତ୍ର ଦିବସ । ସାରା ଦେଶରେ ବଡ ଧୁମଧାମରେ ଆଜିର ଦିନଟିକୁ ପାଳନ କରାଯାଇଛି । ତେବେ ଗଣତନ୍ତ୍ର ଦିବସ ଅବସରରେ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ଗଣତନ୍ତ୍ର ଦିବସ ସମାରୋହରେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ…

ଦିନିକିଆ କ୍ରିକେଟରେ ଆଉ ରେକର୍ଡ କଲେ ଧୋନି! କୋହଲିଙ୍କୁ ଦେଉଛନ୍ତି ଟକ୍କର, ପଛରେ ପଡିଲେ ଲାରା

ବେ ଓଭାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୯୦ ରନରେ ମାତ୍ ଦେଇ ସାଧରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛି ବିରାଟ ବାହିନୀ । ପ୍ରଥମେ ବ୍ୟାଟିଂ କରି ଭାରତ ୪ ୱିକେଟ ବିନିମୟରେ ୩୨୪ ରନ କରିଥିବା ବେଳେ…

ବର୍ଷାପାଣିରେ ଭିଜିବାର ପରିଣାମ ! ମହିଳାଙ୍କ ପାଟିରୁ ବାହାରିଲା ଏଭଳି କିଛି ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ ।

ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ଭିଡିଓ ସାମ୍ନାକୁ ଆସିଛି। ଭିଏତନାମାରେ ଜଣେ ମହିଳାଙ୍କୁ ଅନେକ ଦିନ ହେବ ମୁଣ୍ଡବ୍ୟଥାର ସମସ୍ୟା ଥିଲା। ଏହି ଯନ୍ତ୍ରଣା ସେ ଯେତେବେଳେ ସହ୍ୟ କରି ପାରିଲେ ନାହିଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ମହିଳାଙ୍କ ଚିକିତ୍ସା ପରେ ପ୍ରଥମେ ଡାକ୍ତରଙ୍କୁ…