Daily Archives

January 24, 2019

ଭାରତୀୟ ଯୁଦ୍ଧ ଜାହାଜ ଗୁଡିକୁ ସୁରକ୍ଷା ଦେବ ଇସ୍ରାଏଲ ମିସାଇଲ! ଓଡିଶା ଉପକୂଳରେ ହେଲା ସଫଳ ପରୀକ୍ଷଣ

ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ( ଡିଆରଡିଓ) ପକ୍ଷରୁ ଆଜି ଇସ୍ରାଏଲ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏଲଆର-ସାମ ବା ବାରାକ-୮ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାକୁ ଭାରତୀୟ ନୌସେନାର ଆଇଏନଏସ-ଚେନ୍ନାଇରୁ ଓଡିଶା ଉପକୂଳରେ…

ମଧ୍ୟ ରାତ୍ରରେ ପୁଣିଥରେ ଇତିହାସ ରଚିବ ଇସ୍ରୋ! ଲଞ୍ଚ କରିବ ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ

ପୁଣିଥରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ମହାକାଶକୁ ବିଭିନ୍ନ ସମୟରେ ଉପଗ୍ରହ ପଠାଇ ରେକର୍ଡ ସୃଷ୍ଟି କରୁଥିବା ଇସ୍ରୋ ଗୁରବାର ରାତିରେ ଆଉ ଏକ ଇତିହାସ ରଚିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ଇସ୍ରୋ ଏମିତି ଏକ ଉପଗ୍ରହ ଲଞ୍ଚ କରିବାକୁ ଯାଉଛି ଯାହା ଦୁନିଆର…

ରାହୁଲଙ୍କ ଗସ୍ତ ପୂର୍ବରୁ ପୁରୁଣା କେସକୁ ନେଇ ନିରଂଜନଙ୍କ ପାଖକୁ ଆସିଲା ନୋଟିସ । ପିସିସି ସଭାପତି କହିଲେ, ଷଡଯନ୍ତ୍ର ।

କନକ ବ୍ୟୁରୋ: ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆସିଲା ପୁରୁଣା କେସର ନୋଟିସ୍ । ୧୦ ବର୍ଷ ତଳର କେସକୁ ଖୋଳତାଡ଼ କରିବା ପାଇଁ ନିରଞ୍ଜନଙ୍କୁ ଦିଲ୍ଲୀ ଇଓଡବ୍ଲୁର ସମନ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏଯାବତ୍…

ଆସିଲା ମୁଡ ଅଫ୍ ଦି ନେସନ ସର୍ଭେ ରିପୋର୍ଟ : ଉତ୍ତର ପ୍ରଦେଶରେ ବିଜେପିକୁ ଲାଗିବ ୪୪୦ ଝଟକା, ବୁଆ-ବବୁଆଙ୍କ ଆଗରେ କାମ…

କନକ ବ୍ୟୁରୋ : ୨୦୧୯ରେ ହେବ କାଣ୍ଟେ କି ଟକ୍କର । ସରକାର ଗଢିବାକୁ ଦୁଇ ପ୍ରମୁଖ ଜାତୀୟ ଦଳଙ୍କ ମଧ୍ୟରେ ଦେଖିବାକୁ ପ୍ରତିଯୋଗିତା । ଜାତୀୟ ଗଣମାଧ୍ୟମ ଆଜତକର ମୁଡ୍ ଅଫ ଦି ନେସନ ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏଭଳି ସ୍ଥିତି ଉପୁଜିବ । ସର୍ଭେ ରିପୋର୍ଟ ଅନୁଯ୍ରାୀ, ଗୋଟିଏ ପଟେ ବିଜେପି…

ସାଧାରଣତନ୍ତ୍ର ଦିବସରେ ୯ ଓଡ଼ିଆଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଅଗ୍ନିଶମ, ହୋମଗାର୍ଡ଼ ଏବଂ ବେସାମରିକ କ୍ଷେତ୍ରରେ…

କନକ ବ୍ୟୁରୋ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୮୬ ଜଣଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଅଗ୍ନିଶମ ସେବା ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି । ଚଳିତ ବର୍ଷ ଓଡ଼ିଶାରୁ କୁମରବର ସାମଲ (ଫାୟାରମ୍ୟାନ) ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଓ ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ…