Daily Archives

January 26, 2019

ବିଜୟ ମାଲ୍ୟା, ନିରବ ମୋଦିଙ୍କ ଭଳି ପଳାତକଙ୍କୁ ତ୍ରାହି ନାହିଁ! ସିବିଆଇ ଓ ଇଡି ବିଛାଇଲା ଜାଲ, ପଳାତକଙ୍କୁ ଆଣିବାକୁ…

ଭାରତରୁ ଟଙ୍କା ନେଇ ବିଦେଶକୁ ଲୁଚି ପଳାଇଯାଇଥିବା ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ ଚୌକସିଙ୍କ ଭଳି ପଳାତକଙ୍କୁ ଦେଶକୁ ଆଣିବାକୁ ନୂଆ ଯୋଜନା କରୁଛି ଭାରତ । ଯେଉଁଭଳି ବିଜୟ ମାଲ୍ୟାଙ୍କୁ ଭାରତ ଆଣିବାକୁ ପ୍ରସ୍ତୁତି କରାଯାଉଛି ଠିକ୍ ସେହିଭଳି ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି…

ମରି ବି ଅମର ଅର୍ଜୁନ ! ପରଲୋକରେ ଓଡିଆ କଣ୍ଠଶିଳ୍ପୀ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲ ।

ଜଣାଶୁଣା ଗାୟକ ତଥା ଓଡ଼ିଶା ପ୍ରଶାସନିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ ଅର୍ଜୁନ ଚରଣ ସାମଲଙ୍କର ଶନିବାର ପରଲୋକ ହୋଇ ଯାଇଛି । ଚାରି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ରାତି ପ୍ରାୟ ୮ଟା ୩୦ରେ ୭୭ ବର୍ଷ ବୟସରେ…

ହାଇ ସିକ୍ୟୁରିଟି ଜୋନରେ ଯୁବତୀଙ୍କୁ ଏକେ-୪୭ ବନ୍ଧୁକ ଦେଇ ଟହଲ ମାରିବା ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା । ଚାକିରିରୁ…

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ହାଇ ସିକ୍ୟୁରିଟି ଜୋନରେ ଡ୍ୟୁଟିରେ ଥିବା ବେଳେ ଅଜଣା ଯୁବତୀଙ୍କୁ ବନ୍ଧୁକ ଦେବା ମହଙ୍ଗା ପଡିଲା । ଚାକିରିରୁ ନିଲମ୍ବିତ ହେଲେ ଓଏସଏପି ୬ଷ୍ଠ ବାଟାଲିୟନର ପୋଲିସ ହାବିଲଦାର ଭାଗ୍ୟଧର ନାୟକ । ଏନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।…

ବିଦେଶରୁ ମିଳିଥିବା ଉପହାରକୁ ନିଲାମ କରିବେ ମୋଦି ! ଆୟ ଟଙ୍କା, ଗଙ୍ଗା ସଫେଇରେ ହେବ ବିନିଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶ ବିଦେଶରୁ ମିଳିଥିବା ପ୍ରତିଷ୍ଠିତ ସ୍ମୃତି ଉପହାରଗୁଡିକୁ ସଂସ୍କୃତି ମନ୍ତ୍ରଣାଳୟର ତତ୍ତ୍ଵାବଧାନରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ନିଲାମ କରିବ । ଏହି ନିଲାମୀରୁ ପ୍ରାପ୍ତ ଅର୍ଥ ନମାମୀ ଗଙ୍ଗେ ପ୍ରକଳ୍ପରେ ବ୍ୟବହାର କରାଯିବ । ବସ୍ତୁଗତ…

ଅପକମିଂ ଫିଲ୍ମ କେଶରୀର ନୂଆ ପୋଷ୍ଟର ସେୟାର କଲେ ଅକ୍ଷୟ କୁମାର ! ଫିଲ୍ମର କାହାଣୀ କହିଲେ ଖିଲାଡି ଷ୍ଟାର

ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଫ୍ୟାନ ମାନଙ୍କ ପାଇଁ ଗଣତନ୍ତ୍ର ଦିବସକୁ ଖାସ୍ କରିଛନ୍ତି । ଅପକମିଂ ଫିଲ୍ମ ‘କେଶରୀ’ର ନୂଆ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ବେଶ ଆକର୍ଷକ ଦେଖାଯାଉଥିବା ବେଳେ ଆଗାମୀ ମାର୍ଚ୍ଚ ୨୧ରେ ଏହି ଫିଲ୍ମ ରିଲିଜ ହେବ ବୋଲି ଅକ୍ଷୟ ସୂଚନା…