Daily Archives

January 1, 2019

ନୂଆବର୍ଷରେ ନୋକିଆ କରିବ ବଡ ଧମାକା । ଖୁବଶୀଘ୍ର ବଜାରକୁ ଆସିବ ୭ଟି କ୍ୟାମେରା ଥିବା ସ୍ମାର୍ଟଫୋନ

ଖୁବ୍ ଶୀଘ୍ର ୭ଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ ବଜାରକୁ ଆସିବାକୁ ଯାଉଛି। ଏହି ଫୋନ୍ ଚଳିତ ମାସରେ ଲଞ୍ଚ ହୋଇପାରେ ବୋଲି ଆଶା ରଖାଯାଇଛି। ଫୋନର ନାମ ନୋକିଆ ୯ ପିୟୋର ଭିୟୁ ରହିଛି। ଏଯାବତ୍ ଆସିଥିବା ଅନେକ ଭିଡିଓ ଓ ଇମେଜରେ ନୋକିଆ ୯ ପିୟୋରଭିୟୁର ଫିଚର ସାମ୍ନାକୁ ଆସି ସାରିଛି। ଏହି…

ମୃତଦେହକୁ କାନ୍ଧ ଦେଲେ, ସୁଯୋଗ ମିଳିବା କ୍ଷଣି ସର୍ମ୍ପକୀୟଙ୍କ ସ୍କୁଟି ନେଇ ଫେରାର ହୋଇଗଲେ ୩ ଅଜଣା ବ୍ୟକ୍ତି ।

ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜାଣିବାକୁ ମିଳିଛି ଯେ ଜଣେ ମୃତକଙ୍କ ମୃତଦେହକୁ କାନ୍ଧେଇ ନେବାକୁ ଆସିଥିବା କିଛି ଅଜଣା ବ୍ୟକ୍ତି ସେହି ମୃତକଙ୍କ ଭିଣୋଇଙ୍କ ସ୍କୁଟିକୁ ଚୋରେଇ ନେଇ ଯାଇଛନ୍ତି। ସ୍କୁଟି ନେଇ ଫେରାର୍ ହୋଇ ଯାଇଥିବା ୩ ଜଣ ଯାକ ଲୋକ ମୃତକଙ୍କ…

ପୁରୀରୁ ଲଢିବେ କି ପ୍ରଧାନମନ୍ତ୍ରୀ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତରରେ କଣ କହିଲେ ମୋଦି 

କନକ ବ୍ୟୁରୋ : ପୁରୀରୁ ଲଢିବେ କି ମୋଦି । ଦୀର୍ଘ ଦିନ ଧରି ରାଜ୍ୟ ଓ ଜାତୀୟ ରାଜନୀତିରେ ଏଭଳି ଏକ ଚର୍ଚ୍ଚା ହୋଇଆସୁଥିଲା । ତେବେ ନୂଆବର୍ଷର ପ୍ରଥମ ଦିନରେ ପୁରୀ ନିର୍ବାଚନ ଲଢିବା ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଖୋଦ୍ ମୋଦି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁୁ ଦେଇଥିବା ସାକ୍ଷାତକାରରେ ଏନେଇ…

ସଚିବାଳୟରୁ ଶ୍ରୀକ୍ଷେତ୍ର ସବୁଠି ନୂଆବର୍ଷର ଧୁମ୍ । ନେତାଙ୍କ ଘରେ କର୍ମୀଙ୍କ ଗହଳି, ସଚିବାଳୟରେ ଫୁଲର ପସରା

କନକ ବ୍ୟୁରୋ : ନେତାଙ୍କ ନୂଆ ବର୍ଷ । ୨୦୧୯ ଆରମ୍ଭର ପ୍ରଥମ ଦିନରେ ନେତାଙ୍କ ଠାରେ ଗହଳିଚହଳି ଆରମ୍ଭ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଶୁଭେଚ୍ଛା ଜଣାଇଥିଲେ ନେତା, କର୍ମୀ, ଅଫିସର ଓ କର୍ମଚାରୀ । ଏଥିପାଇଁ ସଚିବାଳୟରେ ଭିଡ ଜମିଥିଲା । ଏହାଛଡା ସବୁ ନେତାଙ୍କ ଘରେ…

ଫେବ୍ରୁଆରୀ ୧ରୁ ବଦଳିଯିବ ଟିଭି ଚ୍ୟାନେଲର ଦର! ସର୍ବନିମ୍ନ ୧୩୦ ଟଙ୍କା ସହ ଲାଗିବ ଜିଏସଟି

କନକ ବ୍ୟୁରୋ : ଦର୍ଶକଙ୍କୁ ମନ ପସନ୍ଦର ଚ୍ୟାନେଲରୁ ବଂଚିତ କରିପାରିବେ ନାହିଁ କେବୁଲ ଅପରେଟର । ଫେବୃୟାରୀ ୧ରୁ ବଦଳିଯିବ ଟିଭି ଚ୍ୟାନେଲର ଦର । ଗ୍ରାହକ, ଯେତିକି ଦେଖିବେ, ସେତିକି ଟଙ୍କା ଦେବେ । ଟ୍ରାଇର ନୂଆ ନିୟମ ଅନୁଯାୟୀ ଗ୍ରାହକଙ୍କୁ ସର୍ବନିମ୍ନ ୧୩୦ଟଙ୍କା ସହ ୧୮ପ୍ରତିଶତ ଜିଏସଟି…