Daily Archives

January 12, 2019

ବିଦେଶରେ ରାହୁଲଙ୍କ ମେଗା ସୋ ! କହିଲେ, ଦେଶରେ ଯୁବକ ଓ ଚାଷୀଙ୍କ ଅବସ୍ଥା ସଂଗୀନ, ଜାତି, ଧର୍ମ ଓ ଧନୀଗରିବ ନାଁରେ…

କନକ ବ୍ୟୁରୋ : ଦୁବାଇରେ ରାହୁଲଙ୍କ କ୍ରେଜ୍ । ବିଦେଶ ମାଟିରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ଏକ ବଡ ଧରଣର ଷ୍ଟାଡିୟମ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । । ଏହି ଅବସରରେ ପ୍ରବାସୀ ଭାରତୀୟଙ୍କ ସମେତ ସାରା ଦୁନିଆର ଲୋକଙ୍କ ନିକଟକୁ ପହଂଚିବାକୁ ପ୍ରୟାସ କରିଛନ୍ତି ରାହୁଲ । ଏହି ଅବସରରେ…

ମକର ସଂକ୍ରାନ୍ତି ପରେ ଓଡିଶାରେ ଆର୍ବିଭାବ ହେବ ନୂଆ ଆଞ୍ଚଳିକ ଦଳ ! ଆସନ୍ତାକାଲି ନାମୀ ହୋଟେଲରେ ନୂଆ ଦଳ ପାଇଁ ଖୋଳାଯିବ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ଓଡିଶାରେ ଆର୍ବିଭାବ ହେବ ଆଉ ଏକ ନୂଆ ଆଞ୍ଚଳିକ ଦଳ । ମକର ସଂକ୍ରାନ୍ତି ପରେ ପରେ ଶୁଭଲଗ୍ନ ଦେଖି ଏହି ନୂଆ ଦଳର ହଠାତ୍ ହେବ ଆର୍ବିଭାବ । ଏଥିପାଇଁ ଆସନ୍ତାକାଲି କାଳେ ପୁନାଦି ଖୋଳାଯିବ । ପୂରାପୁରି ଗୁପ୍ତ ଢଙ୍ଗରେ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ…

ପ୍ରଥମ ଦିନରେ ୮.୨୫ କୋଟି ଟଙ୍କାର ବ୍ୟବସାୟ କଲା ‘ଉରୀ’, ପଛରେ ପଡ଼ିଲା ଦ’ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର ।

କନକ ବ୍ୟୁରୋ: ସିନେମା ହଲରେ ଧମାକା ଓପନିଂ କରିଛି ବିକ୍କି କୌଶଳ ଏବଂ ୟାମୀ ଗୌତମଙ୍କ ଫିଲ୍ମ ଉରୀ ‘ଦ ସର୍ଜିକାଲ ଷ୍ଟ୍ରାଇକ’ । ଏହାକୁ ନେଇ ଫିଲ୍ମ ପ୍ରେମୀଙ୍କ ଠାରୁ ବେଶ୍ ଭଲ ଫିଡ଼ବ୍ୟାକ୍ ମିଳିଛି । ଗତ ୨୦୧୬ରେ ପାକିସ୍ତାନ ବିପକ୍ଷରେ ଭାରତ ଦ୍ୱାରା ହୋଇଥିବା ମିଡ଼୍ ନାଇଟ୍ ଅପରେସନ୍ ତଥା…

ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଲେ ବୁଆ ବବୁଆ ! ଭାରତ ରାଜନୀତିରେ ସାପ ନେଉଳର ତୁଟିଲା ବିବାଦ ।

କନକ ବ୍ୟୁରୋ : ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଲେ ଅଖିଳେଶ-ମାୟାବତୀ  । ଉତ୍ତରପ୍ରଦେଶରେ ୭୬ ଆସନରେ ଲଢ଼ିବେ ଏସପି-ବିଏସପି ପ୍ରାର୍ଥୀ । ଏବଂ ମେଂଟ ସହଯୋଗୀ ଦଳଙ୍କୁ ୨ଟି ଆସନ ଦେବାକୁ ନିଷ୍ପତି ହୋଇଥିବା ବେଳେ ଆମେଠି ଓ ରାଏବରେଲୀରେ ଆସନ କଂଗ୍ରେସ ପାଇଁ ଛାଡିଥିବା କହିଛନ୍ତି…

କଂଗ୍ରେସ ଓ ବିରୋଧୀ ମେଂଟକୁ କଡା ସମାଲୋଚନା କଲେ ମୋଦି ! କହିଲେ, ମଜବୁର ନୁହେଁ ଦେଶକୁ ଦରକାର ମଜବୁତ୍ ସରକାର ।

କନକ ବ୍ୟୁରୋ : ବିଜେପିର ମିଶନ ୨୦୧୯ । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବୁଥ୍ ସ୍ତରରେ ସଂଗଠିତ ହୋଇ କାମ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟପଟେ ବିରୋଧୀଙ୍କ ସୁବିଧାବାଦୀ ରାଜନୀତି ପାଇଁ ଗଢା ହେଉଥିବା ମହାମେଂଟ ନେଇ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ…