ପାପ ଧୋଇବାକୁ କୁମ୍ଭମେଳାକୁ ଆସି ଫସିଗଲେ ହତ୍ୟାକାରୀ ! ପ୍ରୟାଗରାଜରେ ବୁଡ ପକାଉଥିବା ବେଳେ ଧରିଲା ପୋଲିସ
ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ଧାଇଁ ଆସି ଆସିଛନ୍ତି ପବିତ୍ର ସଂଗମରେ ବୁଡ ପକାଇ ପାପ ଧୋଇବାକୁ ଓ ପୂଣ୍ୟ ଅର୍ଜନ କରିବାକୁ । ବହୁ ଅପରାଧୀ ମଧ୍ୟ…