Daily Archives

January 26, 2019

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ! ଗୋଟିଏ ନୁହେଁ ୩ରୁ ୪ଟି ପିଲା ଜନ୍ମ କଲେ ମିଳିବ ସରକାରୀ ପ୍ରୋତ୍ସାହନ…

କନକ ବ୍ୟୁରୋ: ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାକୁ ନେଇ ଚନ୍ଦ୍ରବାବୁ ଦେଇଥିବା ବୟାନ ତାଙ୍କ ପାଇଁ ବିବାଦୀୟ ହୋଇପଡିଛି । ଏହାକୁ ନେଇ ଚାରିଆଡୁ ସମାଲୋଚନାର ପାତ୍ର ହୋଇଛନ୍ତି ଆନ୍ଧ୍ରପ୍ରଦେଶ…

କୋଷ୍ଠ କାଠିନ୍ୟ,ପେଟର ଚର୍ବି ଏବଂ ଆଣ୍ଠୁ ଯନ୍ତ୍ରଣାରୁ ଉପସମ ପାଇବାକୁ ଚାହୁଁଥିଲେ , ଆପଣାନ୍ତୁ ଏହି ସରଳ ଉପାୟ । 

ଆଜିକାଲିର ବ୍ୟସ୍ତ ଜୀବନ ଶୈଳୀରେ ଅନେକ ଲୋକ ନିଜର ପେଟ ବଢିବା,ପେଟର ଚର୍ବି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଆଉ କେତେକ ଲୋକଙ୍କର କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହୁଛି । ତା’ଛଡା ପିଠି ଓ ଆଣ୍ଠୁ ଯନ୍ତ୍ରଣା ମଧ୍ୟ ଅନେକ ଲୋକଙ୍କୁ କଷ୍ଟ ଦେଇଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ବି ଏଭଳି କିଛି…

ଦେଶବାସୀଙ୍କୁ ବିରାଟ ବାହିନୀର ସାଧାରଣତନ୍ତ୍ର ଦିବସ ଭେଟି । ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଦିନିକିଆରେ ୯୦ ରନରେ ପରାସ୍ତ…

କନକ ବ୍ୟୁରୋ: ଦେଶବାସୀଙ୍କୁ ବିରାଟ ବାହିନୀର ସାଧାରଣତନ୍ତ୍ର ଦିବସ ଭେଟି । ମାଉଣ୍ଟ୍ ମେଙ୍ଗନୁଇର ବେ ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍ ଦ୍ଵିତୀୟ ଦିନିକିଆରେ ୯୦ ରନରେ ଭାରତ ବିଜୟୀ ହୋଇଛି । ୩୨୫ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ୪୦.୨ ଓଭରରେ ୨୩୪…

ପଦ୍ମଶ୍ରୀ ପୁରସ୍କାର ଦେବା ପୂର୍ବରୁ ଗୀତାଙ୍କ ସହ ଫୋନରେ କଥା ହୋଇଥିଲେ ମୋଦି ! ଗଣମାଧ୍ୟମରେ ଜୋର୍ ଧରିଲା ଚର୍ଚ୍ଚା ।

ପଦ୍ମ ପୁରସ୍କାର ପାଇଁ ଗୀତା ମେହେଟାଙ୍କ ନାଁ ଘୋଷଣା ହେବା ପରେ ସେ ଏହାକୁ ଗ୍ରହଣ କରିବାକୁ ସସମ୍ମ୍ାନେ ମନା କରିଦେଇଛନ୍ତି । ହେଲେ ପ୍ରମୁଖ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ପଦ୍ମ ପୁରସ୍କାର ପ୍ରଦାନ ପୂର୍ବରୁ ଗୀତାଙ୍କ ସହ ଆଲୋଚନା କରିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଲୁଣ ଚିକିତ୍ସାକୁ ନେଇ ବିବାଦରେ ଥିବା ଭିମସାର ନିର୍ଦ୍ଦେଶକଙ୍କ ଚରମବାଣୀ ! କହିଲେ, ଆଗାମୀ ୩୧ସୁଦ୍ଧା ନିଷ୍ପତ୍ତି ନକଲେ…

କନକ ବ୍ୟୁରୋ : ଲୁଣ ଚିକିତ୍ସାକୁ ନେଇ ବିବାଦରେ ଥିବା ଭିସମାରର ନିର୍ଦ୍ଦେଶକ ଅଶ୍ୱିନ ପୂଜାହାରୀଙ୍କ ନାଲି ଆଖି । କ୍ୟାନସରର ଉପଚାର ପାଇଁ ଲୁଣ ଲେମ୍ବୁ ଚିକିତ୍ସା କରୁଥିବା ଭିମସାର ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ଦିଆଯାଇଛି । ଆଉ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଅନୁସନ୍ଧାନ ଚାଲିଛି ।…

ଦିଲ୍ଲୀ ରାଜପଥରେ ଲେଖାଗଲା ନୂଆ ଇତିହାସ । ପ୍ରଥମଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେଲା ଆଜାଦ ହିନ୍ଦ ଫୌଜ

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପରେଡରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସେନା । ଦେଶ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦିଲ୍ଲୀ ଗଣତନ୍ତ୍ର ପରେଡରେ ପ୍ରଥମ ଥର ପାଇଁ ସାମିଲ୍ ହୋଇଛି ସୁବାସ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ୍ । ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ…