Daily Archives

January 16, 2019

ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ! ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଦିଲ୍ଲୀ…

କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । ଶାହା ବର୍ତ୍ତମାନ ସ୍ୱାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଅମିତ୍ ଶାହା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ‘ଇଶ୍ୱରଙ୍କ କୃପା ଏବଂ ଆପଣଙ୍କ ଭଲପାଇବାରୁ ମୁଁ ସୁସ୍ଥ ହୋଇଯିବି ବୋଲି ଟ୍ୱିଟ…

ଏଣିକି ଖରାଦିନେ ଓଡିଶାରେ ଫଳିବ ସେଓ! କମାଲ କଲେ ଗବେଷକ, ଆସିଲା ଉନ୍ନତମାନର ନୂଆ ସେଓ ଚାରା

କନକ ବ୍ୟୁରୋ : ଖରାଦିନେ ଫଳିବ ସେଓ । ତାହା ପୁଣି କାଶ୍ମୀର କିମ୍ବା ଅନ୍ୟ କୌଣସି ଥଣ୍ଡା ଅଞ୍ଚଳରେ ନୁହେଁ ବରଂ ଉଷ୍ମ ଜଳବାୟୁ ଥିବା ଓଡିଶାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ଏହି ସ୍ୱପ୍ନ ଏବେ ବାସ୍ତବ ରୂପ ନେବାକୁ ଯାଉଛି । ଗବେଷକମାନେ ଏଭଳି ଏକ ସେଓ ଗଛକୁ ବିକଶିତ କରିଛନ୍ତି…

ଚମ୍ପୁଆ ଉପରେ ନବୀନଙ୍କ ଆଖି । ଆସନରେ ବିଜୟର ସ୍ୱାଦ ଚାଖିନଥିବା ବିଜେଡି ପାଇଁ ସହାୟକ ହେବ କି ନୂଆ ରଣନୀତି ?

କନକ ବ୍ୟୁରୋ: ବିଜେଡି ଫୋକସରେ କେନ୍ଦୁଝର । ଗତ ୨୪ ଘଂଟା ଭିତରେ ୨ଟି ଘଟଣାକ୍ରମ ପ୍ରମାଣିତ କରୁଛି ଖଣି ଖାଦାନ ଭରା ଏହି ଅଂଚଳରେ ନିଜ ପତିଆରାକୁ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଛି ଶାସକ ଦଳ । କେନ୍ଦୁଝର ଜିଲ୍ଲା ସଭାପତି ବଦଳାଇବା ସହ ଚମ୍ପୁଆର ବିତ୍ତଶାଳୀ ନେତା କୁଶ ଆପଟ୍ଟଙ୍କ ଉପରୁ…

କଂଗ୍ରେସରୁ ଇସ୍ତଫା ଦେଲେ ନିରଞ୍ଜନ ! ଜାତୀୟ ଗଣମାଧ୍ୟମରେ ଫେକ୍ ନ୍ୟୁଜ ନେଇ ନିରଞ୍ଜନ ଖପ୍ପା

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେଲେ ନିରଂଜନ ପଟ୍ଟନାୟକ । ଜାତୀୟ ଗଣମାଧ୍ୟମରେ ଆଜି ଏସଂକ୍ରାନ୍ତୀୟ ଖବର ଆସିବା ପରେ କଂଗ୍ରେସ ଶିବିରରେ ଛନକା ପଶିଗଲା । ଯେଉଁ ଦଳରୁ ବିଧାୟକ ଛାଡିବା ନେଇ ଚର୍ଚ୍ଚା ଥମିନଥିବା ବେଳେ ସତରେ କଣ ନିରଂଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି,…

ପ୍ରଶ୍ନପତ୍ର ଲିକର କ୍ରାଇମବ୍ରାଂଚ ତଦନ୍ତ ହେଲେ କଣ ସୁଫଳ ମିଳିବ? ଉତ୍ତରଦାୟିତ୍ୱର ଘୋର ଅଭାବ ଓ ଖାମଖିଆଲି ମନୋଭାବ ଦୂର…

କନକ ବ୍ୟୁରୋ :  ବିନା କୈାଣସି ତ୍ରୁଟି ବିଚ୍ୟୁତି ବା ପ୍ରଶ୍ନପତ୍ର ଲିକ୍ ବିନା ଏକ ସୁବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ପରିଚାଳନା କରିବା ପାଇଁ ଆମେ କଣ ଅସମର୍ଥ କି? ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେତେବେଳେ ପରୀକ୍ଷା ହେବାର ବହୁ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇ ମାର୍କେଟକୁ ଆସିଯାଏ, ଆଉ…