କିଟ୍ ବିଶ୍ୱବିଦ୍ୟାଳୟରେ ଘୋଷଣା ହୋଇ ନାହିଁ ‘ସାଇନ ଏ ଡାଏ’ । ଗଣ୍ଡଗୋଳ ପରେ ସୁରକ୍ଷା ଦୃ୍ଷ୍ଟିରୁ ୨ଟି ହଷ୍ଟେଲ ଖାଲି…
କନକ ବ୍ୟୁରୋ : କିଟ୍ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣା ପରେ ସୁରକ୍ଷା ଦୃଷ୍ଟି କୋଣରୁ ଉତେଜନା ଦ୍ୱାରା ପ୍ରଭାବିତ ହୋଇଥିବା ଦୁଇଟି ହଷ୍ଟେଲକୁ ଖାଲି କରାଯାଇଛି । ଗତକାଲି ଗଣ୍ଡଗୋଳରେ ଆହତ ହୋଇଥିବା କିଛି ଛାତ୍ରଙ୍କୁ ଫାଷ୍ଟଏଡ୍ ପରେ ଛାଡି ଦିଆଯାଇଛି । ତେବେ କିଟ୍ ବିଶ୍ୱବିଦ୍ୟାଳୟ ବନ୍ଦ…