Daily Archives

November 24, 2018

କାର୍ତ୍ତିକ ପୂର୍ଣ୍ଣିମାରେ ସୁବର୍ଣ୍ଣପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ : ମହାନଦୀରେ ନୌ- ପ୍ରତିଯୋଗିତା ସାଙ୍ଗକୁ ସଂଗମ…

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ବୌଇତ ବନ୍ଦାଣ ସହ ବାଲିଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ ସୁବର୍ଣ୍ଣପୁରରେ ବି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ମହାନଦୀରେ ନୌ- ପ୍ରତିଯୋଗିତା ସାଙ୍ଗକୁ ସଂଗମ ଆରତୀ ପୂର୍ଣ୍ଣିମାର ସଂଧ୍ୟାକୁ ଖୁବ୍ ସୁନ୍ଦର…

ଇତିହାସ ରଚିଲେ ମେରିକମ୍ ! ବିଶ୍ୱ ବକ୍ସିଂରେ ଷଷ୍ଠ ଥର ପାଇଁ ଜିତିଲେ ସ୍ୱର୍ଣ୍ଣ ।

ଭାରତର ମହିଳା ବକ୍ସର ଏମସି ମେରିକମ୍ ଶନିବାର ଇତିହାସ ରଚିଛନ୍ତି । ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପରେ ୬ଷ୍ଠ ଥର ପାଇଁ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମେରିକମ୍ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ୟୁକ୍ରେନର ହନ୍ନା ଓଖୋଟିଙ୍କୁ ମୁକାବିଲା କରି ଏହି ସଫଳତା ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ,…

ଖାରବେଳ ସ୍ୱାଇଁଙ୍କୁ ପୁଣି ଆକ୍ରମଣ । ରାୟଗଡା କାଶୀପୁର ସଭାମଂଚରେ ଖାରବେଳଙ୍କୁ ମାଡ ମାରିଲେ ଯୁବକ, ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ: ପୁଣି ସଭା ମଂଚରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ । ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ୱାଇଁଙ୍କୁ ରାୟଗଡା କାଶିପୁରରେ ଆୟୋଜିତ ଓଡିଶା ଭାଗ୍ୟ ପରିବର୍ତନ ସଭାରେ ଆକ୍ରମଣ କରାଯାଇଛି । ଖାରବେଳ ସଭାରେ ବସିଥିବା ବେଳେ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଠାକୁ କାହିଁକି…

ସ୍ତ୍ରୀ ସାଜିଲା ପ୍ରେମିକା, ସ୍ୱାମୀ କଲେ ଲୁଟ୍ ! ଇଂଜିନିୟରଂ ଛାତ୍ରଙ୍କୁ ପ୍ରେମରେ ଫସାଇ ଲୁଟ୍ ପରେ ବନ୍ଧା ହେଲେ…

କନକ ବ୍ୟୁରୋ: ଛାତ୍ରଙ୍କୁ ପ୍ରେମରେ ଫସେଇ ଲୁଟ୍ ଉଦ୍ୟମ କରି ବନ୍ଧା ହୋଇଛନ୍ତି ଦମ୍ପତି । ଗତ ୨୦ ତାରିଖରେ ଭୁବନେଶ୍ୱରର ଶଶୀଭୂଷଣ ସାହୁ ପୁରୀ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଫେସବୁକ୍ ଜରିଆରେ ଜଣେ ଯୁବତୀ ତାଙ୍କ ସହ ସଂପର୍କ ରଖିଥିଲେ । ପରେ ମହିଳା ଜଣଙ୍କ ତାଙ୍କୁ ପୁରୀ ଡକାଇ ଥିଲେ…

ସ୍କୁଲ ଭିତରେ ସରକାରୀ ବସ୍ : ବସ ଭିତରେ ପାଠ ପଢୁଛନ୍ତି କୁନିକୁନି ପିଲା  

କନକ ବ୍ୟୁରୋ : ସ୍କୁଲ ଭିତରେ ସରକାରୀ ବସ୍ । ବସ ଭିତରେ ପାଠ ପଢୁଛନ୍ତି କୁନିକୁନି ପିଲା । ଛାତ୍ରଛାତ୍ରୀଙ୍କୁ  ବିଦ୍ୟାଳୟ ମୁହାଁ କରିବା ପାଇଁ ଶିକ୍ଷା ବିଭାଗର ଏକ ଅଭିନବ ପ୍ରୟାସ । ସ୍କୁଲକୁ ଆସୁନଥିବା ପିଲା ଏହି ବସ୍  ଗେଟ ଖୋଲି ଆନନ୍ଦରେ ଚଢ଼ୁଛନ୍ତି ବସ୍ । ଆଉ ଭିତରେ ବସି ପାଠ ପଢୁଛନ୍ତି…

ଭାରତୀୟ ବଜାରରେ ଏଂଟ୍ରି ମାରିଲା ସବୁଠୁ ଶସ୍ତା କାର୍ ! ଦାମ୍ ବାଇକଠାରୁ ବି କମ୍, ୧ ଲିଟର ତେଲରେ ଦୌଡିବ ୨୦କିମିର…

ବାଇକ୍ ତ ସମସ୍ତେ ବ୍ୟବହାର କରୁଛନ୍ତି । ହେଲେ କାର ଚଢିବାକୁ କାହାର ବି ଇଚ୍ଛା ନଥାଏ । କିନ୍ତୁ ଅର୍ଥର ଘୋର ଅଭାବ କାରଣରୁ ଆମକୁ ଆମର ଏହି ଇଚ୍ଛାକୁ ମନ ଭିତରେ ମାରିବାକୁ ପଡିଥାଏ । ହେଲେ ବର୍ତ୍ତମାନ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । କାହିଁକି ନା ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଲଂଚ…