Daily Archives

November 24, 2018

କମ୍ପାନୀରେ କାର୍ଯ୍ୟରତ ୨୪୦ କର୍ମଚାରୀଙ୍କୁ ହେଲା କ୍ୟାନସର, ପ୍ରତ୍ୟେକଙ୍କୁ ୯୫ ଲକ୍ଷ ଟଙ୍କା ଦେବ ସାମସଙ୍ଗ କମ୍ପାନୀ

ଦକ୍ଷିଣ କୋରିଆର ସାମସଙ୍ଗ ଇଲେକ୍ଟ୍ରୋନିକ୍ସକୁ ନେଇ ଏକ ବଡ ମାମଲା ସାମନାକୁ ଆସିଛି । କମ୍ପାନୀରେ ସେମିକଣ୍ଡକ୍ଟର ନିର୍ମାଣ କରୁଥିବା କାରଖାନାର କେତେକ ମଜୁରିଆଙ୍କୁ କ୍ୟାନସର ସହିତ ଅନେକ ରୋଗ ହୋଇଥିବା ମାମଲା ସାମନାକୁ ଆସିଛି । ଯାହାକୁ ନେଇ ମଜୁରିଆ ମାନେ କୋର୍ଟରେ ମାମଲା ରୁଜୁ କରିଛନ୍ତି…

ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଅଲଗା ଅନ୍ଦାଜ୍ ! ଖେଳରୁ ଶିଳ୍ପ ମିଳୁଛି ସଫଳତା, ବନୁଛି ବ୍ରାଣ୍ଡ୍ ।

କନକ ବ୍ୟୁରୋ: ଆଗକୁ ୨୦୧୯ ସାଧାରଣ ନିର୍ବାଚନ । ଆଉ ରାଜ୍ୟ ରାଜନୀତିରେ ଶାସକ ବିଜେଡ଼ିକୁ ମାତ୍ ଦେବା ପାଇଁ ବିରୋଧୀଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ୨୦୧୯ରେ ରାଜ୍ୟରେ କେବଳ ଗୋଟିଏ ହାୱା ବ୍ରାଣ୍ଡ୍ ନବୀନ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘ ୨ରୁ ୩ ବର୍ଷ ହେବ…

କର୍ଣ୍ଣାଟକ ମଣ୍ଡୟାରେ ବସ ଦୁର୍ଘଟଣା : ୨୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା, ମୃତକଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି…

କନକ ବ୍ୟୁରୋ: କର୍ଣ୍ଣାଟକର ମଣ୍ଡୟା ଜିଲ୍ଲାରେ ଶନିବାର ଦିନ ଏକ ଯାତ୍ରୀବାହୀ ବସ କାବେରୀ ନଦୀରୁ ବାହାରିଥିବା ଏକ କେନାଲରେ ଖସିପଡିବାରୁ ୨୫ ଜଣ ବ୍ୟକ୍ତି ପ୍ରାଣହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ପିଲା ବୋଲି ଜଣାପଡିଛି । ମଣ୍ଡୟା ଜିଲ୍ଲାର କନଗାନାମାରାଡି ଗାଁ…

ଲୋକଙ୍କ ଆଗରେ ଲୁଟେରାଙ୍କୁ ପୁଲିସର ମାଡ଼ । ଏଟିଏମ ଲୁଟେରାଙ୍କୁ କାବୁ କରି ପିସିଆର ଭ୍ୟାନ ଜିମା ଦେଲେ ସ୍ଥାନୀୟ ଲୋକ

କନକ ବ୍ୟୁରୋ: ଲୋକଙ୍କ ଆଗରେ ଏଟିଏମ ଲୁଟେରାଙ୍କୁ ପୁଲିସର ମାଡ଼ । ଏଟିଏମରୁ ଲୁଟ ଉଦ୍ୟମ କରୁଥିବା ବେଳେ ୨ ଏଟିଏମ ଲୁଟେରାକୁ ଧରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଡେଲଟା ଛକ ପାଖରେ ଥିବା ଏକ ଏଟିଏମ କାଉଂଟରରେ ଦୁଇ ଲୁଟେରାଙ୍କୁ ଜଣେ ସ୍ଥାନୀୟବାସିନ୍ଦା ଦେଖିବାକୁ ପାଇଥିଲେ ।…

ଅଧ୍ୟୟନରୁ ହେଲା ଖୁଲାସା । ଲିଭର ଓ କିଡନୀକୁ ଖରାପ କରିପାରେ କ୍ଷୀର ! ଜାଣନ୍ତୁ କେମିତି ?

ଯଦି କ୍ଷୀରରେ ଅପମିଶ୍ରଣ ହୋଇଛି, ତେବେ ଏହା ଲିଭର ଓ କିଡନୀକୁ ଖରାପ କରିପାରେ । ଚିକିତ୍ସକଙ୍କ କହିବାନୁସାରେ, ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଲଗାତାର ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ଲୋକଙ୍କ ଅନ୍ତନଳୀ, ଲିଭର କିମ୍ବା କିଡନି ଖରାପ ହେବା ଭଳି ବିପଦଜନକ ରୋଗର ଶିକାର ହୋଇପାରନ୍ତି । ଭାରତୀୟ…

ମଧ୍ୟପ୍ରଦେଶରେ ଚାଲିଛି ପ୍ରଚାର ଲଢେଇ: ବିଜେପି ଓ କଂଗ୍ରେସ ପାଇଁ ପ୍ରଚାର କଲେ ଦଳର ସର୍ବୋଚ୍ଚ ନେତା

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ପ୍ରଚାର ଲଢେଇ ଜୋରଦାର । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାରକୁ ତୀବ୍ର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସର ସର୍ବୋଚ୍ଚ ନେତା । ଆଗାମୀ ୨୮ତାରିଖରେ ଏମପିର ୨୩୦ଟି ବିଧାନସଭା ଆସନ ଲାଗି ପଡିବ ଭୋଟ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏକାଧିକ…