Daily Archives

November 9, 2018

ମାଆଙ୍କ ଶବ ପାଇଁ ଟଣାଓଟରା । ବାପା-ପୁଅ ଭିତରେ ତେଜିଲା କଳି । ପିଲାଙ୍କୁ ନଜଣାଇ ମୃତଦେହ ହସ୍ପିଟାଲକୁ ଦାନ କରିଦେଇଥିଲା…

କନକ ବ୍ୟୁରୋ: ମାଆ ଶବ ପାଇଁ ବାପା-ପୁଅ ମୁହାଁମୁହିଁ । ମାଆ ମୃତ୍ୟୁ ଖବର ପୁଅକୁ ନଜଣାଇ ମାଆ ମୃତଦେହକୁ ଡାକ୍ତରଖାନାକୁ ଦାନ କରିଦେଇଛନ୍ତି ବାପା । ଏପଟେ ମାଆ ମୃତଦେହର ସଂସ୍କାର ପାଇଁ ଥାନାରୁ ଥାନା ଦୌଡୁଛନ୍ତି ୩ ପୁଅ । ମାଆ ଶବକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଳି ଲାଗିଥିବା ବେଳେ ଉଭୟଙ୍କୁ…

ବଡ ପୁଅକୁ ନେଇ ବଡ ଟେନସନରେ ଲାଲୁ ! ଠିକରେ ଶୋଇ ପାରୁନାହାନ୍ତି, କିଡନୀ ଉପରେ ପଡୁଛି ପ୍ରଭାବ

ଟେନସନରେ ଆରଜେଡି ମୁଖିଆ ଲାଲୁ ଯାଦବ । କୌଣସି ରାଜନୀତିକ କାରଣକୁ ନେଇ ନୁହେଁ ବରଂ ପରିବାରରେ ଚାଲିଥିବା କଳହକୁ ନେଇ ଟେନସନରେ ରହୁଛନ୍ତି ଲାଲୁ ଯାଦବ । ରାଞ୍ଚି ରିମ୍ସରେ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ, ବଡ ପୁଅ ତେଜପ୍ରତାପ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଘଟଣା ଶୁଣିବା ପରେ…

ରୋଷେଇଶାଳରେ ମହଙ୍ଗା ମାଡ । ପୁଣି ବଢିଲା ଗ୍ୟାସ୍ ଦର । ଏଣିକି ସିଲିଣ୍ଡର ପିଛା ଦେବାକୁ ପଡିବ ଏତିକି ଟଙ୍କା

ପୁଣି ମହଙ୍ଗା ହେଲା ଘରୋଇ ରୋଷେଇ ଗ୍ୟାସ୍ । ଏଲପିଜି ଡିଲରମାନଙ୍କର କମିଶନ ବଢାଯିବା ପରେ ଏବେ ଘରେ ଘରେ ପହଂଚୁଥିବା ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ଏହି ବୃଦ୍ଧି ହୋଇଛି । ତେବେ ଏଲପିଜି ଦାମରେ ୨ ଟଙ୍କା ପ୍ରତି ସିଲିଣ୍ଡରର ଦାମର ବୃଦ୍ଧି କରାଯାଇଛି । ସାର୍ବଜନୀକ କ୍ଷେତ୍ରର ଖୁଚୁରା ଇନ୍ଧନ…

ଖାଲି ପଡିଛି କି କୌଣସି ସ୍ଥାନ ? ତେବେ ସରକାରଙ୍କ ପାଇଁ ଖୋଲନ୍ତୁ କେନ୍ଦ୍ର, ମାସିକ ଆୟ ହେବ ୫୦ ହଜାରରୁ ବି ଅଧିକ ଟଙ୍କା

ଜନତାଙ୍କ ସୁବିଧା ପାଇଁ ମୋଦି ସରକାର ସବୁବେଳେ କିଛି ନା କିଛି ଜନହୀତକର ଯୋଜନା ମାନ ଭେଟି ଦେଇଥାନ୍ତି । ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ଭିତରେ ଅନେକ ଜନହୀତକର ଯୋଜନା ଲଂଚ କରିଛନ୍ତି ଯାହା ସାଧାରଣ ଲୋକଙ୍କ ଜୀବନର ମୋଡ ବଦଳାଇ ଦେଇଛି । ତେବେ ଏଭଳି ହିଁ ଏକ ନୂଆ ଯୋଜନା ଲଂଚ କରିଛନ୍ତି…

ରାହୁଲ ଗାନ୍ଧୀଙ୍କୁ ‘ପପୁ’ ଡାକିବାକୁ କଣ ସତରେ ଏହି ଛୋଟ ଝିଅଟିକୁ କହିଥିଲେ ମୋଦି ? ସତ ଜାଣନ୍ତୁ ।

ବିମୂଦ୍ରୀକରଣକୁ ବିରୋଧ କରି ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୁ ତୁ ମେ ମେ ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମୋଦି ସରକାରଙ୍କ ଏକ ଭିଡିଓ ଏବେ ଚର୍ଚ୍ଚର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ମୋଦି ସରକାର…

ରାଫେଲ ରାଜନୀତି ଭିତରେ ନୀଳ ଆକାଶକୁ ଚିରି ଉଡିଲା ବିଧ୍ୱଂସକାରୀ ବିମାନ!

ରାଫେଲ ଡିଲକୁ ନେଇ ଜାତୀୟ ରାଜନୀତିରେ ନିଆଁ ଲାଗିଥିବା ବେଳେ ବିଜେପିକୁ ବାରମ୍ବାର ଟାର୍ଗେଟ କରୁଛି କଂଗ୍ରେସ । କିନ୍ତୁ ଏସବୁ ଭିତରେ ଭାରତ ପାଇଁ ନିର୍ମାଣ କରାଯାଇଥିବା ରାଫେଲ ବିମାନ ଆକାଶରେ ଉଡିବା ଆରମ୍ଭ କରିଛି । ପରୀକ୍ଷାମୂଳକ ଭାବେ ଏହି ବିମାନର ଉଡାଣ ଆରମ୍ଭ କରାଯାଇଛି । ଭାରତ ଅର୍ଡର…